ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଝିଅ ଓ ଜାଣନ୍ତୁ ନିଜ ବିଷୟରେ ୧ ବଡ ରାଜ – Personality Test

ବ୍ୟକ୍ତି ର ପସନ୍ଦ ତାହାର ବ୍ୟକ୍ତିତ୍ବ ର ପରିଚୟ ଦେଇଥାଏ । ଯେମିତି ବ୍ୟକ୍ତିର ନାମ ବ୍ୟକ୍ତି ଜୀବନରେ ବହୁତ ପ୍ରଭାବ ପକାଇଥାଏ ଠିକ ସେହିପରି ତାହାର ପସନ୍ଦରୁ ଜଣା ପଡିଯାଏ କି ସେ କେଉଁ ପ୍ରକାରର ବ୍ୟକ୍ତି , ତାର ସ୍ଵଭାବ କିପରି ଅଟେ ଓ ଅନ୍ୟ ମାନଙ୍କ ପ୍ରତି ତାହାର ବ୍ୟବହାର କିପରି ଅଟେ । ତେବେ ଆଜି ଆମେ ଆପଣଙ୍କୁ ଗୋଟିଏ ଫଟୋ ଦେଖାଇବୁ ଯେଉଁଥିରେ 5 ଟି ଝିଅଙ୍କର ଅଲଗା ଅଲଗା ଷ୍ଟାଇଲ ର ଫଟୋ ରହିଛି ଯାହା ମଧ୍ୟରୁ ଆପଣଙ୍କୁ ଗୋଟିଏ ବାଛିବାର ଅଛି ତାହା ପୁଣି କେବଳ 5 ସେକେଣ୍ଡରେ । ତେବେ ଚାଲନ୍ତୁ ପସନ୍ଦ କରନ୍ତୁ ନିଜର ପସନ୍ଦର ଗୋଟିଏ ଝିଅ ଯାହା ଦ୍ଵାରା ଆମେ ଆପଣଙ୍କ ବିଷୟରେ କିଛି ଖାସ କଥା କହିବୁ ।

ଯଦି ଆପଣ ପ୍ରଥମ ଝିଅ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ବ୍ୟକ୍ତି ଅଟନ୍ତି । ପ୍ରେମ ମାମଲାରେ ଆପଣ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏତିକି ନୁହେଁ ପ୍ରେମରେ ଆପଣଙ୍କୁ ବହୁତ ଅଧିକ ବିଶ୍ଵାସ ବି ଥାଏ । ଆପଣ ନିଜର ପାର୍ଟନର ପ୍ରତି ବହୁତ ବିଶ୍ଵାସୀ ବି ହୋଇଥାନ୍ତି । ଆପଣ ଲଭ ମ୍ୟାରେଜ କରିବା ଉପରେ ଅଧିକ ବିଶ୍ଵାସ ରଖନ୍ତି ।

ଯଦି ଆପଣ ଦ୍ଵିତୀୟ ଝିଅ ବାଛିଛନ୍ତି ତେବେ ଆପଣ ବହୁତ ଆକର୍ଷକ ବ୍ୟକ୍ତିତ୍ବ ଅଟନ୍ତି । ଆପଣ କୌଣସି କାମ ଅଧା ଛାଡନ୍ତି ନାହିଁ । କିନ୍ତୁ ଏହି ସବୁ ସତ୍ବେ ବି ଆପଣ ବହୁତ ରହସ୍ୟମୟୀ ବ୍ୟକ୍ତି ଅଟନ୍ତି । ଲୋକମାନେ ଆପଣଙ୍କ ବିଷୟରେ କେବେ ବି ପୁରା ସତ ଜାଣି ପାରନ୍ତି ନାହିଁ । ଆପଣ ବହୁତ ନମ୍ର ସ୍ଵଭାବର ବ୍ୟକ୍ତି ଅଟନ୍ତି । ଯିଏ ସବୁବେଳେ ଅନ୍ୟର ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ।

ଯଦି ଆପଣ ତୃତୀୟ ଝିଅ ବାଛିଛନ୍ତି ତେବେ ଆପଣ ସ୍ୱତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି ଓ ଆପଣଙ୍କୁ କାହା ଅନ୍ତର୍ଗତ କାର୍ଯ୍ୟ କରିବାକୁ ପସନ୍ଦ ନ ଥାଏ । ଏପରିକି ଆପଣ ନିଜ ଜୀବନର ପ୍ରତ୍ୟେକ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତି । କିନ୍ତୁ କେବେ କେବେ ଶୀଘ୍ରତା ଯୋଗୁଁ ନିର୍ଣ୍ଣୟ ନେବାରେ ବହୁତ ଦ୍ଵନ୍ଦ ରେ ପଡିଯାନ୍ତି । ଆପଣଙ୍କ କଥାବାର୍ତା ଏତେ ଆକର୍ଷିତ ହୋଇଥାଏ ଯେ କେଉଁ ବି ବ୍ୟକ୍ତି ପ୍ରଥମରୁ ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇଯାନ୍ତି ।

ଯଦି ଆପଣ ଚତୁର୍ଥ ଝିଅ ବାଛିଛନ୍ତି ତେବେ ଆପଣ ନିଜ ଜୀବନସାଥି ଙ୍କୁ ନେଇ ଅତ୍ୟନ୍ତ ଭାବୁକ ହୋଇଥାନ୍ତି ଓ ଏମାନଙ୍କର ଅନେକ ମିତ୍ର ମଧ୍ୟ ଥାଆନ୍ତି । ଏମାନେ ରୋମାଣ୍ଟିକ ସ୍ୱଭାବର ହୋଇଥିବା ବେଳେ, ସବୁବେଳେ ଅନ୍ୟର ଦୋଷ ତ୍ରୁଟିକୁ ନଜର ଅନ୍ଦାଜ କରିଥାନ୍ତି । କେବେ କେବେ ଅତ୍ୟନ୍ତ ଲାଜକୁଳା ସ୍ଵଭାବ ର ହେବା ସହ ସୌନ୍ଦର୍ଯ୍ୟତା ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଓ ଏମାନଙ୍କୁ ହିଂସା ଜମା ବି ପସନ୍ଦ ନୁହେଁ ।

ଯଦି ଆପଣ ପଞ୍ଚମ ଝିଅ ବାଛିଛନ୍ତି ତେବେ ଆପଣ ବିଶ୍ଵାସୀ ଓ ଦାୟିତ୍ୱବାନ ହୋଇଥାନ୍ତି । ପ୍ରେମରେ ଆପଣ ବହୁତ ଭାବୁକ ଓ ଲାଜ କରନ୍ତି । ସେଥିପାଇଁ ଆପଣ ନିଜର ବିଚାରକୁ ଜଲ୍ଦି ବ୍ୟକ୍ତ କରି ପାରନ୍ତି ନାହିଁ । ଯେତେବେଳେ ଆପଣ ପ୍ରେମରେ ପଡନ୍ତି ଆପଣ ନିଜର ପ୍ରେମିକାର ସବୁ ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି । କିନ୍ତୁ ବିବାହ ପାଇଁ ଆପଣ ପରିଜନଙ୍କ ହିଁ ସହମତି ନିଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *