ବର୍ଷରେ ଥରେ ଆସେ, ମାସରେ ୨ ଥର, ସପ୍ତାହରେ ୪ ଥର ଓ ଦିନରେ ୬ ଥର, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଓଡିଆ ଜେନେରାଲ ନଲେଜ ବିଷୟରେ କହିବୁ । ଏହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନର ବୃଦ୍ଧି ହେବା ସହିତ ଏହା ଆପଣଙ୍କ ଜୀବନରେ ବହୁତ ସହାୟକ ହେବ । ଏହି ଜେନେରାଲ ନଲେଜ ବିଷୟରେ ଆପଣ ମାନେ ଜାଣିବା ପରେ ଆପଣ ନିଜ ଭାଇ ଭଉଣୀ ବା ନିଜ ପରିବାର ଲୋକଙ୍କୁ ଏହି ଜ୍ଞାନ ବିଷୟରେ ଜଣାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜେନେରାଲ ବିଷୟରେ ।

୧. ଭାରତରେ ମୋଟ କେତୋଟି ଗ୍ରାମ ଅଛି ?

ଉତ୍ତର- ୬,୪୯,୪୮୧

୨. ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ଥାଏ ?

ଉତ୍ତର- ୧୨ ଟି

୩. ଲାଲକିଲ୍ଲା ଭରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଛି ?

ଉତ୍ତର- ପାକିସ୍ଥାନର ଲାହୋରରେ ଅଛି ।

୪. କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ?

ଉତ୍ତର- ଫିନଲାଣ୍ଡ

୫. କେଉଁ ପ୍ରାଣୀର ହାତ କଟି ଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ହାତ ଆସିଯାଏ ?

ଉତ୍ତର- ପ୍ରଜାପତି

୬. ଭାରତରେ ଆଧାର କାର୍ଡର ବୈଧତା କେତେ ଦିନ ?

ଉତ୍ତର- ଲାଇଫ ଟାଇମ

୭. ବିଶ୍ଵର ସବୁଠାରୁ ବିଶାଳ ମନ୍ଦିରର ନାମ କଣ ?

ଉତ୍ତର- ଅଙ୍ଗକୋର ୱାଟ

୮. ବିଶ୍ଵର କେଉଁ ନଦୀର ପାଣି ଗରମ ଅଟେ ?

ଉତ୍ତର- ନୀଳ ନଦୀ

୯. କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର- ଅମୃତ ଭଣ୍ଡା

୧୦. ଭାରତର କେଉଁ ରାଜ୍ୟ ମହିଳା ମାନଙ୍କ ପାଇଁ ଅଧିକ ସୁରକ୍ଷିତ ଅଟେ ?

ଉତ୍ତର- ଗୋଆ

୧୧. କେଉଁ ଦେଶରେ ବରଫରୁ ବିଜୁଳି ପ୍ରସ୍ତୁତ କରାଯାଏ ?

ଉତ୍ତର- ଆମେରିକା

୧୨. କେଉଁ ପ୍ରାଣୀର ଶରୀରରେ ସବୁଠାରୁ କମ ହାଡ ଅଛି ?

ଉତ୍ତର- ମୂଷା

୧୩. କଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଟେ ?

ଉତ୍ତର- ଅଷ୍ଟ୍ରେଲିଆ

୧୪. ଦୁନିଆରେ କେତେ ପ୍ରତିଶତ ଲୋକ ବାମ ହାତର ବ୍ୟବହାର କରିଥାନ୍ତି ?

ଊତର- ୧୧ ପ୍ରତିଶତ

୧୫. ଗୋଟେ ନାରୀ ତାର ଜୀବନରେ କେତେ ଛୁଆ ଜନ୍ମ କରିପାରିବ ?

ଉତ୍ତର- ଅତିବେଶିରେ ୪୦ ଟି ।

୧୬. ଆକାଶରେ ଦେଖାଯାଉଥିବା ତାରାର କେତୋଟି ରଙ୍ଗ ଥାଏ ?

ଉତ୍ତର- ୩ ଟି

୧୭. ମଶାର ବୟସ କେତେ ଦିନ ହୋଇଥାଏ ?

ଉତ୍ତର- ୧୪ ରୁ ୫୬ ଦିନ

୧୮. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁ

୧୯. ତାହା କଣ ଅଟେ ଯାହା ବର୍ଷରେ ଥରେ ଆସେ, ମାସରେ ଦୁଇ ଥର ଆସେ, ସପ୍ତାହରେ ଚାରି ଥର ଆସେ ଏବଂ ଦିନରେ ଛଅ ଥର ଆସେ ?

ଉତ୍ତର- F ଶବ୍ଦ

ବର୍ଷରେ ଗୋଟିଏ ଥର February,

ମାସରେ ଦୁଇ ଥର First week, Fourth week

ଦିନରେ 6 ଥର Four, Five, Fourteen, Twenty Four

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *