Odia Jokes- ଚଉଠି ରାତି ପରଦିନ ସକାଳେ ଭାଉଜ…ଦିଅର- ଭାଉଜ ! ଢଳି ଢଳି ଚାଲୁଛ କାହିଁକି ? ଭାଉଜ- କାଲି ତୁମ ଭାଇ ରାତି ସାରା ମୋର…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ମା- କାହା ସହିତ କଥା ହେଉଛୁ ଏତେ ରାତିରେ ?

ପୁଅ- କିୟାରାର ମାଙ୍କ ସହିତ ।

ମା- ହେଲେ ଏ କିୟାରା କିଏ ?

ପୁଅ- ତମର ହେବାକୁ ଯାଉଥିବା ନାତି

ଏହା ପରେ ରାତିରେ ପୁଅର ବ୍ୟାଣ୍ଡ ବାଜିଲା…

୨. କୋଇଲି କାଉକୁ ପଚାରିଲା…

କୋଇଲି- ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କାହିଁକି କରିନ ?

କାଉ- ବିବାହ ନକରି ଏତେ ଟେନସନରେ ରହୁଛି ବିବାହ କରିଲେ କେତେ ଟେନସନ ନନେବି !

ମୁ ଭାବୁଛି ଗୋଟେ କୋଇଲି ସହ ସେଟିଙ୍ଗ ହେଇଯିବି

କୋଇଲି- ତା ହେଲେ କାହା ସହ ହବୁ କିଛି ଭାବିଛୁ ?

କାଉ- ସେଇଟା ତମେ ଘରୁ ବାହାରି ଗଲା ପରେ ଜଣା ପଡିବ ।

କୋଇଲି- କେମିତି ?

କାଉ- ପ୍ରଥମ ନମ୍ବରରେ ତମ ସ୍ତ୍ରୀ ଅଛି

୩. ବାପା ନିଜ ଝିଅକୁ କହିଲା…

ବାପା- ଝିଅ ତୁ ଏବେ ବଡ ହୋଇ ସାରିଛୁ ମୁ ଭାବୁଛି ଏବେ ତୋର ବିବାହ କରିଦେବି !

ଝିଅ- ହଉ ବାପା ମୁ ରାଜି ଅଛି !

ବାପା- ତା ହେଲେ କହ ତତେ କେମିତିଆ ପୁଅ ଦରକାର ?

ଝିଅ ଲାଜ କରି କହିଲା- ମତେ ଗୋଲାପି ରଙ୍ଗର ପୁଅ ଦରକାର ।

୪. ସ୍ଵାମୀ ସ୍ତ୍ରୀ ଆଗ୍ରା ଯାଉଥିଲେ ଯେଉଁଠି ଗୋଟେ କୂଅ ଅଛି

ଏହି କୂଅରେ ଟଙ୍କା ପକାଇଲେ ମନର ସବୁ ଇଛା ପୂରଣ ହୁଏ ।

ସ୍ଵାମୀ ସେହି କୂଅରେ ଏକ ଟଙ୍କାର ମୁଦ୍ରା ପକାଇଲା ଓ ତା ପଛରେ ସ୍ତ୍ରୀ ମଧ୍ୟ ଏକ ଟଙ୍କାର ମୁଦ୍ରା ପକାଇଲା

ସ୍ତ୍ରୀ ଟଙ୍କା ପକାଉଥିବା ସମୟରେ ଗୋଡ ଖସିଯିବାରୁ ସେ କୂଅରେ ପଡିଗଲା ।

ସ୍ଵାମୀ ଆଖିରୁ ଲୁହ ଝରିଗଲା ଓ ସେ କହିଲା- କଣ ଏତେ ଶୀଘ୍ର ମୋର ଇଛା ପୂରଣ ହେଇଗଲା !

୫. ବାପା ନିଜ ପୁଅକୁ କହିଲା…

ବାପା- ମୁ ଚାହୁଁଛି ପୁଅ ତୁ ବଡ ହୋଇ ଓକିଲ ହେଇଯା

ପୁଅ- ହେଲେ କାହିଁକି ବାପା ?

ବାପା- କାରଣ ମୋ କଳା କୋର୍ଟ ଯେମିତି ତୋର ବି କାମରେ ଆସିବ !!

୬. ମାଲିକ ନିଜ ଚାକରକୁ କହିଲା ମାଛି ମା-ରି-ବା-କୁ… ହେଲେ ଚାକର ଅଳସ ରେ ପଡି ରହିଲା

କିଛି ସମୟ ପରେ ଯେତେବେଳେ ମାଲିକ ଆସି ଦେଖିଲା ସେତେବେଳେ ମଧ୍ୟ ମାଛି ମାନେ ବୁଲୁଥିଲେ

ମାଲିକ- କଣ ମାଛି ମାନଙ୍କୁ ମା-ରି-ଲୁ ନା ନାହିଁ ।

ଚାକର- ବାବୁ, ମୁ ତ ମାଛି ମାନଙ୍କୁ କେବେଠାରୁ ମା-ରି-ସା-ରିଛି ।

ମାଲିକ- ତା ହେଲେ ଏ ସବୁ କଣ ?

ଚକାର- ଏମାନେ ହେଉଛନ୍ତି ସେହି ମାଛି ମାନଙ୍କର ବିଧବା

୭. ଚଉଠି ରାତି ପରଦିନ ସକାଳେ ଭାଉଜ…

ଦିଅର- ଭାଉଜ ! କଣ ହେଇଛି ?

କାନ୍ଦୁଛ କାହିଁକି ?

ଭାଉଜ- କାଲି ରାତିରେ ତୁମ ଭାଇ ସହିତ ଝଗଡା ହେଇଗଲା,

ପୁଣି କଣ ଥିଲା, ଝାଡୁ ରେ ଆମେ ଦୁଇ ଜଣ

ପରସ୍ପରକୁ ବହୁତ ପିଟିଲୁ…

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *