ଓଡ଼ିଆ ଯାତ୍ରା ଶାୟରୀ… ତୁମକୁ ଦରକାର ଟୁଙ୍ଗୁରୁ ଭୋଳ…ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏବେ ଏହି ଦୁଇ ପ୍ରେମିଯୁଗଳଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଉଭୟଙ୍କ ଅପୂର୍ବ ପ୍ରେମ କାହାଣୀ ବିଷୟରେ ଯିଏ ବି ଜାଣୁଛି ସିଏ ମୁଣ୍ଡରେ ହାତ ଦେଉଛି । ତେବେ ବନ୍ଧୁଗଣ ଏହି ପ୍ରେମ କାହାଣୀରେଅନେକ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ତେବେ ଥାନାରେ ଆପଶ ସମାଧାନ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ମା ଭଳି ବୋଲି କହିଥିଲେ । ହେଲେ ଏହା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ସେଦିନ ଘଟଣାର ସକାଳେ  ଫୋନ କରି ସ୍ଵାମୀ ଭଳି ବ୍ୟବହାର କରିଥିଲେ ଓ ବର୍ଷାଙ୍କୁ ବାହା ହେବା କଥା କହିଥିଲେ । ଯେତେବେଳେ ଟୁଙ୍ଗୁରୁ ଜାଣିଲା ଯେ ବର୍ଷା ତାକୁ କଲ୍ କରିବା ବେଳେ ମିଡିଆ ଡକାଇ ଥିଲେ ସେତେବେଳେ ସେ ନିଜର ଅସଲି ରୂପ ଦେଖାଇଥିଲା ।

ଏହି ଘଟଣା ଟି ଘଟିବା ପରେ କିଛି ସାମ୍ବାଦିକ ମାନେ ଟୁଙ୍ଗୁରୁ ପାଖକୁ ପ୍ରତିକ୍ରିୟା ନେବାକୁ ଯାଇଥିଲେ ହେଲେ ଟୁଙ୍ଗୁରୁ ସେମାନଙ୍କ ସହ ଦୁର୍ବ୍ୟବହର କରିଥିଲା । ବନ୍ଧୁଗଣ ଟୁଙ୍ଗୁରୁ ଭାଇଆ ବେଲଜ୍ଜା ମଣିଷ ଆମ ଓଡିଶା ବୋଧେ କେହି ନଥିବେ ଆଉ ଅନ୍ୟ ପକ୍ଷରେ ବର୍ଷା ବି କିଛି କମ ନୁହନ୍ତି ।

ଏବେ ତ ପରକ୍ରିୟା ପ୍ରୀତି ଆମ ସମାଜରେ ବହୁତ ସାଧାରଣ ହେଇଗଲାଣି । ହେଲେ କିଏ ନିଜ ସ୍ଵାମୀ ଆଉ ଛୁଆଙ୍କୁ ଛାଡି ନିଜ ପୁଅ ବୟସର ଟୋକା ସହ ଖରାପ ସମ୍ପର୍କ ରଖିବ । ଖରାପ ସମ୍ପର୍କ ରଖିଲେ ତ ରଖିଲେ ମିଡିଆ ସାମ୍ନାରେ ନିଜ ସମ୍ପର୍କ ବିଷୟରେ ଗର୍ବରେ କହିଲେ । ଏହି ଘଟଣାଟି ଓଡିଶାର ସବୁଠାରୁ ବଡ ଲଜ୍ଜା ଜନକ ଘଟଣା । ତେବେ ବନ୍ଧୁଗଣ ଉଭୟ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ନେଇ ଅନେଲ ଆଲବମ ଭିଡିଓ ଏ ପର୍ଯ୍ୟନ୍ତ ହୋଇ ସାରିଛି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ହେଲେ ଏବେ ପ୍ରଥମ ଥର ପାଇଁ ଯାତ୍ରାରେ ଟୁଙ୍ଗୁରୁ ଆଉ ବର୍ଷାଙ୍କ ପ୍ରେମ କାହାଣୀର ଶାୟରି ଦେଖିବାକୁ ମିଳିଛି । ଏହି ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଥରେ ଆପଣ ମାନେ ବି ଏ ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଏ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *