‘ନିଜକୁ ଡାକ୍ତର କହୁଛ, ଖରାପ ଲାଗୁନି, ତୁମେ ତ…’ ଡାକ୍ତର Sumit ଙ୍କୁ ଝାଡ଼ିଦେଲେ ସଙ୍ଗୀତା, ଖୋଲିଦେଲେ ସୁମିତଙ୍କ ଭିଡିଓ ଗୁମର, ଦେଖନ୍ତୁ Video

ବନ୍ଧୁଗଣ, ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ର ବିଷୟ ପାଲଟି ସାରିଛି । ସମସ୍ତ ପରିସ୍ଥିତି ଏବଂ ସୁମିତ ଙ୍କ ଭିଡିଓ ସୋସିଆଲ ମିଡିଆ ରେ ଘୁରି ବୁଲିବା ପରେ ବର୍ତ୍ତମାନ ସଙ୍ଗୀତା ନାମକ ମହିଳା ଡାକ୍ତର ସୁମିତ ଙ୍କ ଉପରେ ବର୍ଷିଛନ୍ତି । ଆସନ୍ତୁ ଜାଣିବା ସେ କଣ କହିଛନ୍ତି ? ସଙ୍ଗୀତା କହିଛନ୍ତି ଯେ, ସୁମିତ ଏବଂ ତପସ୍ଵିନୀ ଙ୍କ ମମାଲା କୁ ନେଇ ମୁଁ ନିଜର ମତାମତ ଦେବାକୁ ଚାହୁଁଛି । ଆପଣ ମାନେ କିଛି ଦିନ ହେବ ଦିଖିଥିବେ ଏହି ମାମଲା ଟି ବହୁତ ଭାଇରାଲ ହେବାକୁ ଲାଗିଛି ।

ଆଜି ମୁଁ କିନ୍ତୁ କିଛି ଅଲଗା ଜିନିଷ ଦେଖିଲି ଯେ ଡାକ୍ତର ସୁମିତ ପ୍ରଥମ ଥର ପାଇଁ ଲାଇଭ ଆସି,ଅଡିଓ ନ କରି ଭିଡିଓ ବନାଇ ଛାଡିଛନ୍ତି । ସେ ତପସ୍ଵିନୀ ଦାସ ଙ୍କୁ କହୁଛନ୍ତି ଯେ ସେ ଏତେ ଡ୍ରାମା କାହିଁକି କରୁଛନ୍ତି ? ଆମ୍ଭ ଫ୍ୟାମିଲି କୁ ଆଉ କେତେ ବରବାଦ କରିବେ ? ଆମ ପର୍ଶନାଲ ପ୍ରୋପୋଟି କୁ ଭାଙ୍ଗିଦେଲେ । ଏବଂ ପ୍ରମିଳା ମା ଯେ କି ତପସ୍ଵିନୀ କୁ ହେଲ୍ପ କରୁଛନ୍ତି ତାଙ୍କୁ ମଧ୍ୟ ଆକ୍ଷେପ କରି କହିଛନ୍ତି ଯେ ତାଙ୍କ ଫ୍ୟାମିଲି ରେ କଣ ପାଇଁ ଇଣ୍ଟରଫାଏର କରୁଛନ୍ତି ?

ତଥା ତାଙ୍କର ସେଥିରେ କଣ ଇଣ୍ଟରେଷ୍ଟ ଅଛି ? ମାତ୍ର ମୁଁ ଆପଣଙ୍କୁ ଡାକ୍ତର ସୁମିତ କହିବାକୁ ଚାହୁଁଅଛି ଯେ, ପ୍ରଥମେ ଆପଣ ଜାଣନ୍ତୁ ଯେ ଆପଣ କଣ କରିଛନ୍ତି ? ଦ୍ଵିତୀୟରେ ଆପଣ ଆଜି ପର୍ଯ୍ୟନ୍ତ କୌଣସି ଭିଡିଓ କ୍ଲିପ କଣ ପାଇଁ ଛାଡି ପାରୁ ନଥିଲେ ସୋସିଆଲ ମିଡିଆରେ ? ଆଜି ପର୍ଯ୍ୟନ୍ତ ଆପଣଙ୍କର ଏତେ ସାରା ଭିଡିଓ କଣ ପାଇଁ ଆସିନଥିଲା ? ଆପଣ କେବେ ମଧ୍ୟ ଆପଣଙ୍କ ସ୍ତ୍ରୀ ସହିତ କାହିଁକି ସାମ୍ନା କୁ ଆସି କଥା ହେଇ ପାରୁ ନାହାଁନ୍ତି ।

ଏହିସବୁ ଜିନିଷ ଦେଖିଲା ପରେ ଡାକ୍ତର ସୁମିତ ଆପଣଙ୍କୁ ଡାକ୍ତର କହହିବାକୁ ଲଜ୍ୟା ଲାଗୁଅଛି । ଆପଣ ଜଣେ ଡାକ୍ତର ରୋଗୀ କୁ ଚିକିତ୍ସ୍ୟା କରୁଛନ୍ତି । କିନ୍ତୁ ଏଠି ଆପଣଙ୍କ ନିଜ ସ୍ତ୍ରୀ ଲାଷ୍ଟ ୧ମାସ ହେଲାଣି ଆପଣଙ୍କ ଗେଟ ର ସାମ୍ନା ରେ ବସିଛି, ଧାରଣା ଦେଇଛି ମାତ୍ର ଆପଣଙ୍କୁ ଟିକେ ମଧ୍ୟ ଫରକ ପଡୁନାହିଁ । ଆଜି ଆପଣ କହୁଛନ୍ତି ଯେ ଆପଣଙ୍କ ଜେଜେମା ବିମାର ଅଛନ୍ତି । କିମ୍ବା ଆପଣଙ୍କ ମା’ ଙ୍କ ଦେହ ବହୁତ ଖରାପ ଅଛି ।

ହାର୍ଟ ପେସେଣ୍ଟ କେତେବେଳେ ହସ୍ପିଟାଲକୁ ମଧ୍ୟ ନେବାକୁ ହେବ । ମାତ୍ର ମତେ ଗୋଟେ କଥା କୁହନ୍ତୁ ଡାକ୍ତର ସୁମିତ ଆପଣଙ୍କୁ କଣ ଦେଖାଯାଉନି ? ଯେଉଁ ଝିଅ କୁ ଆପଣ ରେଜିଷ୍ଟ୍ରି ମ୍ୟାରେଜ କରିକି ଆଣିଥିଲେ, ଆଜିକା ଡେଟ ରେ ମଧ୍ୟ ସେଇ ଝିଅ ଆପଣଙ୍କୁ ଗେଟ ବାହାରେ ଆପଣଙ୍କୁ ଅପେକ୍ଷା କରିଛି । ଆପଣଙ୍କ ଚିନ୍ତାଧାରା ସେତେବେଳେ କୁଆଡେ ଯାଇଥିଲା ଯେତେବେଳେ ଆପଣ ତାଙ୍କୁ ବିବାହ କରିଥିଲେ ? ଆପଣ ନିଜ ଫ୍ୟାମିଲି ର ମତାମତ ସେତେବେଳେ କାହିଁକି ନେଇ ନଥିଲେ ?

ଦ୍ଵିତୀୟରେ ମୁଁ କାଲି ଗୋଟିଏ ଭିଡିଓ ଦେଖିଲି ଯାହା ମତେ ବହୁତ କଷ୍ଟ ଦେଲା, ଯେଉଁଥିରେ ତପସ୍ଵିନୀ ଟ୍ରିଟମେଣ୍ଟ ହେଉଛନ୍ତି ଡାକ୍ତର ସୁମିତ ତାଙ୍କ ପାଖରେ ବସି ଚିକିତ୍ସ୍ୟା କରୁଛନ୍ତି, ମାତ୍ର ମତେ ଗୋଟେ କଥା କୁହନ୍ତୁ ଯାହା ମଧ୍ୟ ଆପଣ ମାନଙ୍କ ମଧ୍ୟରେ ପ୍ରୋବ୍ଲେମ ହେଇଛି, ମାତ୍ର ମୁଁ ଗୋଟେ କଥା କହିବି ଯେତେବେଳେ ଆପଣ ତାଙ୍କ ସହିତ ଥିଲେ, ସେତେବେଳେ କଣ ପାଇଁ ମିଡିଆ କୁ ଏତେ ସାରା ପ୍ରୋବ୍ଲେମ ନେଇ ଆସି ନଥିଲେ ?

ଆପଣ କହୁଛନ୍ତି ସେ ୮ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ମାତ୍ର କୌଣସି ଝିଅ ପାଇଁ ୮ ଲକ୍ଷ ଟଙ୍କା ବଡ ନୁହେଁ । ମାତ୍ର ଏହି ୮ ଲକ୍ଷ ଟଙ୍କା ଆଗରେ ସେ ନିଜ ସ୍ଵାମୀ ସହିତ ରହିବାକୁ ଚାହୁଁଛନ୍ତି ବୋଲି ଡିମାଣ୍ଡ କରିଛନ୍ତି । ବନ୍ଧୁଗଣ ଏହିଭଳି ନାନା ପ୍ରଶ୍ନ ସଙ୍ଗୀତା ପଚାରିଛନ୍ତି ଡାକ୍ତର ସୁମିତ ଙ୍କୁ । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *