ନିଜ ପିଲାଙ୍କୁ ବଞ୍ଚେଇବା ପାଇଁ ଏକୁଟିଆ ମା’ ଏହି ଭୟଙ୍କର ରାଗି ନାଗସାପ ସହ ଯାହା କଲା ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରିଅଲ ଲାଇଫ ହେଉ ବା ପରଦାରେ ସାପ ନିଶ୍ଚୟ ଦେଖିଥିବେ ।

ଏହି ଦୁନିଆରେ ସାପର ଅନେକ ପ୍ରଜାତି ଅଛି ହେଲେ ନାଗ ସାପକୁ ଲୋକମାନେ ବହୁତ ଭୟ କରନ୍ତି  । ଭୟ କରିବା ସହିତ ଲୋକମାନେ ନାଗ ସାପକୁ ପୂଜା ମଧ୍ୟ କରନ୍ତି ।କାରଣ ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଅନେକ ସ୍ଥାନରେ ତ ନାଗ ସାପ ସହ ଜଡିତ ଅନେକ ଅନ୍ଧ ବିଶ୍ଵାସ ମଧ୍ୟ ରହିଛି । ହେଲେ ବନ୍ଧୁଗଣ ଏହି ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ।

https://www.youtube.com/watch?v=_wEFzrn7Nu8

ଯଦି ଏହି ସାପ କାହାକୁ ଚୋଟ ମାରେ ତା ହେଲେ ମାତ୍ର କିଛି ମିନିଟ ମଧ୍ୟରେ ସେହି ବ୍ୟକ୍ତି ନିଜ ପ୍ରାଣ ହରାଇବ । ତେବେ ବନ୍ଧୁଗଣ ଏହି ନାଗ ସାପ ସହ ଜଡିତ ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନାଗ ସାପଟି ଗୋଟେ ଘର ଭିତରେ ପଶିଥିଲା ଆଉ ସେହି ଘରେ ମା ନିଜ ଦୁଇ ଛୁଆଙ୍କ ସହ ଥିଲା । ସାପକୁ ଦେଖିବା ମାତ୍ରେ ମା ଗାଁ ସାହି ପଡିଶାଙ୍କୁ ଡାକି ଥିଲା ।

ଏହା ପରେ ସେହି ସ୍ଥାନକୁ ଜଣେ ସାପ ଧରାଳି ଆସି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଭୟରେ ଘରେ ଥିବା ଠାକୁର ଘର ଭିତରେ ଲୁଚି ରହିଥିଲା ହେଲେ । ବନ୍ଧୁଗଣ ଭିଡିଓରେ ନାଗ ସାପର କ୍ରୋଧ ଦେଖିବାକୁ ମିଳିଛି ହେଲେ ସାପ ଧରାଳି ଜଣକ ଅତି ସାବଧାନତାର ସହ ସାପକୁ ଉଦ୍ଧାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *