ଓଡିଆ ଯୋକ୍ସ: ବାହାଘରର ପ୍ରଥମ ରାତିରେ ସ୍ତ୍ରୀ ର ଓଢଣା ଉଠାଇ ସ୍ଵାମୀ କହିଲା ସତ ସତ କହିବୁ ତୁ ଆଜି ପର୍ଯ୍ୟନ୍ତ କେତେ ଜଣଙ୍କ ସହିତ ସୋଇଛୁ, ସ୍ତ୍ରୀ- ଆବେ, ଢକ୍କନ…

ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥି ପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।

୧ – ଡାକ୍ତର – ତୁମେ ସକାଳେ କ୍ଲିନିକ ବାହାରେ ଛିଡା ହୋଇ

ସ୍ତ୍ରୀ ଲୋକ ମାନଙ୍କୁ କାହିଁକି ଦେଖୁ ଥାଅ ??

ବଣ୍ଟି – ଆପଣ ତ ଲେଖିଛନ୍ତି କି

ସ୍ତ୍ରୀ ଲୋକମାନଙ୍କୁ ଦେଖିବା ସମୟ

ସକାଳ ୯ ଟା ରୁ ୧୧ ଟା ପର୍ଯ୍ୟନ୍ତ…..

୨ – ସନ୍ତାର ପୁଅର ଆକ୍ସିଡେଣ୍ଟ ହୋଇଗଲା

ଡାକ୍ତର – ଆପଣଙ୍କ ପୁଅର ୨ ଟା ଗୋଡ କାଟିବାକୁ ପଡିବ

ସନ୍ତା ନିଜର ମୁଣ୍ଡକୁ ଧରି ନେଲା

ଡାକ୍ତର – କଣ ହେଲା ??

ସନ୍ତା – କାଲି ହିଁ ମୂର୍ଖକୁ ନୂଆ ଚପଲ ଦେଇଥିଲି…….

୩ – ଚିଣ୍ଟୁ ବହୁତ ବର୍ଷାରେ ଗୋଟିଏ ଡାକ୍ତର ପାଖକୁ ଗଲା

ଓ କହିଲା – ଘରେ ଚେକଅପ କରିବାକୁ ଗଲେ

ଆପଣ କେତେ ଟଙ୍କା ଫିସ ନିଅନ୍ତି

ଡାକ୍ତର – ୩୦୦ ଟଙ୍କା

ଚିଣ୍ଟୁ – ତେବେ ଜଲ୍ଦି ଚଲାନ୍ତୁ ଡାକ୍ତର

ଡାକ୍ତର କାର ବାହାର କରିଲା

ଆଉ ଦୁଇଜଣ ଚିଣ୍ଟୁର ଘରକୁ ପହଞ୍ଚି ଗଲେ

ଡାକ୍ତର – ରୋଗୀ କେଉଁଠି ??

ଚିଣ୍ଟୁ ହସି ହସି କହିଲା – ରୋଗୀ କେହି ନୁହନ୍ତି ଡାକ୍ତର

ରିକ୍ସା ବାଲା ଘରକୁ ଆସିବା ପାଇଁ ୫୦୦ ଟଙ୍କା ମାଗୁଥିଲା

ଆପଣ ୩୦୦ ଟଙ୍କାରେ ନେଇ ଆସିଲେ…….

୪ – ମୋତିଲାଲ ସେଠ ନିଜ ମୋଟପା କାରଣରୁ

ବିରକ୍ତ ହୋଇ ଡାକ୍ତର ପାଖକୁ ଗଲା

ସେଠ – ଡାକ୍ତର ଏହି ପେଟର ଚର୍ବିର କିଛି  କରନ୍ତୁ

ଡାକ୍ତର – ଏହାର କେବଳ ଗୋଟିଏ ହିଁ ଚିକିତ୍ସା ଅଛି

ସେଠ – ତାହା କଣ ଡାକ୍ତର ବାବୁ

ଡାକ୍ତର – ତୁମେ ସବୁବେଳେ ଦୁଇଟି ରୁଟି ଖାଅ

ଶେଠ – ଏହି ଦୁଇଟା ରୁଟି ଖାଇବା ଆଗରୁ ନ ଖାଇବା ପରେ ??……

୫ – ସନ୍ତା – ଡାକ୍ତର ବାବୁ

ମରିବା ପରେ ମୋର ନିଜ ମୁଣ୍ଡକୁ

ମୁଁ ଦାନ କରିବାକୁ ଚାହୁଁଛି

ଡାକ୍ତର – ଠିକ ଅଛି, ଯଦି ଥିବ ତେବେ ନେବୁ….

୬ – ପପୁ ରାତି ୨ ଟା ବେଳେ ଡାକ୍ତରକୁ ଫୋନ ଲଗେଇଲା

ଟ୍ରିଙ୍ଗ – ଟ୍ରିଙ୍ଗ॰॰॰ ଟ୍ରିଙ୍ଗ- ଟ୍ରିଙ୍ଗ॰॰॰

ପପୁ – ଡାକ୍ତର ବାବୁ, ମୋତେ ନିଦ ନ ଆସିବାର ରୋଗ ଅଛି

ଡାକ୍ତର – ତ ଶଳା ତୋ ରୋଗର ମୁଁ କଣ କରିବି

କମ ସେ କମ ମୋତେ ତ ଶୋଇବାକୁ ଦେ…..

୮ – ଡାକ୍ତର ନିଜ ସ୍ତ୍ରୀ ସହିତ ଆରାମରେ ଶୋଇଥିଲା

ସେତେବେଳେ ଗୋଟିଏ ଫୋନ ଆସିଲା

ପିଣ୍ଟୁ – ଡାକ୍ତର ବାବୁ ଆପଣ ଯେଉଁ ଔଷଧ ମୋତେ ଦେଇଥିଲେ

ସେଥିରେ ମୋର ବାନ୍ତି ତ ଭଲ ହୋଇଗାଲା

କିନ୍ତୁ ନିଶ୍ଵାସ ବହୁତ ଜୋରରେ ବଢି ଯାଇଛି

ଡାକ୍ତର – ରାଗିଜାଇ କହିଲେ ଚିନ୍ତା କାର ନାହିଁ

ସକାଳ ପର୍ଯ୍ୟନ୍ତ ସେ ବି ବନ୍ଦ ହୋଇଯିବ………

୯. ବାହାଘରର ପ୍ରଥମ ରାତିରେ

ସ୍ତ୍ରୀ ର ଓଢଣା ଉଠାଇ ସ୍ଵାମୀ କହିଲା

ସତ ସତ କହିବୁ ତୁ ଆଜି ପର୍ଯ୍ୟନ୍ତ

କେତେ ଜଣ ଲୋକଙ୍କ ସହିତ ସୋଇଛୁ,

ସ୍ତ୍ରୀ- ଆବେ, ଢକ୍କନ

କେବଳ ତୋ ସହିତ ହିଁ ଶୋଇଛି

ବାକି ସମସ୍ତଙ୍କ ସହିତ ତ ସାରା ରାତି ଚେଇଁଛି

Leave a Reply

Your email address will not be published. Required fields are marked *