ଓଡିଆ କାମେଡିଆନ Papu Pompom ଙ୍କ ପୁଅ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଯାହାଙ୍କ ଆଗରେ ବାବୁସାନ ଅମ୍ଳାନ ବି ଫିକା ପଡିଯିବେ !

ନମସ୍କାର ବନ୍ଧୁଗଣ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଦେଖିବାକୁ ଭଲ ମଧ୍ୟ ପାଆନ୍ତି । ତେବେ ଓଡ଼ିଶା ଏବଂ ଓଡ଼ିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ପପୁ ପମପମ ବାସ କରନ୍ତି । ତେବେ ସ ନିଜର ସୁନ୍ଦର ଅଭିନୟ ଏବଂ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ।

ତେବେ ସେ ନିଜ କମେଡି ମାଧ୍ୟମରେ ଲୋକ ମାନଂକୁ ହସାଇବା ରେ ସଫଳତା ମଧ୍ୟ ହୋଇ ପାରିଛନ୍ତି । ଏହା ସହିତ ଏଭଳି କୌଣସି ବ୍ୟକ୍ତି ନାହିଁ ଯେ ତାଙ୍କ ଅଭିନୟ ଦେଖି ନ ହସି ରହି ପାରିବ । ତାଙ୍କର ଅଭିନୟ ବାସ୍ତବରେ ଲୋକ ମାନଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥାଏ । ଏହା ସହିତ ପପୁ ପ୍ରଥମ ଓଡ଼ିଆ ହାସ୍ୟ ଅଭିନେତା ଯେ କି ମୁଖ୍ୟ ଚରିତ୍ର ରେ ମଧ୍ୟ ସିନେମା ରେ ଅଭିନୟ କରିଛନ୍ତି ।

ସେ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ସବୁ ସିନେମା ରେ ତାଙ୍କର ଅଭିନୟ ବହୁତ ଭଲ ହୋଇଥାଏ ଲୋକମାନେ ପସନ୍ଦ କରନ୍ତି ତାଙ୍କର ସବୁ ଚରିତ୍ର କୁ । ତେବେ ବର୍ତ୍ତମାନ ପପୁ ସିନେମା ଏବଂ ୟୁଟଯୁବ ରେ ଗୀତ ମଧ୍ୟ ଗାଇ ଏବଂ ମିୟୁଜିକ ଭିଡିଓ ମଧ୍ୟ ବନାଉ ଛନ୍ତି ଏବଂ ତାଦ୍ୱାରା ମଧ୍ୟ ସେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ କିଛି ସମୟ ତଳେ ତାଙ୍କ ଦେହ ଖୁବ ଅସୁସ୍ଥ ହୋଇ ପଡ଼ିଲା ଏବଂ ସେ ଲମ୍ବା ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇ ରହିଥିଲେ ।

ତେବେ ସେତେବେଳେ ତାଙ୍କ ପ୍ରଶଂସକ ମାନେ ବହୁତ ଦୁଃଖୀ ମଧ୍ୟ ହୋଇଥିଲେ କିନ୍ତୁ ସେ ସୁସ୍ଥ ହୋଇ ଫୁଣି ଥରେ ଏହି ଜଗତରେ ଏକଦମ ଦମଦାର ଏଣ୍ଟ୍ରି କରିଥିଲେ । ତେବେ ସେ ମଝିରେ ବହୁତ ଚର୍ଚ୍ଚିତ ଥିଲେ କାରଣ ସେ ଶ୍ରୀ ଜଗନ୍ନାଥ ଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ଯାହା ପାଇଁ ସେ ବହୁତ ଟ୍ରୋ-ଲ ମଧ୍ୟ ହୋଇଥିଲେ । ଏହା ଛଡା ଅନେକ ଲୋକଙ୍କ କ୍ରୋ-ଧ-ର ଶି-କା-ର ମଧ୍ୟ ହୋଇଥିଲେ । ତେବେ ସେ କ୍ଷମା ମାଗି ସବୁ ଠିକ କରିଦେଇଥିଲେ ।

ତେବେ ପପୁ ଙ୍କର ଦୁଇଟି ସନ୍ତାନ ରହିଛି ଜଣେ ପୁଅ ଏବଂ ଜଣେ ଝିଅ । ପୁଅ ର ବୟସ ୧୭ ଏବଂ ଝିଅ ର ବୟସ ୧୨ତେବେ ତାଙ୍କ ପୁଅ ଦେଖିବାକୁ ବହୁତ ଭଲ ଏବଂ ନମ୍ର ମଧ୍ୟ ତେବେ ସେ ଓଲିଉଡ ରେ ହିରୋ ହେବେ ବୋଲି କହିଛନ୍ତି । ଏହା ଛଡା ଝିଅ ବର୍ତ୍ତମାନ ପାଠ ପଢିବାରେ ମନ ଲଗାଉଛି । ତେବେ ଦେଖିବା କି ପପୁ ଙ୍କ ପୁଅ କେବେ ନିଜର ପ୍ରଥମ ସିନେମା ରେ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *