ନୂଆ ନୂଆ ବିବାହ କରିଥିବା Ollywood ର ଏହି 5 କପଲ ଙ୍କ ମଧ୍ୟରେ ଥିବା ବୟସ ଅନ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ଦିନ ହେବ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଓଲିଉଡ କପଲ୍ ମାନଙ୍କ ମଧ୍ୟରେ ଥିବା ବୟସ ସୀମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହରିହର ଓ ସ୍ଥିତା ପ୍ରଜ୍ଞାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ହରିହର ଓ ତାଙ୍କ ପତ୍ନୀ ସ୍ଥିତା ପ୍ରଜ୍ଞାନ । ଗତ କିଛି ଦିନ ତଳେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ନିଜ ବିବାହ ପାଇଁ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ହରିହର ସ୍ଥିତା ପ୍ରଜ୍ଞାନଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି ।

ଗୁନଗୁନ ଓ ଅଭିସ୍ମିତ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ନାୟିକା ଗୁନଗୁନ ଓ ତାଙ୍କ ସ୍ଵାମୀ ଅଭିସ୍ମିତ । ଗତ କିଛି ଦିନ ତଳେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବନ୍ଧୁଗଣ ଗୁନଗୁନଙ୍କ ବୟସ ୨୮ ବର୍ଷ ଥିବା ବେଳେ ଅଭିସ୍ମିତଙ୍କ ବୟସ ହେଉଛି ୩୪ ବର୍ଷ ଏମାନଙ୍କ ମଧ୍ୟରେ ୬ ବର୍ଷ ବୟସର ଅନ୍ତର ଅଛି ।

ପ୍ରଜ୍ଞାନ ଓ ସୁନନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ପ୍ରଜ୍ଞାନ ଓ ତାଙ୍କ ପତ୍ନୀ ସୁନନ୍ଦା । ସୁନନ୍ଦା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ଓ ଗତ କିଛି ଦିନ ତଳେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଦୁଇଜଣ ନିଜ ବିବାହ ପାଇଁ ବହୁତ ଚର୍ଚ୍ଚାରେ ରହୁଛନ୍ତି । ତେବେ ପ୍ରଜ୍ଞାନ ନିଜ ପତ୍ନୀ ସୁନନ୍ଦାଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ।

ବିଶ୍ବଭୂଷଣ ଓ ରୂପାଲି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିଶ୍ବଭୂଷଣ ଓ ଅଭିନେତ୍ରୀ ରୂପାଲି । ଗତ କିଛି ଦିନ ତଳେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଏହି ଦୁଇଜଣଙ୍କ ମଧ୍ୟରେ ୪ ବର୍ଷ ବୟସର ଅନ୍ତର ରହିଛି ଅର୍ଥାତ ବିଶ୍ବଭୂଷଣ ନିଜ ପତ୍ନୀ ରୂପାଲିଙ୍କ ଠାରୁ ୪ ବର୍ଷ ବଡ ଅଛନ୍ତି ।

ଈପ୍ସିତା ଓ କୁଲଦୀପ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଲିଉଡ ଗାୟକ କୁଲଦୀପ ଓ ଗାୟିକା ଈପ୍ସିତା । ଗତ କିଛି ଦିନ ତଳେ ଏହି ଦୁଇଟି ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଏହି ଦୁଇଜଣ ବହୁତ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି । ତେବେ ବନ୍ଧୁଗଣ କୁଲଦୀପ ନିଜ ପତ୍ନୀଙ୍କ ଠାରୁ ୧ ବର୍ଷ ବଡ ଅଛନ୍ତି ।

Leave a Reply

Your email address will not be published. Required fields are marked *