Exclusive: ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ Pintu Nanda, କାନ୍ଦି କାନ୍ଦି କହିଲେ ‘ଦୟାକରି ମତେ ସାହାର୍ଯ୍ୟ କରନ୍ତୁ ନହଲେ ମୁଁ ମରିଯିବି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ସ୍ଵାସ୍ଥ ଅବସ୍ଥାକୁ ନେଇ ମୁହଁ ଖୋଲିଲେ ଅଭିନେତା ପିନ୍ଟୁ ନନ୍ଦ । ତେବେ ସୂଚନା ମୁତାବକ ନିକଟ ଅତୀତରେ ପିନ୍ଟୁଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ହୋଇଯାଇଛି । ତେବେ ପିନ୍ଟୁ ଲିଭର ସିରୋଷିଶ ସମସ୍ଯାରେ ବର୍ତ୍ତମାନ ସମୟରେ ପୀଡିତ ଅଛନ୍ତି । ତେବେ ଡାକ୍ତର ମାନଙ୍କ କହିବା ଆଧାରରେ ଲିଭର ସିରୋସିସ ସମସ୍ଯାରେ ଲିଭର ଡାମେଜ ହୋଇଯାଇଥାଏ । ଯେଉଁଥି ପାଇଁ ଲିଭର ଟ୍ରାନ୍ସପ୍ଳାନର ଆବଶ୍ୟକତା ପଡିଥାଏ ।

ଯାହାକି ବହୁ ଅର୍ଥ ବହୁଳ ହୋଇଥାଏ । ତେବେ ସୂଚନା ମୁତାବକ ଅଭିନେତା ପିନ୍ଟୁ ମିଟୁ ମିଥୁନଙ୍କ ଫେସବୁକ ଲାଇଭରେ ଆସି ନିଜସ୍ଵ ସ୍ଵାସ୍ଥ ବିଷୟରେ କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ପିନ୍ଟୁଙ୍କ କହିବା ଅନୁଯାଇ ନମସ୍କାର ଓଡିଶାବାସୀ । ମୋର ସ୍ଵାସ୍ଥ ଅବସ୍ଥା ଜମାରୁ ମଧ୍ୟ ଭଲ ନାହିଁ । ତେଣୁ ଏହି ସମୟରେ ଆପଣଙ୍କ ସାହାଜ୍ଯ ଓ ସହଯୋଗର ନିତାନ୍ତ ମୋ ପାଇଁ ଆବଶ୍ୟକ ରହିଛି । ତେବେ ମୋ ସ୍ଵାସ୍ଥ ଅବସ୍ଥାର ଚିକିତ୍ସା ନିମନ୍ତେ ଅନେକ ଟଙ୍କାର ଆବଶ୍ୟକତା ପଡୁଛି ।

ତେବେ ଯାହାକି କମ୍ ସମୟରେ ଲକ୍ଷାଧିକ ଟଙ୍କାର ଦରକାର ପଡୁଛି । ତେବେ ଯାହାକି ବର୍ତ୍ତମାନ ସମୟରେ ଏତେ ଗୁଡିଏ ଅର୍ଥ ସମ୍ବଳ ଯୋଗାଡ କରିବା ମୋ ପକ୍ଷେ ସମ୍ଭବ ହେଉନାହିଁ । ତେବେ ଏହି ସମୟରେ ମୋ ସ୍ଵାସ୍ଥର ଚିକିତ୍ସା ନିମନ୍ତେ ଯଦି କିଛି ଆର୍ଥିକ ସାହାଜ୍ଯ କରିବେ । ତେବେ ମୁଁ ଆପଣଙ୍କ ନିକଟରେ ଚୀରୋଉପକୃତ ରହିବି । ତେବେ ପିନ୍ଟୁଙ୍କ କହିବା ଅନୁଯାଇ ମିଟୁ ଭାଇଙ୍କର ମାଧ୍ୟମରେ ମୋତେ କିଛି ଆର୍ଥିକ ସହାୟତା କରନ୍ତୁ ।

ତେବେ ପିନ୍ଟୁଙ୍କର ଏହି ଭିଡିଓଟି ଭାଇରାଲ ହେବା ପରେ ପିନ୍ଟୁଙ୍କର ଶୁଭଚିନ୍ତକ ମାନଙ୍କ ଦୁଃଖରେ ଛାତି ଫାଟି ପଡୁଛି । ତେବେ ଅନେକ ସଦ ହୃଦୟ ବ୍ୟକ୍ତି ପିନ୍ଟୁଙ୍କର ଆରୋଗ୍ୟ ନିମନ୍ତେ ସାହାଜ୍ଯ ସହଯୋଗର ହାତ ବଢାଇବାରେ ଆଗେଇ ଆସିଛନ୍ତି ବୋଲି ସୂଚନା ମିଳିଛି । ତେବେ ବହୁ ମାତ୍ରାରେ ଅଭିନେତା ପିନ୍ଟୁଙ୍କୁ ଯଦି କିଛି ଆର୍ଥିକ ସହାୟତା କରାଯାଇପାରେ ।

ତେବେ ବହୁ ଶୀଘ୍ର ସେହି ଟଙ୍କା ଦ୍ଵାରା ଚିକିତ୍ସିତ ହୋଇପାରିବେ । ଏହା ଛଡା ପିନ୍ଟୁଙ୍କୁ ଆଉ ଏକ ନୂଆ ଜୀବନ ମଧ୍ୟ ମିଳିଯିବ । ତେବେ ପୁଣି ଥରେ ସୁସ୍ଥ ହୋଇ କଳା ଜଗତରେ ଅଭିନେତା ପିନ୍ଟୁ ନଜର ଆସନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ବହୁ ମାତ୍ରାରେ ଶେୟାର ନିହାତି ଭାବରେ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *