କେନ୍ଦ୍ର ସରକାରଙ୍କ ବଡ ଘୋଷଣା, October 31 ଯାଏ ବଢିଲା Guideline, ଦେଖନ୍ତୁ ମାଣିବାକୁ ହେବ କେଉଁ ସବୁ ନିୟମ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । କ-ରୋ-ନା ଲହରର କୋପ ବର୍ତ୍ତମାନ ପର୍ଯ୍ୟନ୍ତ ଥମି ନାହିଁ । ତେଣୁ କେନ୍ଦ୍ର ସରକାର ବର୍ତ୍ତମାନ ଏକ ନୂଆ ଗଇଦଲାଇନ ଜାରି କରିଛନ୍ତି । ବନ୍ଧୁଗଣ ପାର୍ବଣ ବେଳେ ଚାଲିବ ନାହିଁ ଢିଲାପଣ କୋଭିଡ ସଂକ୍ରମଣକୁ ଚେକ ଦେବା ପାଇଁ ଦେଶବ୍ୟାପୀ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପୁଣି କୋଭିଡ ଗାଇଡଲାଇନକୁ ବଢାଇଲେ କେନ୍ଦ୍ର ସରକାର ।

ଯଦି ବି ଦେଶରେ କରୋନାର ମୋଟ ସଂ-କ୍ର-ମ-ଣ ହାର କମୁଛି ହେଲେ କେରଳ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ । ଏହା ସହ ଏବେ ପୂଜା ପାର୍ବଣ ସମୟ ହୋଇଥିବାରୁ ଏହି ସମୟରେ ଅବହେଳା କରିଲେ ପୁଣି ସଂ-କ୍ର-ମ-ଣ ହାର ବଢିଯିବାର ସମ୍ଭାବନା ରହିଛି ।

ତେଣୁ କ-ରୋ-ନା ନିୟମ ଆଉ ଏକ ମାସ ପର୍ଯ୍ୟନ୍ତ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା । ପାର୍ବଣ ଏବଂ ଧାର୍ମିକ ଉତ୍ସବ ସମୟରେ ଲୋକଙ୍କ ଏକତ୍ରିକରଣ ହୋଇଥାଏ ତେଣୁ ଏହା ହେଲେ କ-ରୋ-ନା ସଂ-କ୍ର-ମ-ଣ ପୁଣି ବ୍ୟାପିଯିବ । ଏହାକୁ ରୋକିବା ପାଇଁ ଅଧିକ ଯତ୍ନବାନ ହେବା ସହ କଡା ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଗୃହ ସଚିବ ।

ଏହା ସହିତ ପୂର୍ବ ଭଳି ଜିଲ୍ଲା ପ୍ରଶାସନ ମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଭାବେ ସଂ-କ୍ର-ମ-ଣ ହାର ଏବଂ ମେଡିକାଲରେ କେମିତି ଚିକିତ୍ସା ହେଉଛି ତାହା ପରଖୁଛନ୍ତି ନା ନାହିଁ ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି । ବନ୍ଧୁଗଣ ଏହା ସହିତ ଟୀକା କାରଣ ଓ କ-ରୋ-ନା ଟେଷ୍ଟିଙ୍ଗ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ କହିଛନ୍ତି ଗୃହ ସଚିବ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ସରକାରଙ୍କ ଏହି ନୂଆ ଗାଇଡଲାଇନର ପାଳନ ନିଶ୍ଚୟ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *