ଓଡିଆ ଜୋକ୍ସ: ଶାଳି ନିଜ ଭିଣେଇ ସହିତ ଏକ ଟ୍ରେନ ରେ ଯାଉଥିଲା, ରାତିରେ ଅଚାନକ ଭିଣେଇ ପଚାରିଲା- କଣ ତୁ ଆଜି ରାତି ପାଇଁ ମୋ ସ୍ତ୍ରୀ ହେଇ ପାରିବୁ ? ଶାଳି ଲାଜେଇ ଯାଇ କହିଲା- ହଁ, ଯେମିତି ତୁମ ଇଚ୍ଛା ଭିଣେଇ- ତ ଚାଲ ଏବେ ତୋର…

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଏହି ଜୋକ୍ସକୁ ପଢିଲେ ଆପଣ ମାନେ ବହୁତ ହସିବେ । ଆପଣଙ୍କ ମନୋରଞ୍ଜନ ପାଇଁ ଆଜିଆମେ ଏହି ଜୋକ୍ସ ନେଇ ଆସିଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ- ହେଇଟି ଶୁଣୁଛ ଆଜି ଟିକେ ତମେ ବଗିଚାରେ ଫୁଲ ଗଛ ଲଗାଇ ଦେବ ?

ସ୍ଵାମୀ- ମୁ କଣ ତମକୁ ମାଳି ନଜର ଆସୁଛି ଯେ ବଗିଚାରେ ଗଛ ଲଗାଇବି

ସ୍ତ୍ରୀ- ଆଛା ହେଉ ତା ହେଲେ ତମେ ଟିକେ ଏହି କବାଟକୁ ଠିକ କରିଦିଅ

ସ୍ଵାମୀ- ମୁ କଣ ତମକୁ ବଢେଇ ନଜର ଆସୁଛି ଯେ କବାଟ ଠିକ କରିବି ।

ଏହାର କିଛି ସମୟ ପରେ ସ୍ଵାମୀ ଅଫିସ ଚାଲିଗଲା, ଅଫିସରୁ ଫେରି ସେ ଦେଖିଲା ବଗିଚାରେ ଗଛ ଲାଗି ଯାଇଛି ଓ କବାଟ ମଧ୍ୟ ଠିକ ହୋଇ ଯାଇଛି ।

ସ୍ଵାମୀ- ଆରେ ଏ ସବୁ କିଏ କରିଲା ?

ସ୍ତ୍ରୀ- ଆମ ପଡୋଶୀ ଘର ମିଶ୍ର ବାବୁ… ହେଲେ ସେ ଦୁଇଟି ସର୍ତ ରଖିଥିଲେ ଯେ ଏହା କରିବା ବଦଳରେ ତାଙ୍କୁ ଏକ ବର୍ଗର କିମ୍ବା ଏକ କିସ୍ ଦରକାର

ସ୍ଵାମୀ- ତମେ ନିଶ୍ଚୟ ତାକୁ ବର୍ଗର ଦେଇଥିବ

ସ୍ତ୍ରୀ- ତମକୁ କଣ ମୁ ବର୍ଗର ବେପାରୀ ପରିକା ଲାଗୁଛି, ସ୍ଵାମୀ ସଦମାରେ …

୨. ଦିନେ ସ୍ତ୍ରୀ ଆଇନା ସାମ୍ନାରେ ନିଜକୁ ଦେଖି କହିଲା, ମୁ ବର୍ତ୍ତମାନ କେତେ ଅସୁନ୍ଦର ଦେଖା ଯାଉଛି

ସେହି ସମୟରେ ତାର ସ୍ଵାମୀ ଆସି ପହଞ୍ଚିଲା, ନିଜକୁ ଆଶ୍ଵାସନା ଦେବା ପାଇଁ ସ୍ତ୍ରୀ କହିଲା…

ସ୍ତ୍ରୀ- ଆଜି ମୋର ମନ ବହୁତ ଖରାପ, ମୁ ଏତେ ମୋଟି ଓ ଅସୁନ୍ଦର ଦେଖାଯାଉଛି ।

ସ୍ଵାମୀ- ଆରେ ତମ ମୁଡକୁ ଠିକ କରିବା ପାଇଁ କୁହ ମୁ କଣ କରିବି ?

ସ୍ତ୍ରୀ- ତମେ ମୋର ଥରେ ପ୍ରଶଂସା କରଦିଅ

ସ୍ଵାମୀ- ଆରେ ତମେ କମାଲ ଅଟ, ଏତେ ବର୍ଷ ବୟସରେ ମଧ୍ୟ ତମ ଆଖିର କିରଣ ସତେଜ ଅଛି

୩. ଦିନେ ସ୍ଵାମୀ ଘରେ ଲେଟରେ ପହଞ୍ଚିଲା ।

ସ୍ତ୍ରୀ- କାହାକୁ ନେଇ ସିନେମା ଦେଖିବା ପାଇଁ ଯାଇଥିଲ, ଏତେ ଲେଟରେ ଫେରିଲ ?

ସ୍ଵାମୀ- ତମେ ସବୁବେଳେ ମୋ ଉପରେ ଡାଉଟ କରିଲ ।

ସ୍ତ୍ରୀ- ଆଉ ନହଲେ ୭ ରେ ଅଫିସରୁ ଆସିବା କଥା ତମେ ୧୦ ଟାରେ ଆସୁଛ, କଣ କରୁଥିଲ ଏତେ ସମୟ ?

ସ୍ଵାମୀ- ସେ କଥା କଣ କି… ଗୋଟେ ଲୋକର ୧୦୦୦ ଟଙ୍କା ହଜିଯାଇଥିଲା ।

ସ୍ତ୍ରୀ- ତା ହେଲେ ତମେ କଣ ଖୋଜୁଥିଲ ?

ସ୍ଵାମୀ- ନା ମୁ ତାର ୧୦୦୦ ଟଙ୍କା ଉପରେ ଗୋଡ ରଖି ଲୁଚାଇ ଦେଇ ଥିଲି ।

ସ୍ତ୍ରୀ- ଠିକ ଅଛି ଦିଅ ୧୦୦୦ ଟଙ୍କା… ସ୍ଵାମୀ ୧୦୦ ଟଙ୍କା ଦେଲା

ସ୍ତ୍ରୀ- ଏ କଣ ୧୦୦ ଟଙ୍କା ?

ସ୍ଵାମୀ- ମୁ ପରା ଟଙ୍କା ଲୁଚାଇବା ସମୟରେ ଏକ ଝିଅ ମତେ ଦେଖି ଦେଇଥିଲା,

ସେଥିପାଇଁ ମୁ ତାକୁ ସିନେମା ନେଇ ଦେଖାଇଲି,

ଗୋଟେ ଶସ୍ତା ହୋଟେଲ ରେ ନେଇ ଖୁଆଇଲି ଓ ମୋର ସ୍କୁଟରରେ ତାକୁ ଘରେ ଛାଡି ଆସିଲି

ମାତ୍ର ଆଉ ୧୦୦ ଟଙ୍କା ବଞ୍ଚିଥିଲା ତମେ ଗୁପୁଚୁପ ଖାଇବ ନିଅ ।

୪. ୧୯୮୦ – ଚଉଠି ରାତି ପୂର୍ବରୁ ନୂଆ ବୋହୁକୁ ତାର ସାଙ୍ଗମାନେ କହୁଥିଲେ କି

‘ଜମା ଚିଲେଇବୁ ନାହିଁ ସେ ଯାହା କରିବାକୁ ଚାହିଁବେ ତାକୁ କରିବାକୁ ଦେବୁ’

୨୦୨୦ – ଚଉଠି ରାତି ପୂର୍ବରୁ ନୂଆ ବୋହୁକୁ ସାଙ୍ଗମାନେ କୁହନ୍ତି କି

ଜୋରସେ ଚିଲେଇବୁ ଯାହା ଦ୍ଵାରା

ସେ ଜାଣିବ ଯିବ କି

ସେ ହିଁ ଓପନିଙ୍ଗ ବ୍ୟାଟ୍ସମ୍ୟାନ…

୫. ଶାଳି ନିଜ ଭିଣେଇ ସହିତ ଏକ ଟ୍ରେନ ରେ ଯାଉଥିଲା, ରାତିରେ ସେ ବହୁତ ସମୟ ପର୍ଯ୍ୟନ୍ତ ଭିଣେଇକୁ ନିଜ କଥା ଶୁଣଉ ଥିଲା

ସେହି ସମୟରେ ଅଚାନକ ଭିଣେଇ ପଚାରିଲା- କଣ ତୁ ଆଜି ରାତି ପାଇଁ ମୋ ସ୍ତ୍ରୀ ହେଇ ପାରିବୁ ?

ଶାଳି ଲାଜେଇ ଯାଇ କହିଲା- ହଁ, ଯେମିତି ତୁମ ଇଚ୍ଛା

ଭିଣେଇ- ତ ଚାଲ ଏବେ ତୋର

ବକବକ ବନ୍ଦ କର ଆଉ ଶୋଇପଡ

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *