ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କଣ ଅଟେ ଆପଣଙ୍କର ସବୁଠୁ ବଡ କମଜୋରି- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କ ମଧ୍ୟରେ ଥିବା କମଜୋରି ସମ୍ବନ୍ଧରେ ଜଣାଇବୁ । ବନ୍ଧୁଗଣ ପ୍ରତ୍ୟେକ ରାଶିର ଭିନ୍ନ ସ୍ଵଭାଵ ରହିଥାଏ । ଆଚାର, ବିଚାର ,ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ରାଶି ଅନୁସାରେ ଭିନ୍ନ ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବ ତାଙ୍କ ରାଶି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଏବଂ ବ୍ୟକ୍ତି ର ରାଶି ମାଧ୍ୟମରେ ହିଁ ସେହି ବ୍ୟକ୍ତି ର କମଜୋରି ସମ୍ବନ୍ଧରେ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଥିବା ବ୍ୟକ୍ତି ଙ୍କ କମଜୋରି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

mesha rashi

୧. ମେଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ବହୁତ ଜିଦି ସ୍ୱଭାବ ର ହୋଇଥାନ୍ତି ଏବଂ ବହୁତ ଶୀଘ୍ର ରାଗି ଯାଇଥାନ୍ତି । ନିଜର ଏହି ସ୍ଵଭାଵ ଯୋଗୁଁ ଏହି ରାଶିର ବ୍ୟକ୍ତି ମାନେ ବିପଦରେ ପଡ଼ିଥାନ୍ତି । ପ୍ରେମ ମାମଲାରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଭରସା କରିବା କଷ୍ଟକର ହୋଇଥାଏ ।

୨. ବୃଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ସବୁଠାରୁ ବଡ଼ କମଜୋରି ହେଉଛି ଏମାନଙ୍କ କ୍ରୋଧ । ଏମାନେ ନିଜ କ୍ରୋଧ କୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ ଏବଂ ବିଭିନ୍ନ ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ବହୁତ ଅଳସୁଆ ହୋଇଥାନ୍ତି ।

mithuna rashi

୩. ମିଥୁନ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଭରସା ଯୋଗ୍ୟ ହୋଇ ନଥାନ୍ତି । ଏମାନେ କୌଣସି କାର୍ଯ୍ୟ କୁ ସଠିକ ସମୟରେ ପୂର୍ଣ କରି ପାରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ମାନେ ଆଦୋୖ ସାହସୀ ନଥାନ୍ତି ।

୪. କର୍କଟ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ବହୁତ କଠୋର ସ୍ୱଭାବ ର ହୋଇଥାନ୍ତି ଏବଂ ଏମାନେ ନିଜ ମନରେ ବହୁତ ଆଶା ରଖିଥାନ୍ତି । ଯଦି ଏମାନଙ୍କ ଆଶା ପୂରଣ ହୋଇନଥାଏ ତେବେ ଏମାନେ ଉପେକ୍ଷା କରିବାରେ କଦାପି ବିଳମ୍ବ କରନ୍ତି ନାହିଁ ।

singha rashi

୫. ସିଂହ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ବହୁତ ଲୋଭୀ ହୋଇଥାନ୍ତି । ଏମାନେ ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରି ନିଜର ବର୍ତ୍ତମାନ କୁ ମଧ୍ୟ ଖରାପ କରି ଦେଇଥାନ୍ତି । ଏହି ରାଶିର ସବୁଠାରୁ ବଡ଼ କମଜୋରି ହେଉଛି ଏମାନେ ବହୁତ ଶୀଘ୍ର ଅନ୍ୟ ଉପରେ ଭରସା କରି ନିଅନ୍ତି ।

୬. କନ୍ୟା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟ ମାନଙ୍କ ସମ୍ବନ୍ଧରେ ଆଲୋଚନା କରିଥାନ୍ତି ଏବଂ କେବେବି ଅନ୍ୟର ଉପଦେଶ କୁ ଖାତିର କରି ନଥାନ୍ତି ।

 

୭. ତୁଳା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାବୁକ ସ୍ୱଭାବ ର ହୋଇଥାନ୍ତି ଏବଂ ଏମାନେ ସର୍ବଦା ନିଜର ତୁଳନା ଅନ୍ୟ ମାନଙ୍କ ସହ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜେ ନିଜ ସମସ୍ୟାର କାରଣ ସାଜିଥାନ୍ତି ।

୮. ବିଚ୍ଛା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ କେବେବି ନିଜର ନିନ୍ଦା ସହି ପାରନ୍ତି ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଏମାନଙ୍କୁ ନେଇ କୌଣସି ପ୍ରକାର ଥଟ୍ଟା ମଜା କରିଥାଏ ତେବେ ଏମାନେ ତାହା ବରଦାସ୍ତ କରି ପାରନ୍ତି ନାହିଁ ଏବଂ ପ୍ରତିଶୋଧ ନେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ।

dhanu rashi

୯. ଧନୁ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଖରାପ ଜିନିଷ ପ୍ରତି ଆକର୍ଷିତ ହୋଇଯାନ୍ତି ଏବଂ ଏହି ରାଶିର ବ୍ୟକ୍ତି ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି ।

୧୦. ମକର ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ସମସ୍ତ ଙ୍କୁ ସନ୍ଦେହ ଦୁଷ୍ଟି ରେ ଦେଖିଥାନ୍ତି ଏବଂ ଏମାନେ ନିଜର ପ୍ରଶଂସା ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି ।

୧୧. କୁମ୍ଭ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ କେବେବି ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ । ଏମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅନ୍ୟ ମାନଙ୍କ ଠାରୁ ନିଜର କାମ ହାସଲ କରିବା ବେଶ ଭଲ ଭାବରେ ଜଣା । ଯଦି କୌଣସି ବ୍ୟକ୍ତି ସହ ଏମାନଙ୍କ ଭଲ ପଡ଼ି ନଥାଏ ତେବେ ଏମାନେ ସମ୍ପର୍କ କୁ ସୁଧାରିବା ବଦଳରେ ସମ୍ପର୍କ କୁ ଭାଂଗି ଦେଇଥାନ୍ତି ।

mina rashi

୧୨. ମୀନ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ପରିସ୍ଥିତି ର ସାମ୍ନା କରିବାକୁ ନିଜ ମଧ୍ୟରେ ସାହସ ସଞ୍ଚୟ କରି ପାରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ମାନେ ନିଜର ଭୁଲକୁ ଲୁଚାଇବା ନିମନ୍ତେ ମିଥ୍ୟା ର ସାହାଯ୍ୟ ମଧ୍ୟ ନେଇଥାନ୍ତି ଏବଂ ଏମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *