ଏମାନେ ହେଲେ Ollywood ର ଲୋକପ୍ରିୟ ହୀରୋ ମାନଙ୍କର ବାପା, ପ୍ରଥମ ଥର ପାଇଁ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ହିରୋ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହେଲେ  ଆପଣ ମାନେ କଣ ଏହି ହିରୋ ମାନଙ୍କର ରିଅଲ ଲାଇଫ ବାପା ମାନଙ୍କ ବିଷୟରେ ଜାଣି ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ହିରୋ ମାନଙ୍କ ବାପାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନୁଭବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ଅନୁଭବଙ୍କୁ ଦେଖିଥିବେ ତେବେ ଏ ହେଉଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି ।

ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସବ୍ୟସାଚୀ ମିଶ୍ର । ଆପଣ ମାନେ ସମସ୍ତେ ସବ୍ୟଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସବ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତେବେ ସବ୍ୟଙ୍କ ବାପା ହେଉଛନ୍ତି ସୁରେନ୍ଦ୍ର ପ୍ରସାଦ ମିଶ୍ର ।

ଅର୍ଦ୍ଧେନ୍ଦୁ ସାହୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅର୍ଦ୍ଧେନ୍ଦୁ ସାହୁ ଆପଣ ମାନେ ତ ଅର୍ଦ୍ଧେନ୍ଦୁଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ତେବେ ଏ ହେଉଛନ୍ତି ଅର୍ଦ୍ଧେନ୍ଦୁଙ୍କ ବାପା । ଅର୍ଦ୍ଧେନ୍ଦୁ ନିଜ ବାପାଙ୍କୁ ବହୁତ ଭଲ ପାନ୍ତି ।

ଜ୍ଯୋତି ରଞ୍ଜନ ନାୟକ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜ୍ଯୋତି ରଞ୍ଜନ ନାୟକ । ଆପଣ ମାନେ ସମସ୍ତେ ଜ୍ଯୋତିଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ତେବେ ଏ ହେଉଛନ୍ତି ଜ୍ଯୋତିଙ୍କ ବାପା ଯାହାଙ୍କର ନାମ ହେଉଛି ରମେଶ ନାୟକ ।

ବାବୁସାନ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବାବୁସାନ ମହାନ୍ତି । ବାବୁସାନଙ୍କୁ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ବାବୁସାନ ଜଣେ ଅଭିନେତା ହେବା ସହ ଜଣେ ଗାୟମ ମଧ୍ୟ ଅଟନ୍ତି ।ବାବୁସାନଙ୍କ ବାପା ହେଉଛନ୍ତି ଉତ୍ତମ ମାହାନ୍ତି । ଉତ୍ତମ ମହାନ୍ତି ଜଣେ ଓଡିଆ ଅଭିନେତା ଅଟନ୍ତି ।

ସମ୍ବିଦ ଆଚାର୍ଯ୍ୟ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସମ୍ବିଦ ଆଚାର୍ଯ୍ୟ । ତେବେ ଆପଣ ମାନେ ସମସ୍ତେ ଏହି ଫଟୋରେ ସମ୍ବିଦଙ୍କ ବାପାଙ୍କୁ ଦେଖି ପାରୁଥିବେ । ସମ୍ବିଦ ନିଜ ବାପାଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ଅରିନ୍ଦମ ରୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅରିନ୍ଦମ ରୟ । ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସବୁବେଳେ ଅରିନ୍ଦମ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ଅରିନ୍ଦମଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ତେବେ ଏ ହେଉଛନ୍ତି ଅରିନ୍ଦମଙ୍କ ବାପା ।

Leave a Reply

Your email address will not be published. Required fields are marked *