ନିଜ ପିତାଙ୍କୁ ବେଷ୍ଟଫ୍ରେଣ୍ଡ ମାନନ୍ତି Bollywood ର ଏହି 4 ଜଣ ଫେମସ Actor, ନମ୍ବର 4 ବାପା-ପୁଅ ଯୋଡି ଟ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ଅପାନ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁ ମାନଙ୍କର ବେଷ୍ଟଫ୍ରେଣ୍ଡ ହେଉଛନ୍ତି ସେମାନଙ୍କର ପିତା । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି ବାପା ପୁଅଙ୍କ ଯୋଡି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଡି ବିଷୟରେ  ।

ସଲମାନ ଖାନ-ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନ । ସଲମାନ ଗେଲେକ୍ସି ଆପାର୍ଟମେଣ୍ଟରେ ନିଜ ପରିବାର ଲୋକଙ୍କ ସହ ରହୁଛନ୍ତି ।

ସଲମାନ ଖାନଙ୍କ ପିତା ସଲିମ ଖାନ ବଲିଉଡର ଜଣା ଶୁଣା ଲେଖକ ଅଟନ୍ତି । ବନ୍ଧୁଗଣ ସଲମାନ ଓ ସଲିମ ଖାନ ବହୁତ ଭଲ ସାଙ୍ଗ ଅଟନ୍ତି । ଏହି ଦୁଇଜଣ ପରସ୍ପର ସହ ସମସ୍ତ କଥାକୁ ସେୟାର କରନ୍ତି ।


ସନି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସନି ଦେଓଲ । ସନି ଦେଓଲ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ସନିଙ୍କ ପିତା ଧର୍ମେନ୍ଦ୍ର ନିଜର ଦୁଇ ପୁଅଙ୍କୁ ବହୁତ ସ୍ନେହ କରନ୍ତି । ବନ୍ଧୁଗଣ ସନି ଓ ଧର୍ମେନ୍ଦ୍ର ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । ଏହି ଦୁଇଜଣ ପରସ୍ପର ସହ ନିଜର ସମସ୍ତ କଥାକୁ ସେୟାର କରନ୍ତି ଓ ସନି ନିଜ ପିତାଙ୍କୁ ବହୁତ ସମ୍ମାନ ମଧ୍ୟ ଦିଅନ୍ତି ।

ହ୍ରୀତିକ ରୋସନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ହ୍ରୀତିକ ରୋଷନ । ହ୍ରୀତିକଙ୍କ ପିତା ମଧ୍ୟ ଜଣେ ବହୁତ ଭଲ ଅଭିନେତା ଅଟନ୍ତି । ରାକେଶ ରୋଷନ ହ୍ରୀତିକଙ୍କୁ ପିଲା ଦିନରୁ ଏକ ଭଲ ଓ ସଫଳ ମଣିଷ ହେବା ପାଇଁ ପ୍ରେରିତ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ଅଟନ୍ତି । ହ୍ରୀତିକ ନିଜ ପିତାଙ୍କୁ ସମସ୍ତ କଥା ସେୟାର କରନ୍ତି ।


ଅଭିଷେକ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚନ ଓ ତାଙ୍କ ପିତା ଅମିତାବ ବଚନ । ବନ୍ଧୁଗଣ ପିଲା ଦିନରୁ ଅମିତାବ ନିଜ ପୁଅକୁ ବହୁତ ସ୍ନେହ ଆଦରରେ ବଡ କରିଛନ୍ତି । ଅଭିଷେକ ନିଜ ପିତାଙ୍କର ସମସ୍ତ କଥାର ସମ୍ମାନ କରନ୍ତି  । ଏହି ଦୁଇଜଣ ବହୁତ ଭଲ ସାଙ୍ଗ ଅଟନ୍ତି ଓ ଏମାନେ ନିଜର ସମସ୍ତ କଥାକୁ ସେୟାର କରନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *