ଜାଣନ୍ତୁ ଓଡିଆ ଫିଲ୍ମ ଅଭିନେତା ବାବୁସାନ ମହାନ୍ତି ଭଉଣୀଙ୍କ ସହ କିପରି ପାଳନ କଲେ ରାକ୍ଷୀ ପୂର୍ଣ୍ଣିମା

ନମସ୍କାର ବନ୍ଧୁଗଣ ଗତ କାଲି ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଥିଲା । ଏହି ପର୍ବକୁ ସବୁ ସାଧାରଣ ମଣିଷଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନେ ମଧ୍ୟ ବହୁତ ଖୁସିରେ ପାଳନ କରିଥିଲେ । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଖୁସିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, ଓଲିଉଡ ଷ୍ଟାର ବାବୁସାନ ମହାନ୍ତି କିପରି ଏହି ପର୍ବକୁ ପାଳନ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତିଙ୍କୁ ତ ଜାଣି ଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବାବୁ ସାନ ହେଉଛନ୍ତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ । ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କର ବହୁତ ଲୋକପ୍ରିୟତା ରହିଛି । ଆଜି ଆମେ ଆପଣ ମାନଙ୍କୁ ବାବୁସାନ ମହାନ୍ତି କିପରି ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ ସେହି ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ।


ବାବୁସାନ ମହାନ୍ତିଙ୍କ ପିତା ମାତା ଦୁହେଁ ସୁପର ଷ୍ଟାର ହୋଇଥିଲେ ମଧ୍ୟ ବାବୁସାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଣିଥିଲେ ହର ପଟ୍ଟନାୟକ । ବାବୁସାନଙ୍କର ପ୍ରଥମ ଫିଲ୍ମ ‘ରୋମିଓ ଦ ଲଭର ବଏ’ ଥିଲା । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକା କରି ୨୦୦୯ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମ ପର ଠାରୁ ବାବୁସାନ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଥିଲେ । ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକ ପ୍ରିୟତା ବହୁତ ଅଧିକ । ଅଭିନୟ କରିବା ସହିତ ବାବୁସାନ ଗୀତ ମଧ୍ୟ ଗାଉ ଥିଲେ । ବାବୁସାନଙ୍କର ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି ।

ବନ୍ଧୁଗଣ ଗତ କାଲି ଯାଇଥିଲା ହିନ୍ଦୁଧର୍ମର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା । ବର୍ତ୍ତମାନ କରୋନା ଭାଇରସର ପ୍ରକୋପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନର କଟକଣା ରଖିଛନ୍ତି । ଯାହାଫଳରେ ବାବୁସାନ ନିଜ ଘରେ ରାକ୍ଷୀ ପର୍ବକୁ ପାଳନ କରିଛନ୍ତି । ସେ ତାଙ୍କ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧିଛନ୍ତି ଏବଂ ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରା ଯାଉଛି ଓ ଏହି ଫଟୋରେ ବହୁତ ଭଲ ଭଲ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ବନ୍ଧୁଗଣ ଏହିପରି ଭାବରେ ସୁପର ଷ୍ଟାର ବାବୁସାନ ମହାନ୍ତି ଗତ କାଲି ରାକ୍ଷୀ ପର୍ବକୁ ପାଳନ କରିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *