Pass Word କୁ ଓଡିଆରେ କଣ କୁହନ୍ତି ? 99 % ଲୋକ ଜଣା ନାହିଁ

ବନ୍ଧୁଗଣ ମଣିଷ ଜୀବନରେ ବହୁତ ପରୀକ୍ଷା ଦେଇଥାଏ । ଏହି ସବୁ ପରୀକ୍ଷା ମଧ୍ୟରୁ ସବୁଠାରୁ କଠିନ ତମ ପରୀକ୍ଷା ହେଉଛି UPSC,IPSଏବଂ IASର ପରୀକ୍ଷା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ପରୀକ୍ଷା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଇ ନଥାଏ ?

ଉତ୍ତର- ଠୋକର

୨. ନିଜ କେଉଁ ସିଷ୍ଟର ସ୍ଵାମୀକୁ ଆପଣ ଜିଜୁ କହିପାରିବେ ନାହିଁ ?

ଉତ୍ତର- ହସ୍ପିଟାଲ ସିଷ୍ଟରର ସ୍ଵାମୀକୁ ।

୩. ମୁ ଜଣେ ମଣିଷ ହେଲେ ବି ଦୁଇଟି ବନେଇ ଦେଇଥାଏ କୁହ ମୁଁ କିଏ ?

ଉତ୍ତର- ଆଇନା

୪. ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?

ଉତ୍ତର- ସାପ

୫. ସର୍ବପ୍ରଥମେ ପେରାସୁଟ କେଉଁ ଦେଶରେ ବନାଯାଇଥିଲା ?

ଉତ୍ତର- ଫ୍ରାନ୍ସ

୬. ରେଳଗାଡିର ଇଞ୍ଜିନରେ ସୌଚାଳୟ କାହିଁକି ନଥାଏ ?

ଉତ୍ତର- ୨୦୧୬ ପର୍ଯ୍ୟନ୍ତ ନଥିଲା ହେଲେ ବର୍ତ୍ତମାନ ଅଛି ।

୭. ଭାରତର ଏମିତି କେଉଁ ରେଳ ଷ୍ଟେସନ ଅଛି ଯେଉଁଠି କେବଳ ମହିଳାମାନେ କାମ କରୁଛନ୍ତି ?

ଉତ୍ତର- ମାଟୁଙ୍ଗା ରେଲୱେ ଷ୍ଟେସନ

୮. wi-fi କେତେ ଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?

ଉତ୍ତର- ୯୨ ମିଟର

୯. କ୍ଷୀରରେ କେଉଁ ଏସିଡ ରହିଥାଏ ?

ଉତ୍ତର- ଲାକଟିକ ଏସିଡ

୧୦. ଆଗ୍ରାର ତାଜମହଲ କେଉଁ ବ୍ୟକ୍ତି ବନେଇଥିଲେ ?

ଉତ୍ତର- ସହାଜାହାନ

୧୧. ଶରୀରର ମେରୁଦଣ୍ଡ ହାଡରେ କେତୋଟି ହାଡ ରହିଥାଏ ?

ଉତ୍ତର- ୩୩ ଟି ହାଡ

୧୨. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁ

୧୩. ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ଦେଶ

୧୪. କେଉଁ ଜୀବର ରକ୍ତ ଧଳା ରଙ୍ଗର ହୋଇଥାଏ ?

ଉତ୍ତର- ଅସରପାର ରକ୍ତ

୧୫. ଏମିତି କେଉଁ ଜୀବ ଅଛି ଯିଏ ନିଜର ଗୋଡର ବ୍ୟବହାର ଚାଲିବା ପାଇଁ ନକରି ଶୋଇବା ପାଇଁ କରିଥାଏ ?

ଉତ୍ତର- ବାଦୁଡି

୧୬. ବାହାରୁ ରଙ୍ଗ ବେରଙ୍ଗୀ ଭିତରୁ କଳା, ଯେବେ ସେ ଚାଲିଥାଏ ସେତେବେଳେ ତାର ଚାଲି ଛୋଟ ହୋଇଥାଏ, କୁହ ସେ କିଏ ?

ଉତ୍ତର- ପେନ୍ସିଲ

୧୭. ଦୁନିଆର ସବୁଠୁ ଅଧିକ ଖସୁଥିବା ଦେଶ କିଏ ?

ଉତ୍ତର- ଗ୍ରୀସ୍

୧୮. ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇଥାଉ ହେଲେ ଦେଖିପାରି ନଥାଉ ?

ଉତ୍ତର- ପ୍ରମିଜ

୧୯. ମୁ ନିର୍ଜୀବ ଅଟେ ହେଲେ ମୋ ସାମ୍ନାକୁ ଯେଉଁ ଲୋକ ଆସେ ସେ ହସିଥାଏ, କୁହ ମୁ କିଏ ?

ଉତ୍ତର- କ୍ୟାମେରା

୨୦. ଏମିତି କଣ ଅଟେ ଯାହାକୁ ଯେତେ କାମରେ ନେଲେ ସେତିକି ବଢିଥାଏ ?

ଉତ୍ତର- ବୁଦ୍ଧି ବା ଜ୍ଞାନ

୨୧. Pass Word କୁ ଓଡିଆରେ କଣ କୁହନ୍ତି ?

ଉତ୍ତର – କୁଟ ଶବ୍ଦ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *