ଓଡିଆ ହସକଥା: ଗୋଟିଏ ଲୋକ ବାବା ଜୀ ଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା ଓ…

ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସାନ୍ତା ଭଗବାନଙ୍କୁ ବହୁତ କଠୋର ତପସ୍ୟା କରୁଥିଲା, ଭଗବାନ ପ୍ରସନ୍ନ ହୋଇ ସାନ୍ତା ପାଖକୁ ଆସିଲେ ।

ଭଗବାନ- ପୁଅ ତମକୁ କଣ ବର ଦରକାର କୁହ ?

ସାନ୍ତା- ସିଷ୍ଟମରେ ଚାଲନ୍ତୁ ପ୍ରଭୁ… ପ୍ରଥମେ ତପସ୍ୟାକୁ ଭଙ୍ଗ କରିବା ପାଇଁ ଅପସରା ମାନେ ଆସନ୍ତି ସେମାନେ କୁଆଡେ ଗଲେ ପ୍ରଭୁ ?

୨. ମଣିଷ ଯେତେ ପାଠ ପଢିଥିଲେ ମଧ୍ୟ ଅଫିସର କବାଟରେ ଲେଖା ହୋଇଥିବା

PUSH ବା PULLକୁ ପଢି ସବୁବେଳେ ଭାବିଥାଏ, କବାଟକୁ ଠେଲା ଯିବ ନା ଟଣା ଯିବ ।

୩. ଶିକ୍ଷକ- ହୋମୱାର୍କ କାହିଁକି କରିନ ସାନ୍ତା ?

ସାନ୍ତା- ସାର ଲାଇନ ନଥିଲା ଘରେ ।

ଶିକ୍ଷକ- ତା ହେଲେ ମହମବତୀ ଜଳାଇ ଦେଇଥାନ୍ତୁ ।

ସାନ୍ତା- ସାର ମାର୍ଚିସ ନଥିଲା ।

ଶିକ୍ଷକ- କାହିଁକି ନଥିଲା ମାଚିସ ?

ସାନ୍ତା- ସାର ପୂଜା ଘରେ ଥିଲା ମାଚିସ ।

ଶିକ୍ଷକ- ତା ହେଲେ ସେଠାରୁ ନେଇ ଆସିଥାନ୍ତୁ ।

ସାନ୍ତା- ସାର ମୁ ଗାଧେଇ ନଥିଲି ।

ଶିକ୍ଷକ- କାହିଁକି ଗାଧେଇ ନଥିଲୁ ?

ସାନ୍ତା- ସାର ପାଣି ନଥିଲା ।

ଶିକ୍ଷକ- ପାଣି କାହିଁକି ନଥିଲା ?

ସାନ୍ତା- ସାର ମୋଟର ଚାଲୁ ନଥିଲା ।

ଶିକ୍ଷକ- ମୋଟର କାହିଁକି ଚାଲୁ ନଥିଲା ?

ସାନ୍ତା- ଆରେ ମୂର୍ଖ କହି ତ ଥିଲି ଲାଇନ ନଥିଲା ମୋଟର କେମିତି ଚାଲିବ ।

୪. ଝିଅ- ମୁ ତୁମ ପ୍ରେମରେ ଲୁଟିଗଲି, ବରବାଦ ହେଇଗଲି ଓ ବଦନାମ ମଧ୍ୟ ହୋଇଗଲି ।

ପପୁ- ଆରେ ମୁ କଣ ତୁମ ପ୍ରେମରେ କଲେକ୍ଟର ହେଇଯାଇଛି, ମୁ ବି ତ ପକୁଡି ବିକୁଛି ନା

୫. ସାନ୍ତାର ଝଗଡା ପଡୋଶୀ ଭାଉଜଙ୍କ ସହ ହୋଇଗଲା, ପଡୋଶୀ ଭାଉଜ କହିଲେ ଦମ ଅଛି ଯଦି ଏକା ଆସି ଦେଖା, ତାପରେ ଦେଖିବୁ ।

ସେବେ ଠାରୁ ସାନ୍ତାର ମନ ଠିକ ଲାଗୁନି, ସାନ୍ତା ଭାବୁଛି ସେଇଟା ଧମକ ଥିଲା ନା ଅଫର ।

୬. ବିବାହର ପ୍ରଥମ ରାତିରେ ସ୍ତ୍ରୀ ସ୍ଵାମୀ ପାଖକୁ ଯାଇ ନିଜ ବ୍ଳାଉଜକୁ ଖୋଲିଦେଲା ।

ସ୍ଵାମୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ କହିଲା- ଆରେ ତମେ ଆସୁ ଆସୁ କଣ ବ୍ଳାଉଜ ଖୋଲି ଦେଲ ?

ସ୍ତ୍ରୀ(ଲାଜରେ)-ତମ ଭାଉଜ କହିଥିଲେ, ନିଜ ସ୍ଵାମୀକୁ ଜଲ୍ଦି ଯାଇ ଦୁଗ୍ଧ ପିଆଇ ଦେବ ।

୭. ଗୋଟିଏ ଲୋକ ବାବା ଜୀଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା

ଓ ଚାକରାଣୀକୁ ବାହା ହେଇଗଲା

ସମ୍ପର୍କୀୟ ମାନେ ପଚାରିଲେ ତୁ ଏମିତି କାହିଁକି କଲୁ ?

ଲୋକଟି ଜବାବ ଦେଲା, ବାବା ଜି କହିଛନ୍ତି କି ମାୟା

କୁ ଛାଡିଦିଅ ଓ ଶାନ୍ତି ସହିତ ରୁହ !!

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *