ନର୍ଥ କୋରିଆ (North Korea) ର ଏମିତି କିଛି ଗୁପ୍ତ କଥା ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ

ବନ୍ଧୁଗଣ ନର୍ଥ କୋରିଆ କଥା ଭାବିଲେ ଆପଣ ମାନଙ୍କୁ ଏହି ଦେଶର ରାଜା କିମ ଜୋଙ୍ଗ ଉନଙ୍କ କଥା ମନେ ପଡିଯାଉଥିବ । ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ରାଜା କିମ ଜୋଙ୍ଗ ଉନଙ୍କର ନିୟମ ଯଦି ସେଠାକାର ଲୋକମାନେ ମାନିବେ ନାହିଁ ତା ହେଲେ ରାଜା କିମ ଜୋଙ୍ଗ ଉନ ସେମାନଙ୍କୁ ଏମିତି ଦଣ୍ଡ ଦିଏ ଯାହାର କଳ୍ପନା ଅନ୍ୟ ଦେଶର ନେତା ମାନେ ତାଙ୍କ ସ୍ଵପ୍ନରେ ବି କରି ନଥିବେ । ବନ୍ଧୁଗଣ ନର୍ଥ କୋରିଆରେ କେହି ଛୋଟ ଭୁଲ କରନ୍ତୁ ବା ବଡ ଭୁଲ ସେମାନଙ୍କର ଦଣ୍ଡ ମୃ-ତ୍ୟୁ ହୋଇଥାଏ ।

ତେବେ ନର୍ଥ କୋରିଆ ସହ ଜଡିତ କିଛି ଏପରି ଗୁପ୍ତ କଥା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଆପଣ ମାନେ ନର୍ଥ କୋରିଆରେ ନ୍ୟୁଜ ପେପର ପଢି ରାସ୍ତାରେ ଫିଙ୍ଗି ପାରିବେ ନାହିଁ କାରଣ ସେହି ନ୍ୟୁଜ ପେପରରେ ରାଜା କିମ ଜୋଙ୍ଗ ଉନର ଫଟୋ ଥାଏ । ଯଦି ଆପଣ ନ୍ୟୁଜ ପେପରକୁ କୌଣସି ଅଳିଆ ଗଦାରେ ପକାଇ ଦେବେ ତା ହେଲେ ଆପଣଙ୍କୁ ଗୁଉଳି ମରାଆ ଯିବ ।

୨. ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକ ଧୂମ୍ରରପାଆନ କରି ସିଗାଆରେଟକୁ ତଳେ ଫିଙ୍ଗି ଦିଅନ୍ତି ହେଲେ ଯଦି ଆପଣ ନର୍ଥ କୋରିଆରେ ଧୂମ୍ରରପାଆନ କରି ସିଗାଆରେଟକୁ ରାସ୍ତା ତଳେ ଫିଙ୍ଗି ଦେବେ ତା ହେଲେ ଆପଣଙ୍କୁ ୮ ବର୍ଷର ଜେଲ ଦଣ୍ଡ ହେବ ।

୩. ବନ୍ଧୁଗଣ ଅନ୍ୟ ଦେଶର ଲୋକମନେ ନର୍ଥ କୋରିଆକୁ ବୁଲିବାକୁ ଯିବା ପାଇଁ ଭୟ କରନ୍ତି । କାରଣ ୧୧ ଜୁଲାଇ ୨୦୦୮ରେ ଜଣେ ୫୩ ବର୍ଷୀୟ ମହିଳା ନର୍ଥ କୋରିଆକୁ ବୁଲିବା ପାଇଁ ଯାଇଥିଲା । ମହିଳା ବୁଲିବା ବେଳେ ଭୁଲ ସେ ଆର୍ମି ରେଷ୍ଟ୍ରିକେଟ ଜୋନ ଭିତରକୁ ଚାଲି ଯାଇଥିଲା । ସେହି ସ୍ଥାନରେ ମହିଳାଙ୍କୁ ଗୁଉଳି ମରାଆ ହୋଇଥିଲା ।

୪. ବନ୍ଧୁଗଣ ଆମେରିକାର ଜଣେ ୨୧ ବର୍ଷ ଛାତ୍ର ନର୍ଥ କୋରିଆ ବୁଲିବାକୁ ଯାଇଥିଲା ସେଠି ସେ ଗୋଟେ ଛୋଟ ଭୁଲ ପାଇଁ ସେ ନିଜର ଜୀବନ ହରାଇ ଥିଲା । ବନ୍ଧୁଗଣ ଏହି ଛାତ୍ର ଜଣକ ନିଜ ସାଙ୍ଗ ମାନଙ୍କୁ ଇମ୍ପ୍ରେସ କରିବା ପାଇଁ ନର୍ଥ କୋରିଆ ରାଜଧାନୀରେ ଥିବା ଏକ ହୋଟେଲ ଭିତରୁ ଏକ ପଲିଟିକାଲ ପୋଷ୍ଟରକୁ ଚିରି ଆଣିଥିଲା । ମାତ୍ର ଏହି ଗୋଟିଏ ଭୁଲ ପାଇଁ ତାକୁ ୧୫ ବର୍ଷ ଜେଲ ଦଣ୍ଡ ହେଲା ।

ବନ୍ଧୁଗଣ ଜେଲରେ ସେହି ଛାତ୍ର ସହ ଏମିତି କିଛି ହେଲା ଯାହାଦ୍ୱାରା ତାର ବ୍ରେନ ଡାମେଜ ହୋଇଥିଲା ଯାହାଫଳରେ ତାର ମୃତ୍ୟୁ ହୋଇଗଲା । ତା ହେଲେ ବନ୍ଧୁଗଣ ନର୍ଥ କୋରିଆର ଏହି ସବୁ ଗୁପ୍ତ କଥା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *