ଓଡିଆ ସିଙ୍ଗର ହ୍ୟୁମାନ ସାଗର (Human Sagar) ପରିବାରରେ କିଏ କିଏ ଅଛନ୍ତି ? ଆସନ୍ତୁ ଦେଖିବା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ ସୁପର ହିଟ ଓଡିଆ ଚଳଚିତ୍ରରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ଆପଣ ମାନେ ମଧ୍ୟ ତାଙ୍କର ବହୁତ ଗୀତ ଶୁଣିଥିବେ । ବନ୍ଧୁଗଣ ସେହି ଗାୟକ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡର ଫେମସ ସିଙ୍ଗର ହ୍ୟୁମାନ ସାଗର । ଆପଣ ମାନେ ତାଙ୍କର ବହୁତ ଗୀତ ଶୁଣିଥିବେ ଓ ତାଙ୍କୁ ଦେଖି ମଧ୍ୟ ଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ହ୍ୟୁମାନ ସାଗରଙ୍କର ପରିବାର ଓ ଜୀବନୀ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ହୈମନ ସାଗରଙ୍କ ଜନ୍ମ ୨୫ ନଭେମ୍ବର ୧୯୯୦ ମସିହାରେ ଟିଟଲାଗଡରେ ହୋଇଥିଲା ।

ସେ କେବଳ ତୃତୀୟ ଶ୍ରେଣୀରୁ ସଙ୍ଗୀତ ଶିକ୍ଷା ନେଇଥିଲେ ତାଙ୍କ ଗୁରୁଙ୍କ ପାଖରେ । ବନ୍ଧୁଗଣ ଏହାପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ‘ଭଏସ ଅଫ ଓଡିଶା’ର ସେ ବିଜେତା ହୋଇଥିଲେ । ଏହାପରେ ସେ ପ୍ରଥମ ଥର ପାଇଁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଫିଲ୍ମ ‘ଇସ୍କ ତୁ ହି ତୁ’ ଚଳଚିତ୍ରରୁ ।

ବନ୍ଧୁଗଣ ଏହି ଫିଲ୍ମରେ ଗାଇଥିବା ହ୍ୟୁମାନ ସାଗରଙ୍କ ଆଇଟି ଗୁଡିକୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ ଓ ଏହି ଫିଲ୍ମ ପରଠାରୁ ହ୍ୟୁମାନ ଆଉ ପଛକୁ ଚାହିଁ ଦେଖିନଥିଲେ । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ହ୍ୟୁମାନ ସାଗର ଡାକ୍ତରୀ କରି ମଧ୍ୟ ଡାକ୍ତରୀ ପାଠକୁ ଛାଡି ଗୀତ ଗାଇଥିଲେ । ବନ୍ଧୁଗଣ ହ୍ୟୁମାନ ସାଗର ମଧ୍ୟ ବହୁତ କଷ୍ଟ ଓ ସଂଘର୍ଷ କରି ନିଜ ଶିଙ୍ଗିଙ୍ଗ କାରିୟରରେ ସଫଳତା ପାଇଛନ୍ତି ।

ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମ ଓ ଆଲବମରେ ଗୀତ ଗାଇଛନ୍ତି । ହ୍ୟୁମାନ ସାଗରଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ନିଜର ଶିଙ୍ଗିଙ୍ଗ କାରିୟରର ଆରମ୍ଭ ସମୟରେ ହ୍ୟୁମାନ ସାଗର ଗୋଟେ ଝିଅଙ୍କୁ ପ୍ରେମ କରିଥିଲେ ଓ ଆଗାମୀ ସମୟରେ ସେ ସେହି ଝିଅଙ୍କ ସହ ବିବାହ କରିଥିଲେ ।

ବନ୍ଧୁଗଣ ହ୍ୟୁମାନ ସାଗରଙ୍କର ଗୋଟେ ଝିଅ ମଧ୍ୟ ଅଛି । ବର୍ତ୍ତମାନ ସେ ନିଜର ଛୋଟ ପରିବାରରେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହ୍ୟୁମାନ ସାଗରଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *