ନିଜର ନୁହେଁ ବରଂ ନିଜ ଧରମ ମା’ ଙ୍କ ପାଇଁ ନିଜ ଜୀବନ ବି ଦେଇ ପାରନ୍ତି Bollywood ର ଏହି ଷ୍ଟାରମାନେ, 3 ନମ୍ବର ଯୋଡି ତ ରୁହନ୍ତି ପୁରା ସାଙ୍ଗ ଭଳି

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ମା ଏପତି ଏକ ଶବ୍ଦ ହୋଇଥାଏ ଯାହାକି ସବୁ ଜୀବନର ସମସ୍ତ ସମସ୍ୟା କୁ ଦୁର କରିଥାଇ ପାରେ । ମା ବିନା ସମଗ୍ର ଦୁନିଆ ଖାଲି ଖାଲି ଲାଗିଥାଏ । ମା ଶବ୍ଦ ଶୁଣିବା ଦ୍ୱାରା ଜଣେ ନାରୀ ବହୁତ ଖୁସି ହୋଇଥାଏ । ଯେତେବେଳେ ଜଣେ ନାରୀ ଜୀବନରେ ପ୍ରଥମ ଥର ପାଇଁ ମା ଡାକ ଶୁଣିଥାଏ ସେ ତା ଜୀବନର ସମସ୍ତ ଖୁସି ଏକାଠି ପାଇଲା ପରି ଅନୁଭବ କରିଥାଏ । ମା ଶବ୍ଦ ଶୁଣିବା ଦ୍ୱାରା ଜଣେ ନାରୀର ସମସ୍ତ ଦୁଃଖ ଯନ୍ତ୍ରଣା ରୁ ମୁକ୍ତି ପାଇଥାଏ । ମା ଶବ୍ଦ ଦୁନିଆ ର ସବୁଠୁ ବଡ଼ ଶବ୍ଦ ହୋଇଥାଏ । ଅସୁବିଧା ସମୟରେ ପାଖରେ କେହି ନ ଥିଲେ ମଧ୍ୟ ଜଣେ ମା କେବେ ମଧ୍ୟ ନିଜ ସନ୍ତାନ ର ସାଥ ଛାଡି ନ ଥାଏ ।

ସେ ସବୁବେଳେ ନିଜ ସନ୍ତାନର ପାଖେ ପାଖେ ରହିଥାଏ । ଜଣେ ମା ନିଜ ସନ୍ତାନ କୁ ଛାଡି କରି ଗୋଟେ ମୁହୂର୍ତ୍ତ ମଧ୍ୟ ଶାନ୍ତିରେ ରହି ପାରେ ନାହିଁ । କିନ୍ତୁ ପୁରାତନ କାଳରୁ ଗୋଟେ ପ୍ରଥା ଚାଲିଆସିଛି ଯେ ଧରମ ମା ମାନେ ସନ୍ତାନ କୁ ବିଲକୁଲ ବି ଭଲ ପାଇ ନ ଥାନ୍ତି । ସବୁ ବେଳେ ଘୃଣା କରିଥାନ୍ତି ।

ବଲିଉଡର ଠାରୁ ନେଇ ଓଲିଉଡ ସବୁଠାରେ ଧରମ ମା କୁ ନେଇ ଏହି ପରି ଚିତ୍ର ପ୍ରଦର୍ଶିତ ହୋଇଛି । କିନ୍ତୁ ଏହା ବାସ୍ତବରେ ସତ୍ୟ ହୋଇ ନ ଥାଏ । ଧରମ ମା ହେଲେ ମଧ୍ୟ ସେ ମା ହୋଇଥାଏ । ସେ ନିଜ ସନ୍ତାନକୁ ସେହିଭଳି ଭଲ ପାଇଥାଏ ଯେପରି ନିଜ ମା ସନ୍ତାନ ଙ୍କୁ ଭଲ ପାଇଥାଏ ।

ବଲିଉଡରେ ମଧ୍ୟ ଏପରି କିଛି ଫିଲ୍ମ ଅଛି ଯେଉଁଥିରେ ସନ୍ତାନ ତା ଧରମ ମା କୁ ବହୁତ ଭଲ ପାଇଥାଏ ଏବଂ ତା ମା ମଧ୍ୟ ନିଜ ପିଲା ଭଳି ସ୍ନେହ କରିଥାଏ । କେବଳ ଫିଲ୍ମ ରେ ନୁହେଁ ଅସଲ ଜୀବନରେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଥାଏ । ଏପରି କିଛି ବଲିଉଡର ତାରକା ଅଛନ୍ତି ଯେଉଁମାନେ ନିଜ ମା ନୁହେଁ ବରଂ ତାଙ୍କ ଧରମ ମା ଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ତାରକା ମାନେ ନିଜ ଧରମ ମା ପାଇଁ ଜୀବନ ଦେବା ପାଇଁ ମଧ୍ୟ ପଛାଇ ନ ଥାନ୍ତି ।

ବାସ୍ତବ ରେ ନିଜ ମା ଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି ବଲିଉଡର ଏହି ତାରକା ମାନେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ପରି କିଛି ତାରକା ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବାସ୍ତବରେ ନିଜ ମା ଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପରି ଅନେକ ତାରକା ମାନଙ୍କ ବିଷୟରେ ।

୧.ପ୍ରଥମେ ଆମେ କଥା ହେବା ସାହିଦ କପୁର ଏବଂ ସୁପ୍ରିୟା ପାଠକ ଙ୍କ ବିଷୟରେ । ତାଙ୍କ ପିତା ଦୁଇ ଥର ବିବାହ କରିଥିଲେ । ସାହିଦ ତାଙ୍କ ପ୍ରଥମ ପତ୍ନୀ ନିଳିମା ଆଜମ ଙ୍କ ର ପୁତ୍ର ଅଟନ୍ତି । ଏହା ପରେ ତାଙ୍କ ପିତା ସୁପ୍ରିୟା ଙ୍କୁ ବିବାହ କରିଥିଲେ । ଏହା ପରେ ମଧ୍ୟ ସାହିଦ ଏବଂ ସୁପ୍ରିୟା ଙ୍କର ସମ୍ପର୍କ ବହୁତ ଭଲ ଥିଲା । ବିଭିନ୍ନ ପାର୍ଟି ରେ ଏମାନଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥାନ୍ତି ।

୨.ଦ୍ଵିତୀୟ ରେ ଆଲୋଚନା କରିବା ଇରା ଖାନ ଓ କିରଣ ରାଓ ଙ୍କ ବିଷୟରେ । ଅମୀର ଖାନ ପ୍ରଥମେ ରୀନା କପୁର ଙ୍କୁ ବିବାହ କରିଥିଲେ ଏହା ପରେ ସେ ଦ୍ଵିତୀୟ ଥର କିରଣ ରାଓ ଙ୍କୁ ବିବାହ କରିଥିଲେ । ଇରା ଖାନ ତାଙ୍କର ପ୍ରଥମ ପତ୍ନୀ ଙ୍କ ପୁତ୍ରୀ ଅଟନ୍ତି । କିନ୍ତୁ ଇରା ଖାନ ଓ କିରଣ ରାଓ ଙ୍କ ସମ୍ପର୍କ ବହୁତ ଭଲ ରହିଛି । ଏମାନେ ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଆନ୍ତି ।

୩.ତୃତୀୟ ରେ ଆଲୋଚନା କରିବା ସାରା ଅଲ୍ଲୀ ଖାନ ଓ କରିନା କପୁରଙ୍କ ବିଷୟରେ । ବଲିଉଡର ନବାଵ ସେଫ ଅଲ୍ଲୀ ଖାନ ଙ୍କ ର ପ୍ରଥମ ସ୍ତ୍ରୀ ଅମୃତା ସିଂହ ଙ୍କ ର ଝିଅ ହେଉଛନ୍ତି ସାରା ଅଲ୍ଲୀ ଖାନ । ଅମୃତା ଙ୍କୁ ଛାଡପତ୍ର ଦେବା ପରେ ସେ ବଲିଉଡର ବେଵୋ କରିନା କପୁର ଙ୍କୁ ବିବାହ କରିଥିଲେ । ଏତେ ଘଟଣା ସତ୍ତ୍ୱେ ମଧ୍ୟ ସାରା ଓ କରିନା ଦୁଇ ଜଣ ପରସ୍ପର କୁ ବହୁତ ଭଲ ପାଆନ୍ତି । ଏମାନେ ଦୁଇ ଜଣ ଦୁଇ ସାଙ୍ଗ ଭଳି ରହିଥାନ୍ତି । ଦୁଇ ଜଣଙ୍କୁ ଅନେକ ଥର ଏକ ସହିତ ପାର୍ଟି ମାନଙ୍କରେ ଦେଖିବାକୁ ମିଳିଛି । ଏମାନେ ଦୁଇଜଣ ଦୁଇଜଣ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ମଧ୍ୟରେ ସବୁ କଥା ସେୟାର କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *