Odia Jokes- ଆକବର- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ କିସ କରିବି, ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ…

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ହସିବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯେଉଁମାନେ ଜୋକ୍ସ ପଢୁ ନାହାନ୍ତି ସେମାନେ ମଧ୍ୟ ଏହି ଜୋକ୍ସକୁ ପାଢୀ ନିଶ୍ଚୟ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke-1- ଗୋଟେ ଦିନ ପପୁର ଗାର୍ଲଫ୍ରେଣ୍ଡ ନିଜ ଘରେ ଏକା ଥିଲା ଓ ସେ ପପୁକୁ ବହୁତ ମନେ ପକାଉ ଥିଲା…
ସେ ଭବିଲା ଘରେ କେହି ନାହାନ୍ତି ପପୁକୁ ଫୋନ କରି ଘରକୁ ଡାକି ଦଉଛି ।

ଗାର୍ଲଫ୍ରେଣ୍ଡ- ଆଜି ମୁ ଘରେ ଏକା ଅଛି ଆସ ନା…

ପପୁ- ଆରେ ପାଗେଳି ତୁ ମୋ ଘରକୁ ଆସିଯା ଏଠି ସମସ୍ତେ ଅଛନ୍ତି ।

Joke-2

ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା

ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?

ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।

ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।

ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।

Joke-3

ଖାଇବା ପାଇଁ ଆସିଥିବା ସମୟରେ ସ୍ଵାମୀ ସ୍ତ୍ରୀକୁ ଆବାଜ ଦେଲା

ସ୍ଵାମୀ- ଆରେ ଶୁଣୁଛ, ଏହି ସବଜିର ନାମ କଣ, ଯାହାକୁ ତମେ ବନେଇଛ ?

ସ୍ତ୍ରୀ- କାହିଁକି କଣ ପାଇଁ ପଚାରୁଛ ?

ସ୍ଵାମୀ- ଆରେ ମତେ ସ୍ଵର୍ଗରେ ପଚରା ହେବ ନା, କଣ ଖାଇକି ତମେ ମରିଲ ।

Joke-4

ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?

ମା ରାଗି ଯାଇ ପୁଅକୁ ଦେଖିଲା ।

ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।

ଗୋଟେ ଦିନ ପୁଅ ଏକ ଝିଅ ସହ ପିଟି ହୋଇଗଲା

ଝିଅର ମା- ଅନ୍ଧ ତତେ ଦେଖା ଯାଉନାହିଁ ?

ପୁଅ- ମୁଁ ପିଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।

Joke-5

ଏକ ଛୋଟ ପିଲାକୁ ରାସ୍ତାରେ ଏକ ଗର୍ଭବତୀ ମହିଳା ମିଳିଲା..

ଛୁଆ- ତମ ପେଟରେ କଣ ହେଇଛି ?

ମହିଳା- ମୋ ପେଟରେ ମୋର କ୍ୟୁଟ ପିଲା ଅଛି

ଛୁଆ- ଏତେ କ୍ୟୁଟ ଥିଲା ଯଦି ତୋର ପିଲା ତା ହେଲେ ତାକୁ ଗିଳୁ ଥିଲୁ କାହିଁକି ମୋଟି ।

Joke-6

ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି

ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ

ଆକବର – କୁହ କଣ ସର୍ତ୍ତ ?

ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହାହେବି

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *