ଫେମସ ଓଡିଆ ଅଭିନେତ୍ରୀ Lipi Mohapatra (ତାରିଣୀ) ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଅଇଦା ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଜଗତରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଲିପି ମହାପାତ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଲିପି ମହାପାତ୍ରଙ୍କୁ ଲୋକପ୍ରିୟ ଧାରାବାହିକ ‘ତାରା ତାରିଣୀ’ରେ ନିଶ୍ଚୟ ଦେଖିଥିବେ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଲିପି ମହାପାତ୍ରଙ୍କ ଜୀବନୀ ଓ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଲିପି ମହାପାତ୍ରଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ହେଲେ ତାଙ୍କ ପିତା ଥିଲେ ଜଣେ ଏସପି ଅଫିସର । ତାଙ୍କ ପିତା ଲିପିଙ୍କୁ ଆଇପିଏସ କରିବା ପାଇଁ ଚାହୁଁଥିଲେ । ହେଲେ ଲିପିଙ୍କ ମା ଚାହୁଁଥିଲେ ଲିପି ଏକ ବଲିଉଡ ଅଭିନେତ୍ରୀ ହୁଅନ୍ତୁ । ବନ୍ଧୁଗଣ ଲିପିଙ୍କୁ ପିଲା ଦିନରୁ ଡ୍ୟାନ୍ସ ଓ ଅଭିନୟ କରିବା ପାଇଁ ବହୁତ ଭଲ ଲାଗୁଥିଲା । ସେ ବରହମପୁର କଲେଜରେ ପାଠ ପଡିଥିଲେ ଓ ସେହି ସମୟରେ ମଧ୍ୟ ସେ କେତେକ ଆଲବମ ଗୀତରେ ଅଭିନୟ କରିଥିଲେ ।


ବନ୍ଧୁଗଣ ଲିପି ନିଜ ଅଭିନୟ କାରିୟରର ଆରମ୍ଭ ଓଡିଆ ଆଲ୍ବମ ଗୀତରୁ ଆରମ୍ଭ କରିଥିଲେ । ସେ ପାଖା ପାଖି ୩୦୦୦ଟି ଓଡିଆ ଆଲବମ ଗୀତ କରିଛନ୍ତି, ସେଥିପାଇଁ ତାଙ୍କୁ ଆଲବମ କ୍ଵିନ ମଧ୍ୟ କୁହାଯାଏ । କେତେକ ଆଲବମ ଗୀତରେ ଅଭିନୟ କରିବା ଦ୍ଵାରା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓମ ଶାନ୍ତି ଓମ’ ।


ବନ୍ଧୁଗଣ ତାଙ୍କର ଏହି ଫିଲ୍ମଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ସେ ‘ତୁ ମୋରି ପାଇଁ ଓ ବ୍ୟାଡ ଗାର୍ଲ’ ଆଦି ବହୁତ ଫିଲ୍ମରେ ଅଭିନୟ କରିଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଓଡିଆ ଫିଲ୍ମ ପରେ ସେ ଓଡିଆ ଧାରାବାହିକରେ ଡେବ୍ୟୁ କରିଥିଲେ । ବନ୍ଧୁଗଣ ସେ ଆମ ଓଡିଆ ଟିଭି ଜଗତର ବହୁତ ସିରିଏଲରେ ଅଭିନୟ କରିଛନ୍ତି ଓ ବର୍ତ୍ତମାନ ସେ ‘ତରା ତାରିଣୀ’ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ବିଷୟରେ ।

ବନ୍ଧୁଗଣ ଲିପି ମହାପାତ୍ରଙ୍କର ବରମପୁର ଓ ଭୁବନେଶ୍ବରରେ ଦୁଇଟି ବଡ ଆଲିଶାନ ଘର ଅଛି ଓ ଦୁଇଟି ଲକ୍ସରି କାର୍ସ ମଧ୍ୟ ସେ ରଖିଛନ୍ତି । ଲିପି ମହାପାତ୍ର କେତେକ ବ୍ରାଣ୍ଡକୁ ପ୍ରମୋଶନ ମଧ୍ୟ କରିଛନ୍ତି । ସେ ଗୋଟିଏ ଓଡିଆ ଫିଲ୍ମରେ କାମ କରିବା ପାଇଁ ୨ ରୁ ୩ ଲକ୍ଷ ତାଙ୍କର ଡିମାଣ୍ଡ କରିଥାନ୍ତି ଓ ଗୋଟେ ସିରିଏଲ ପାଇଁ ସେ ୪୦ ରୁ ୫୦ ଲକ୍ଷ ତାଙ୍କର ଡିମାଣ୍ଡ କରିଥାନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଲିପିଙ୍କର ମୋଟ ସମ୍ପତ୍ତି ହେଉଛି ଅଢେଇ ରୁ ତିନି ଲକ୍ଷ ଟଙ୍କା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *