ପ୍ରଥମ ଥର ପାଇଁ ଦେଖନ୍ତୁ କିପରି ନିଜ ପୁଅ ସହ ଖେଳୁଛନ୍ତି Babushaan ଙ୍କ ପତ୍ନୀ Trupti, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି । ଆପଣ ମାନେ ସମସ୍ତେ ବାବୁସାନଙ୍କୁ ଅନେକ ଓଡିଆ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ନିଜ ଅଭିନୟ ପାଇଁ ବାବୁସାନ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବାବୁସାନ ଅଭିନୟ କରିବା ସହ ଭଲ ଗୀତ ମଧ୍ୟ ଗାନ୍ତି ।

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ବାବୁସାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଆସିବା ଦିନରୁ ବାବୁସାନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନୂଆ ନୂଆ ଭି-ଡି-ଓ ଅ-ପ-ଲୋ-ଡ କରନ୍ତି । ବାବୁସାନ ନିଜ ପୁଅ ସହ ଅନେକ ଭିଡିଓ ଅ-ପ-ଲୋ-ଡ କରିଛନ୍ତି । ହେଲେ ଗତ କିଛି ସମୟ ହେବ ବାବୁସାନ ନିଜର ସୋ-ସି-ଆ-ଲ ମି-ଡି-ଆ-ରେ ଆ-କା-ଉ-ଣ୍ଟ-ରେ ଏକ ଭିଡିଓ ଅ-ପ-ଲୋ-ଡ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

ଆଜି ଆମେ ଆପଣ ମାନଙ୍କୁ ବାବୁସାନଙ୍କ ଏହି ନୂଆ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବାବୁସାନଙ୍କ ଏହି ନୂଆ ଭିଡିଓରେ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀ ନିଜ ପୁଅ ସହ ଖେଳୁ ଥିବାର ନଜର ଆସିଛନ୍ତି ।

ବାବୁସାନ ନିଜ ପିଲା ଦିନର ସାଙ୍ଗ ତୃପ୍ତି ଶତପଥିଙ୍କ ସହ ପ୍ରେମ ବିବାହ କରିଥିଲେ । ତୃପ୍ତି ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି । ଏହି ଭିଡିଓରେ ତୃପ୍ତି ନିଜ ପୁଅ ସହ ଖେଳୁ ଛନ୍ତି ଓ ତାଙ୍କ ପୁଅ ମଧ୍ୟ ବହୁତ ଖୁସି ହେଉଛି । ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ଫ୍ୟାନ୍ସ ମାନେ ବେସ ପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *