ଟପ 10 ଓଡିଆ ହିରୋଇନ, ଯେଉଁମାନେ ମା’ ହେଲା ପରେ ସିରିଏଲ ରୁ ଦୂରେଇ ଯାଇ କିପରି ଓ କେଉଁଠି ଅଛନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଇଣ୍ଡଷ୍ଟ୍ରୀ ତଥା ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁମାନେ ବିବାହ ପରେ ମାଆ ହେବା ପରେ ଅଭିନୟ କ୍ଷେତ୍ର ରୁ ଦୁରେଇ ଯାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଫିଲ୍ମ ଅଥବା ସିରିଆଲ ରେ ଦେଖିବାକୁ ମିଳୁ ନାହିଁ । ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧. ପ୍ରିୟା- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ । ବର୍ତ୍ତମାନ ଏହି ଅଭିନେତ୍ରୀ ମାଆ ହେବା ପରେ ସଂପୂର୍ଣ୍ଣ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି ।

୨. ଉପାସନା- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉପାସନା । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ‘ମାନିନୀ’ ଧାରାବାହିକ ରେ ମୁଖ୍ୟ ଚରିତ୍ର ରୂପରେ ନିଶ୍ଚିତ ଭାବରେ ଦେଖିଥିବେ । ବର୍ତ୍ତମାନ ମାଆ ହେବା ପରେ ଉପାସନା ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି ଓ ନିଜ ପରିବାର ସହିତ ସମୟ ବିତାଉଛନ୍ତି ।

୩. ଇପ୍ସିତା- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଇପ୍ସିତା । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଆଲବମ୍ ଓ ଧାରାବାହିକ ରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ମାଆ ହେବା ପରେ ଏକ ପ୍ରକାର ଅଭିନୟ କ୍ଷେତ୍ରରୁ ଦୁରେଇ ଯାଇଛନ୍ତି ।

୪. ବିଦୁସ୍ମିତା- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ଏହି ଅଭିନେତ୍ରୀ ଙ୍କୁ ଆପଣ ଅନେକ ରିଆଲିଟି ସୋ ଓ ସିନେମା ରେ ଦେଖିଥିବେ । ବର୍ତ୍ତମାନ ମାଆ ହେବା ପରେ ବିଦୁସ୍ମିତା ନିଜ ଝିଅ ଙ୍କ ସହିତ ସମୟ ବିତାଉଛନ୍ତି ।

୫. ଆମେଲି- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆମେଲି । ଆମେଲି ଙ୍କୁ ଆପଣ ମାନେ ଅନେକ ଆଲବମ୍ ଓ ଫିଲ୍ମ ରେ ଦେଖିଥିବେ । ବିବାହ ପରେ ଏହି ଅଭିନେତ୍ରୀ ଅଭିନୟ ଦୁନିଆ ରୁ ଦୁରେଇ ଯାଇଥିଲେ ଏବଂ ବର୍ତ୍ତମାନ ତାଙ୍କର ଗୋଟିଏ ଛୋଟ ଝିଅ ଅଛି ।

୬. ରଚନା- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରଚନା ବ୍ୟାନର୍ଜି । ଏହି ଅଭିନେତ୍ରୀ ଙ୍କୁ ଅନେକ ସୁପରହିଟ ଫିଲ୍ମ ରେ ଦେଖିବାକୁ ମିଳିଛି । କିନ୍ତୁ ମାଆ ହେବା ପରେ ଏହି ଅଭିନେତ୍ରୀ ଅଭିନୟ କ୍ଷେତ୍ରରେ ଦୂରତା ରଖିଛନ୍ତି ।

୭. ଜ୍ୟୋତି- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ମାଆ ହେବା ପରେ ଏହି ଅଭିନେତ୍ରୀ ଙ୍କୁ ଫିଲ୍ମ ରେ ଦେଖିବାକୁ ମିଳୁନାହିଁ ।

୮. ମାମା ମିଶ୍ର- ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମାମା ମିଶ୍ର । ଆପଣ ମାନେ ତ ଜାଣିଥିବେ ଯେ ଏହି ଅଭିନେତ୍ରୀ ସିଦ୍ଧାନ୍ତ ଙ୍କୁ ବିବାହ କରିଛନ୍ତି । ବିବାହ ପରେ ମାଆ ହୋଇସାରିବା ପରେ ଅଭିନେତ୍ରୀ ମାମା ମିଶ୍ର ସମ୍ପୂର୍ଣ୍ଣ ଭାବରେ ଅଭିନୟ ଦୁନିଆ ରୁ ଦୂରରେ ଅଛନ୍ତି ।

୯. ମୋନାଲିସା- ବନ୍ଧୁଗଣ ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମୋନାଲିସା । ମୋନାଲିସା ଙ୍କୁ ଆପଣ ମାନେ ଅନେକ ଆଲବମ୍ ରେ ଦେଖିଥିବେ । ମାଆ ହେବା ପରେ ଏହି ଅଭିନେତ୍ରୀ କ୍ୟାମେରା ଠାରୁ ଦୂରରେ ରହୁଛନ୍ତି ।

୧୦. ଉତ୍ପଳା- ବନ୍ଧୁଗଣ ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି । ଏହି ଅଭିନେତ୍ରୀ ଙ୍କୁ ମଧ୍ୟ ଆପଣ ମାନେ ଅନେକ ଟିଭି ସୋ ଓ ଆଲବମ୍ ରେ ଦେଖିଥିବେ । ଉତ୍ପଳା ମଧ୍ୟ ମାଆ ହେବା ପରେ ଅଭିନୟ କ୍ଷେତ୍ର ତଥା କ୍ୟାମେରା ଠାରୁ ଦୂରରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *