ନୂଆ ନୂଆ ମା’ ହୋଇଥିବା ଓଡିଆ ହିରୋଇନ, ଦେଖନ୍ତୁ କିଏ ଆପଣଙ୍କ ଫେବ୍ରେଟ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗତ କିଛି ମାସ ତଳେ ମା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ରାକେଶ ଓ ଜୁବି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ରାକେଶ ଓ ଅଭିନେତ୍ରୀ ଜୁବି । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ରାକେଶ ଓ ଜୁବି ପରସ୍ପରକୁ ସୁଟିଙ୍ଗ ସେଟରେ ପ୍ରେମ କରି ପରେ ବିବାହ କରିଥିଲେ । ଗତ କିଛି ଦିନ ତଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।

ସୁଭାସିସ ଓ ଆନିଶା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସୁଭାସିସ ଓ ଅଭିନେତ୍ରୀ ଆନିଶା । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଉଭୟ ପ୍ରେମ ବିବାହ କରିଥିଲେ ଓ ଗତ କିଛି ମାସ ତଳେ ଏହି ଦୁଇଜଣଙ୍କର ଏକ ଝିଅ ଜନ୍ମ ନେଇଛି ।

ଦୀପକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଦୀପକ । ଆପଣ ମାନେ ଦୀପକଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଦୀପକ ଗତ ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସମୟରେ ଦୀପକଙ୍କର ଏକ କୁନି ପୁଅ ଜନ୍ମ ନେଇଛି ।


ଚନ୍ଦନ ଓ ମାହି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ମାହି । ଉଭୟ ସୁଟିଙ୍ଗ ସେଟରେ ପରସ୍ପରକୁ ପ୍ରେମ କରି ପରେ ବିବାହ କରିଥିଲେ । ତେବେ ବନ୍ଧୁଗଣ ଗତ କିଛି ମାସ ତଳେ ତାଙ୍କର ଏକ କୁନି ଝିଅ ଜନ୍ମ ନେଇଥିଲା ଓ ଏବେ ତାଙ୍କ ଝିଅକୁ ଦେଢ ବର୍ଷ ହୋଇଛି ।

ବାବୁସାନ ଓ ଦୀପ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ବାବୁସାନ ମୋହାନ୍ତି ଓ ତାଙ୍କ ପତ୍ନୀ ଦୀପ୍ତି । ଆପଣ ମାନେ ସମସ୍ତେ ବାବୁସାନଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବାବୁସାନ ଓ ଦୀପ୍ତି ଗତ କିଛି ବର୍ଷ ତଳେ ବିବାହ କରିଥିଲେ । ଗତ କିଛି ମାସ ତଳେ ବାବୁସାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *