‘ମୋତେ ସେ ଗୋଡେଇ ଗୋଡେଇ ରେପ…’ ନିଜ Love Life ବିଷୟରେ କିଛି ଏମିତି କହିଲେ ଯାତ୍ରା ହିରୋଇନ Rina, ଦେଖନ୍ତୁ Video

କହିବାକୁ ଗଲେ ଲକଡାଉନ କାରଣରୁ ଯାତ୍ରା ସବୁ ବନ୍ଦ ହୋଇ ଯାଇ ଥିଲା । କିନ୍ତୁ ଲକଡାଉନ ଉଠିଯିବା କାରଣରୁ ପୁଣି ଥରେ ଯାତ୍ରା ମଞ୍ଚ ଗୁଡିକ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଯାତ୍ରା ଦୁନିଆର ଜଣେ କଳାକାର ବିଷୟରେ କହିବୁ । ଯାହାଙ୍କର ନାଁ ରିନା । ରିନା ବର୍ତ୍ତମାନ ଦୁଇଟପା ଲୁହ ନାଟକରେ ଅଭିନୟ କରୁଛନ୍ତି । ରିନା ନିଜର କ୍ୟାରିୟର ବିଷୟରେ କହିଲେ କି ମୁଁ ୧୫ ୧୬ ବର୍ଷ ହେବ ଯାତ୍ରା ଦୁନିଆରେ କାମ କରୁଛି ।

ମୋତେ ବାହାଘର ନୁହେଁ ବାହାବଜାରରୁ ଲୋକମାନେ ଅଧିକ ଚିହ୍ନିଲେ । ମୋତେ ନେଗେଟିବ ଚରିତ୍ର କରିବାକୁ ଅଧିକ ଭଲ ଲାଗେ । ସେ ପୂର୍ବର କଳାକାର ଓ ବର୍ତ୍ତମାନର କଳାକାରମାନଙ୍କ ବିଷୟରେ କହିଲେ କି ଯେତେବେଳେ ମୁଁ ଯାତ୍ରା ଜଗତରେ ଆସିଥିଲି ତେବେ ମୁଁ ସେହି ସମୟରେ ଆମେ ଆମ ଠାରୁ ବଡ ଓ ପୁରୁଣା କଳାକାରମାନଙ୍କୁ ସମ୍ମାନ ଦେଉଥିଲୁ ।

ଏହା ସହିତ ସେମାନଙ୍କ ଠାରୁ କିଛି ଶିଖିବାକୁ ବି ମିଳୁ ଥିଲା । କିନ୍ତୁ ବର୍ତ୍ତମାନ ଯାତ୍ରା ଦୁନିଆକୁ ବହୁତ ନୂଆ କଳାକାର ଆସୁଛନ୍ତି ଓ ସେମାନେ କାହାକୁ ବି ମାନୁ ନାହାନ୍ତି । ଯାତ୍ରା ଦୁନିଆ ବିଷୟରେ ରିନା ଆଗକୁ କହିଲେ କି ସମ୍ମାନ ଦେଲେ ସମ୍ମାନ ମିଳିବ । କିନ୍ତୁ ଆଜିକାଲି ତାହା ଦେଖିବାକୁ ମିଳୁ ନାହିଁ । ଅନ୍ୟ ପଟେ କିଛି ଦିନ ହେବ ଯାତ୍ରା ବନ୍ଦ ଥିଲା । ବର୍ତ୍ତମାନ ଧୀରେ ଧୀରେ ଯାତ୍ରା ମଞ୍ଚ ସବୁ ଖୋଲି ଯାଇଛି ଓ ସ୍ଥିତିରେ ସୁଧାର ଆସୁଛି ।

ରିନା ନିଜର ଜୀବନ କହିଲେ କି ମୁଁ ପିଲାଦିନୁ ହିଁ ଡାନ୍ସ ପ୍ରୋଗ୍ରାମ କରୁଥିଲି । ମୁଁ ମୁମ୍ବାଇ ଓ ଦିଲ୍ଲୀକୁ ବି ଡାନ୍ସ କରିବା ପାଇଁ ଯାଇଛି । ଏହା ପରେ ଧୀରେ ଧୀରେ ଅଭିନୟ ଆଡକୁ ମୁଁ ଇଚ୍ଛା ବଢିଲା । ଘର ଲୋକମାନଙ୍କ ସପୋର୍ଟ ମିଳିବା ପରେ ମୁଁ ଯାତ୍ରା ଦୁନିଆକୁ ଆସିଥିଲି । ମୋ ବାପା ବି ଜଣେ ଭଲ କଳାକାର । ମୋ ବାପା ଓ ମୋ ସ୍ଵାମୀ ମୋତେ ସବୁ କଥାରେ ସପୋର୍ଟ କରନ୍ତି ।

ମୋତେ ଦର୍ଶକମାନେ ପଜିଟିବ ଅପେକ୍ଷା ନେଗେଟିବ ଚରିତ୍ରରେ ଦେଖିବାକୁ ଅଧିକ ପସନ୍ଦ କରନ୍ତି । କହିଦେଉଛୁ କି ରିନା ଯାହାଙ୍କୁ ବାହା ହୋଇଛନ୍ତି ସେ ବି ଜଣେ ଯାତ୍ରା କଳାକାର ଓ ସେ ଯାତ୍ରା ଦୁନିଆରରେ ଭିଲିୟାନ ରୋଲରେ ଅଧିକ ନଜର ଆସନ୍ତି । ହିରୋଇନ ହେଇ ଭିଲିୟାନ କୁ କିପରି ପସନ୍ଦ କଲେ ପ୍ରେମ କିପରି ହେଲା ଏମିତି କିଛି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି ସେ ମତେ ଗୋଡେଇ ଗୋଡେଇ ରେଏପ । ଏମିତି ଗୋଡା ଗୋଡି ରେଏପ ସୀନ ମଧ୍ୟରେ ଆମର ପ୍ରେମ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *