TV ର ଏହି ଫେମସ Actress ଙ୍କୁ ହେଲା ନିଜ ଠାରୁ କମ ବୟସର Actror ଙ୍କ ସହିତ ପ୍ରେମ ଓ କରିନେଲେ ବିବାହ, 4 ନମ୍ବର Actress ତ ତାଙ୍କ ସ୍ଵାମୀଙ୍କ ଠାରୁ ସବୁଠୁ ଅଧିକ ବଡ

ଫିଲ୍ମ ଦୁନିଆର କାଳାକାର ମାନେ ସେମାନଙ୍କ ଫିଲ୍ମ ବ୍ୟତୀତ ସେମାନଙ୍କର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାନ୍ତି । ବହୁତ ଥର ସେମାନଙ୍କର ପ୍ରେମ ସମ୍ପର୍କକୁ ନେଇ ବହୁତ ହଙ୍ଗାମା ହୋଇଥାଏ । କିନ୍ତୁ ସେମାନେ ସେମାନଙ୍କର ପ୍ରେମ ସମ୍ପର୍କକୁ ନେଇ ସବୁବଳେ ଲୁଚେଇ ରଖିଥାନ୍ତି । ସେହିପରି କିଛି ଟିଭି ଆକ୍ଟ୍ରେସ ମାନେ ସେମାନଙ୍କ ଠାରୁ ବୟସରେ ସାନ ଅଭିନେତା ମାନଙ୍କ ସହିତ ବିବାହ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଟିଭି ଆକ୍ଟ୍ରେସ ମାନଙ୍କ ବିଷୟରେ ଯେଉଁମାନେ ସେମାନଙ୍କ ଠାରୁ କମ ବୟସର ଅଭିନେତା ମାନଙ୍କୁ ବାହା ହୋଇଛନ୍ତି । ଏମାନଙ୍କ ଭିତରୁ ପ୍ରଥମେ ଆସନ୍ତୁ ଜାଣିବା ଟିଭି ଆକ୍ଟ୍ରେସ ମାହି ବେଜ ଓ ଜୟ ଭାନୁସାଲି ଙ୍କ ବିଷୟରେ ।

ଏହି ଯୋଡି ଟିଭି ଇଣ୍ଡରଷ୍ଟ୍ରି ର ବହୁତ ଚର୍ଚ୍ଚିତ ଯୋଡି ଅଟନ୍ତି । ଏମାନେ ୨୦୧୧ ମସିହାରେ ବିବାହ କରିଥିଲେ । ଜୟ ଭାନୁସାଲି ତାଙ୍କ ପତ୍ନୀ ମାହି ବେଜଙ୍କ ଠାରୁ ୩ ବର୍ଷ ସାନ ଅଟନ୍ତି । ସେମାନଙ୍କର ତନୋଟି ସନ୍ତାନ ଅଛନ୍ତି । ସେମାନେ ସେମାନଙ୍କର ପିଲାମାନଙ୍କ ସହିତ ଖେଳୁଥିବାର ବହୁତ ଫଟୋ ସୋସିଆଲ ମିଡିଆରେ ସବୁବେଳେ ସେୟାର କରିଥାନ୍ତି ।

ସେହିପରି ଆଉ ଏକ ବହୁ ଲୋକପ୍ରିୟ ଯୋଡି ଟିଭି ଇଣ୍ଡରଷ୍ଟ୍ରିର ବହୁତ ନାମ କମେଇଛନ୍ତି । ସେମାନେ ହେଉଛନ୍ତି ସନାୟା ଇରାନି ଓ ମୋହିତ ସହଗଲ । ସନାୟା ଇରାନି ତାଙ୍କର ସ୍ୱାମୀ ମୋହିତ ଶେଖରଙ୍କ ଠାରୁ ଦୁଇ ବର୍ଷ ବୟସରେ ବଡ । ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ । ସନାୟା ଇରାନି ଇସ ପ୍ୟାର କୋ କ୍ୟା ନାଁମ ଦୁ , ରଙ୍ଗ ରସିୟା ଆଦି ବହୁତ ଫିଲ୍ମରେ କାମ କରି ସାରିଛନ୍ତି ।

ସେହିପରି ମୋହିତ ଶେଖର ମିଲେ ଜବ ହମତୁମ ଓ ସରୋଜିନୀ ଭଳି ଅନେକ ଟିଭି ସୋରେ କାମ କରି ସାରିଛନ୍ତି । ସୋସିଆଲ ମିଡିଆରେ ଏହି ଯୋଡି ସେମାନଙ୍କର ଫଟୋକୁ ସବୁବେଳେ ସେୟାର କରିଥାନ୍ତି ଓ ଫ୍ୟାନ୍ସ ମାନଙ୍କ ଠାରୁ ସବୁବଳେ ପ୍ରଶଂସା ସାଉଁଟି ଥାନ୍ତି ।

ସେହିପରି ଟିଭି ଇଣ୍ଡଷ୍ଟ୍ରିର ଆଉ ଜଣେ କମେଡିଆଁନ ଯୋଡି ହେଉଛନ୍ତି ଭାରତୀ ସିଂହ ଓ ହର୍ଷ ଲିମ୍ବାଚିଆ । ଭାରତୀ ବହୁତ ସିଂହ ଟିଭି ସୋରେ କାମ କରି ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ସେହିପରି ହର୍ଷ ଲିମ୍ବାଚିଆ ଟିଭି ସୋ ର ଜଣେ ନାମୀ କମେଡି ଷ୍ଟୋରି ରାଇଟର ଅଟନ୍ତି । ଏମାନେ ଦୁହେଁ ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମାନେ ଦୁହେଁ କଲର୍ସ ଟିଭି ସୋ ଖତରା ଖତରାରେ ବହୁତ ମସ୍ତି କରୁଥିବାର ଦେଖାଯାଇଥାଏ ।

ସେହିପରି ଆଉ ଏକ ବହୁତ ଲୋକପ୍ରିୟ ଯୋଡି କିଶୱେର ମର୍ଚ୍ୟାଂଣ୍ଟ ଓ ଶୂୟାସ ରାଏ । କିଶୋର ମର୍ଚ୍ୟାଂଣ୍ଟ ତାଙ୍କ ସ୍ବାମୀଙ୍କ ଠାରୁ ୮ ବର୍ଷ ବଡ଼ ଅଟନ୍ତି । ସେମାନେ ଉଭୟେ ଉଭୟଙ୍କ ଠାରୁ ଏତେ ବଡ ହୋଇ ମଧ୍ୟ ସେମାନେ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି । ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ । ସେମାନେ ଟିଭି ସୋ ଖତରୋ କେ ଖିଲାଡି ରେ ଉଭୟେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେମାନେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ସବୁବଳେ ସେୟାର କରିଥାନ୍ତି ।

ଆପଣଙ୍କୁ ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *