‘ସରପଞ୍ଚ ମ୍ୟାଡାମଙ୍କୁ ନୁଙ୍ଗୁରା ଇଞ୍ଜିନିୟର କହୁଛି ଟିକେ ଭିଡିଓ କଲିଙ୍ଗ କର, ମୁଁ ତୁମକୁ…’ ଦେଖନ୍ତୁ ଏ ନେଇ କଣ କହିଲେ ସରପଞ୍ଚ ମ୍ୟାଡମ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମଦୁଆ ଜେଇ ଙ୍କର ଅସଭ୍ୟ ଆଚରଣ ଦେଖିବାକୁ ମିଳିଛି । ଜେଇ ଙ୍କର ଫେଭରାଇଟ ମଦ ହେଉଛି ବ୍ରାଣ୍ଡ ଲେବଲ । ବ୍ଲକ କାର୍ଯ୍ୟଳୟରେ ଚାଲିଥିଲା ପ୍ରାଇଭେଟ ବାର । ଏହା ସହିତ ମହିଳା ସରପଞ୍ଚଙ୍କୁ ରୁମକୁ ଡାକି କରିଲେ ଖରାପ ତଥା ଅସଦାଚରଣ । ବର୍ତ୍ତମାନ ମି-ଡି-ଆ କ୍ୟାମେରା ଆଗରେ ରେଡହ୍ୟାଣ୍ଡରେ ଧରା ପଡିଛନ୍ତି ଜେଇ । କେବଳ ଜେଇ ଚାକିରୀ କରିଦେଲେ କଣ ହେବ ? ତାକୁ ବ୍ୟବହାର ଜଣାନାହିଁ । କାହାକୁ କିଭଳି ବ୍ୟବହାର କରାଯାଏ ତାହା ମଧ୍ୟ ସେ ଜାଣିନାହାଁନ୍ତି ।

ଏହା ସହିତ ତାଙ୍କ ଭାଷାରୁ ଜଣାଯାଉଛି ଯେ ସେ ଆଦୌ ପାଠ ମଧ୍ୟ ପଢିନାହାଁନ୍ତି । ଯେତେକ ଖରାପ ଗୁଣ ସବୁ ସେ ଜେଇ ପାଖରେ ଖୁନ୍ଦି ହୋଇ ରହିଅଛି । ଦିନରାତି ମଦ୍ୟପାନ କରି ଅଫିସ ରେ ବସିବା ତାହାର ସବୁଦିନିଆ କାମ ଅଟେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜଣେ ମହିଳା ସରପଞ୍ଚ ଙ୍କୁ ସେ ଖାରାପ ଭାଷାରେ ଗାଳି ଦେବା ସୁଚନା ମିଳିଛି । ମହିଳା ସରପଞ୍ଚ ଏ ବାବଦରେ କହିଛନ୍ତି ଯେ ତାଙ୍କ ନାମ ଲିଙ୍ଗରାଜ ବେହେରା ଏବଂ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଥିଲେ ।

ସେ ମୋତେ ଏଭଳି ଭାଷା କହିଛନ୍ତି ଯେ ଯାହାକୁ ମୁଁ ତୁଣ୍ଡରେ ପ୍ରକାଶ କରି ପାରିବି ନାହିଁ । ପେଶାରେ ସେ ଜଣେ ଇଞ୍ଜିନିୟର ମାତ୍ର ପଦବୀ ରେ ସେ ଜଣେ ଜେଇ ଅଟନ୍ତି । ମାତ୍ର କଥାବାର୍ତ୍ତା ଏଭଳି ନିମ୍ନ ମାନର ଯେ ତାହା ଆଦୌ ଶିକ୍ଷିତ ବ୍ୟକ୍ତି ର ପରିଚୟ ଦେଉ ନାହିଁ । ଜେଇ ଙ୍କର ଚରିତ୍ର ବୋଲି କିଛି ନାହିଁ ତାଙ୍କ ଚରିତ୍ର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇସାରିଛି ।

ମହିଳା ସରପଞ୍ଚ କହିଛନ୍ତି ଯେ ମୁଁ ଜଣେ ମହିଳା ସରପଞ୍ଚ ଲୋକଙ୍କର ଦୁଃଖ ତଥା ସୁବିଧା ଅସୁବିଧା ବୁଝିବା ମୋର କାମ । ତେବେ ହରିହର ପଞ୍ଚାୟତ ନିକଟରେ ଥିବା ଲକ୍ଷ୍ମୀ ମଣ୍ଡପ ନିକଟରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତାର ଅଭିଯୋଗ ନେଇ ଲୋକ ମାନେ ସରପଞ୍ଚ ଙ୍କ ପାଖକୁ ଯାଇଥିଲେ । ଏ ସମ୍ବନ୍ଧରେ ଜାଣିବା ନିମନ୍ତେ ସେ ସୁକିନ୍ଦା ବ୍ଲକ ର ଜେଇ ଲିଙ୍ଗରାଜ ବେହେରା ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ । ମାତ୍ର ସେ ଜେଇ ମହିଳା ସରପଞ୍ଚ ଙ୍କୁ ଭିଡିଓ କଲ କରିବାକୁ କହିଲେ ଏହା ସହିତ ଅଫିସ କୁ ଯିବାକୁ କହିଲେ ।

ମାତ୍ର ସେଠାକୁ ଗଲା ପରେ ମହିଳା ସରପଞ୍ଚ ଦେଖିବାକୁ ପାଇଲେ ଯେ ଜେଇ ନିଜ ସରକାରୀ ଅଫିସର ମାନଙ୍କ ସହିତ ବସି ମଦ୍ୟପାନ କରୁଛନ୍ତି । ସରକାରୀ ଅଧ୍ୟକ୍ଷ ହୋଇ ଏଭଳି ନିଶା କରି ଖଟି କରିବା କେତେ ଦୂରେ ଉଚିତ ? ଏ ନେଇ ଥାନାରେ ଅଭିଯୋଗ କରି ମହିଳା ସରପଞ୍ଚ କହିଛନ୍ତି ଯେ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *