ଓଡିଆ ସିରିଏଲରେ ଆକ୍ଟିଙ୍ଗ କରୁଥିବା Child Actor ମାନେ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି …

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡରେ ଅଭିନୟ କରୁଥିବା ସମସ୍ତ ଶିଶୁ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଶିଶୁ କଳାକାର ମାନେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଅତି କମ ସମୟରେ ଲୋକ ମାନଙ୍କ ମନ ଜିତି ଦିଅନ୍ତୁ ଏହା ସହ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ବଢି ଯାଏ । ହେଲେ ବନ୍ଧୁଗଣ ଏହି ଶିଶୁ କଳାକାର ମାନେ ଅଭିନୟ କରିବା ପାଇଁ କେତେ ଟଙ୍କା ନିଅନ୍ତି ଆପଣ ମାନେ କଣ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବୀର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶିଶୁ କଳାକାର ବୀର । ଆପଣ ମାନେ ସମସ୍ତେ ତାରା ତାରିଣୀ ସିରିଏଲରେ ବୀରଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ବୀର ତାରା ତାରିଣୀ ସିରିଏଲର ଗୋଟେ ଏପିସୋଡ କରିବା ପାଇଁ ୪୦୦୦ ଟଙ୍କା ନିଅନ୍ତି ।

ଚିମ୍ପୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶିଶୁ କଳାକାର ଚିମ୍ପୁ । ଆପଣ ମାନେ ସମସ୍ତେ ଚିମ୍ପୁଙ୍କୁ ସମ୍ପର୍କ ହୃଦୟର ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଚିମ୍ପୁଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତେବେ ଚିମ୍ପୁ ଏହି ସିରିଏଲରେ ଗୋଟେ ଏପିସୋଡ କରିବା ପାଇଁ ୪୦୦୦ ଟଙ୍କା ନିଅନ୍ତି ।

ଦୁର୍ଜୟ ଓ ସ୍ତୁତି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦୁର୍ଜୟ ଓ ସ୍ତୁତି । ଆପଣ ମାନେ ସମସ୍ତେ ଏହି ଦୁଇ ଶିଶୁ କଳାକାରଙ୍କୁ ଦୂର୍ଗା ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଦୂର୍ଗା ସିରିଏଲର ଗୋଟେ ଏପିସୋଡ କରିବା ପାଇଁ ୬୦୦୦ ଟଙ୍କା ନେଉଥିଲେ ।

ଅନିମେଷ ଘୋସ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅନିମେଷ ଘୋସ । ଆପଣ ମାନେ ସମସ୍ତେ ଅନିମେଷଙ୍କୁ ଅନେକ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅନିମେଷ ଗୋଟେ ଫିଲ୍ମ କରିବା ପାଇଁ ୨୫ ହଜାର ଟଙ୍କା ନିଅନ୍ତି ।

ରାଜା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଶିଶୁ କଳାକାର ରାଜା । ଆପଣ ମାନେ ସମସ୍ତେ ରାଜାଙ୍କୁ ତୁ ମୋ ଜୀବନ ସାଥି ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ରାଜା ଖୁବ ଜବରଦସ୍ତ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ବନ୍ଧୁଗଣ ରାଜା ଗୋଟେ ଏପିସୋଡ କରିବା ପାଇଁ ୧୦ ହଜାର ଟଙ୍କା ନିଅନ୍ତି ।

ତାରିଣୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ତାରିଣୀ । ଆପଣ ମାନେ ସମସ୍ତେ ତାରିଣୀଙ୍କୁ ତାରା ତାରିଣୀ ସିରିଏଲରେ ନିଶ୍ଚୟ ଦେଖିଥିବେ । ତାରିଣୀ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାରିଣୀ ଗୋଟେ ଏପିସୋଡ କରିବା ପାଇଁ ୧୨ ହଜାର ଟଙ୍କା ନିଅନ୍ତି ।

Leave a Reply

Your email address will not be published. Required fields are marked *