ନିଜକୁ ମୃତ୍ୟୁର ନିକଟତ୍ତର ହେବା ଦେଖି ଘର ଛାଡି ଚାଲିଗଲେ ଯୁବକ, ନିଜ ଶେଷ ଚିଠିରେ ଲେଖିଗଲେ କିଛି ଏମିତି…ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଏହି ଖବରଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ହୃଦୟ ବିଦାରକ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବାଲେଶ୍ଵର ଜିଲ୍ଲା ସରିଆ ଗ୍ରାମର ୩୫ ବର୍ଷର ଯୁବକ ଉତ୍ତମ ପଣ୍ଡା ନିଜ ଘର ଛାଡି ଚାଲି ଯାଇଛନ୍ତି ।

ଘର ଛାଡିବା ପୂର୍ବରୁ ସେ ଘରେ ଏକ ହାତ ଲେଖା ଚିଠି ଛାଡି ଛନ୍ତି । ଉତ୍ତମ ପଣ୍ଡା ବିବାହିତ ଓ ତାଙ୍କର ଏକ କୁନି ଝିଅ ମଧ୍ୟ ଅଛି । ଉତ୍ତମ ହରିୟଣାର ଏକ ଔଷଧ କମ୍ପାନୀରେ ଲାବ୍ରୋଟେରୀ ଆସିଷ୍ଟାଣ୍ଟ ରୂପେ କାମ କରନ୍ତି । ଛୁଟିରେ ଘରକୁ ଆସିଥିବା ବେଳେ ସେ ଏକ ହାତ ଲେଖା ଚିଠି ଛାଡି କୁଆଡେ ଚାଲି ଯାଇଛନ୍ତି । ଆଉ ସେଥିପାଇଁ ତାଙ୍କ ଘର ଲୋକେ ଥାନାରେ ଜଣାଇବା ପାଇଁ ଆସିଛନ୍ତି ।

ଉତ୍ତମ ନିଜ ଚିଠିରେ ଲେଖିଛନ୍ତି-‘ଏଲି ତୁମେ ମୋତେ ଭୁଲ୍ ବୁଝବନି । ମୁ ଘରକୁ ଆସିଥିଲି, ମୋ ମା’ ଆଉ ଛୁଆକୁ ଟିକେ ଦେଖିବା ପାଇଁ । ମୋତେ ଏତେ ବଡ ରୋଗ ହୋଇଛି ବୋଲି ଜାଣିଥିଲେ କେବେ ବି ତୁମକୁ ବିବାହ କରି ନଥାନ୍ତି । ଏଲି ପ୍ଳିଜ୍ ମୋତେ କ୍ଷମା କରିଦେବ । ମୋ ରୋଗ ଏବେ ଚତୁର୍ଥ ସ୍ଟେଜରେ ଅଛି ଯାହା କେବେ ଠିକ ହେବ ନାହିଁ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢି ପାରିବ’ ।

ଆଗକୁ ସେ ଲେଖିଛନ୍ତି-‘ବାପା, ମା, କାକା, କାକୀ, ସ୍ତ୍ରୀ, ଝିଅ, ଭଉଣୀ, ଶାଶୁ, ଶଶୁର କେହି ମୋତେ ଭୁଲ୍ ବୁଝିବନି । ମୋତେ କେହି ଖୋଜିବାକୁ ଚେଷ୍ଟା କରିବନି ବୋଲି ମୋର ଅନୁରୋଧ’ । କାଲି ଠାରୁ ତାଙ୍କ ଘର କିଛି ଖାଇ ନାହାନ୍ତି ଓ ଏବେ ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *