ଦେଖନ୍ତୁ Real Life ରେ କେମିତି ଦେଖାଯାଆନ୍ତି ନୂଆ ବୋହୂ ସିରିୟଲ ଆକ୍ଟର ମାନେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଇଥିବା ନୂଆବୋହୂ  ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଥିଲା । ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରିଥିଲେ । ତେବେ ବନ୍ଧୁଗଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଲୋପା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଲୋପା । ଅଭିନେତ୍ରୀ ଲୋପା ନୂଆବୋହୂ ସିରିଏଲରେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରି ଲୋକପ୍ରିୟତା ହାସଲ କରିଥିଲେ । ତେବେ ବନ୍ଧୁଗଣ ଲୋପା ନିଜ ରିଅଲ ଲାଇଫରେ ସଂପୂର୍ଣ୍ଣ ଅଲଗା ଦେଖାଯାନ୍ତି । ସେ ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଓ ସୁନ୍ଦର ଦେଖାଯାନ୍ତି ।

ପଦ୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପଦ୍ମା । ଆପଣ ମାନେ ସମସ୍ତେ ନୂଆବୋହୂ ସିରିଏଲରେ ପଦ୍ମାଙ୍କ ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଏକ ସଂସ୍କାରୀ ଲୁକ୍ ରେ ନଜର ଆସନ୍ତି ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଓ ଗ୍ଲେମରସ ନଜର ଆସନ୍ତି । ଆପଣ ମାନେ ଏହି ଫଟୋରେ ତାଙ୍କୁ ଦେଖିପାରୁ ଥିବେ ।

ରାଜେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ରାଜେନ୍ଦ୍ର । ରାଜେନ୍ଦ୍ର ଅନେକ ସିରିଏଲରେ ଅଭିନୟ କରିଛନ୍ତି । ହେଲେ ଏହି ସିରିଏଲରେ ତାଙ୍କ ଲୁକ୍ ବହୁତ ଭୟଙ୍କର ଥିଲା । ରିଅଲ ଲାଇଫରେ ରାଜେନ୍ଦ୍ର ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ ।

ବୈଶାଳୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବୈଶାଳୀ । ବୈଶାଳୀ ଏହି ସିରିଏଲରେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଆପଣ ମାନେ ତାଙ୍କ ରିଅଲ ଲୁକ୍ କୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ରିଅଲରେ ସେ ବହୁତ ଅଧିକ ସୁନ୍ଦର ଓ ଗ୍ଲେମରସ ନଜର ଆସନ୍ତି ।

ଜଗା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଜଗା । ଜଗା ଏହି ସିରିଏଲରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ ସେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରିଥିଲେ । ରିଅଲ ଲାଇଫରେ ଜଗା ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସନ୍ତି ।

ରାଧିକା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ରାଧିକା । ରାଧିକା ରିଅଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *