ନିଜ ସ୍ତ୍ରୀ କୁ ରାଣୀ ଭଳି ରଖିଥାନ୍ତି ଏହି ୫ଟି ରାଶିର ଲୋକ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତି ସଚ୍ଚୋଟ ହୋଇନଥାଏ । ସମସ୍ତଙ୍କ ମଧ୍ୟରେ କୌଣସି ନା କୌଣସି ଦୁର୍ବଳତା ନିଶ୍ଚିତ ଭାବରେ ରହିଥାଏ । ଆଜିକାଲି ର ସମୟରେ ସତ ଭଲ ପାଇବା ମିଳିବା କଷ୍ଟକର ହୋଇଯାଇଛି । କେବଳ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ହିଁ ଜୀବନ ରେ ସତ ଭଲ ପାଇବା ମିଳିଥାଏ । ସବୁ ଝିଅ ମାନେ ନିଜ ଜୀବନ ସାଥି ଙ୍କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ସେ ଚାହାନ୍ତି ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବା ଜୀବନ ସାଥି ମିଳୁ ଏବଂ ସେ ଚାହାନ୍ତି ଯେ ଜୀବନ ର ଯେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ନିଜ ଜୀବନସାଥୀ ଙ୍କ ସହଯୋଗୀ ଓ ସହାନୁଭୂତି ପ୍ରାପ୍ତ ହେଉ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ରାଶି ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ରାଣୀ ପରି ରଖିଥାନ୍ତି । ଯଦି ଆପଣଙ୍କ ଜୀବନ ସାଥି ମଧ୍ୟ ଏହି ରାଶିର ଅଟନ୍ତି ତେବେ ଆପଣଙ୍କ ଠାରୁ ଭାଗ୍ୟଶାଳୀ ଏହି ଦୁନିଆ ରେ ଅନ୍ୟ କେହି ନାହାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ତୁଳା ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ମାନେ ଭାବନା କୁ ସମ୍ମାନ ଦେଇଥାନ୍ତି । ଏମାନଙ୍କ ହୃଦୟ ପ୍ରଥମ ରୁ ହିଁ ଭାଙ୍ଗି ଯାଇଥାଏ ଏବଂ ଏହି କାରଣରୁ ଏମାନେ ଜାଣିଥାନ୍ତି ଯେ, ଅନ୍ୟ ର ହୃଦୟ ଭାଙ୍ଗିଲେ କେତେ କଷ୍ଟ ହୋଇଥାଏ । ଏମାନେ ନିଜ ସ୍ତ୍ରୀ ଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ ଏବଂ ତାଙ୍କର ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ତାଙ୍କୁ ରାଣୀ ପରି ରଖନ୍ତି ।

୨. କନ୍ୟା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ଙ୍କ ପ୍ରତି ବହୁତ ଯତ୍ନଶୀଳ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ସମସ୍ତ କଥା ଧ୍ୟାନ ର ସହିତ ଶୁଣନ୍ତି ଏବଂ ସର୍ବଦା ଚେଷ୍ଟା କରନ୍ତି ଯେ ତାଙ୍କର ସମସ୍ତ ଅଭିଯୋଗ କୁ ସେ ଯେପରି ଦୁର କରିପାରିବେ । ଏହି ରାଶିର ବ୍ୟକ୍ତି ମାନେ ଯତ୍ନହୀନ ହୋଇଥାନ୍ତି କିନ୍ତୁ ବିବାହ ପରେ ଏମାନେ ନିଜ ଜୀବନ ସାଥି ଙ୍କ ପୂର୍ଣ ଧ୍ୟାନ ରଖନ୍ତି ଏବଂ ତାଙ୍କୁ ବହୁତ ଭଲ ପାଆନ୍ତି । ଏମାନେ କେବେ ନିଜ ଜୀବନସାଥୀ ଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନାହିଁ ।

୩. ବୃଷ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ବୃଷ ରାଶି’ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥୀଙ୍କୁ ବିବାହ ପୂର୍ବରୁ ଯେତେ ଭଲ ପାଇଥାନ୍ତି ବିବାହ ପରେ ମଧ୍ୟ ସେତିକି ଭଲ ପାଇଥାନ୍ତି । ଏମାନେ ଭରସା ଯୋଗ୍ୟ ଅଟନ୍ତି । ଏମାନେ ବାହାର ଦେଖାଣିଆ ଅପେକ୍ଷା ଭିତର ଭାବନା କୁ ଅଧିକ ସମ୍ମାନ କରନ୍ତି । ଏହି କାରଣ ରୁ ହିଁ ଏମାନେ ନିଜ ଜୀବନ ସାଥି ଙ୍କ ପାଇଁ ସର୍ବଦା ସମର୍ପିତ ରୁହନ୍ତି ।

୪. ସିଂହ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ସିଂହ ରାଶି’ । ଏହି ରାଶିର ବ୍ୟକ୍ତି ମାନେ ନିଜ କଥାବାର୍ତ୍ତା ଶୈଳୀ ଦ୍ୱାରା ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ଜୀବନସାଥୀ ଙ୍କୁ ଉପହାର ଦେବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ ନିଜ ଜୀବନସାଥୀ ଙ୍କୁ ଦାମୀ ଉପହାର ପ୍ରଦାନ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି ।

୩. ଧନୁ ରାଶି – ବନ୍ଧୁଗଣ ଏହି ରାଶିର ପୁରୁଷ ମାନେ ସର୍ବଦା ନାରୀ ଙ୍କୁ ସମ୍ମାନ ଦେଇଥାନ୍ତି ଏବଂ ଏମାନେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ରଖନ୍ତି ନାହିଁ। ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ହୀରା ଠାରୁ ମଧ୍ୟ କମ ଭାବନ୍ତି ନାହିଁ ଏବଂ ଏମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ମୁଖ ରେ ହସ ଆଣିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ କରନ୍ତି। ଏହି ରାଶିର ପୁରୁଷ ମାନଙ୍କୁ ଯେଉଁ ନାରୀ ବିବାହ କରିଥାଏ ସେ ଜୀବନ ରେ ସବୁବେଳେ ହସ ଖୁସିରେ ରହିଥାଏ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *