ନିଜ ଭାଉଜଙ୍କର ଏହି ଅଭ୍ୟାସ ଉପରେ ବହୁତ ଚିଡିଥାନ୍ତି Sweta Bacchan Nanda, କହିଲେ ମୋତେ ରାଗ ଆସିଥାଏ ଯେତେବେ ସେ…

ବନ୍ଧୁଗଣ ବଚ୍ଚନ ପରିବାର ବଲିଉଡ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ପରିବାର ଅଟେ । ଏହି ପରିବାର ବହୁତ ମାନ ସମ୍ମାନ କମାଇଅଛି । ଏହି ପରିବାରରେ ପୁଅ ଓ ବୋହୁ ଉଭୟଙ୍କୁ ସମାନ ନଜରରେ ଦେଖା ଯାଇଥାଏ । ଅମିତାବ ବଚ୍ଚନଙ୍କ ଝିଅ ଶ୍ଵେତା ନନ୍ଦା ଦିଲ୍ଲୀର ବିଜନେସ ମ୍ୟାନ ନିଖିଲ ନନ୍ଦାଙ୍କ ସହ ବିବାହ କରି ଜୀବନ ବିତାଉ ଛନ୍ତି । ଶ୍ଵେତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ଅନ୍ୟ ପକ୍ଷରେ ଅମିତାବ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ ବୋହୁ ଐଶ୍ଵର୍ଯ୍ୟ ରାୟ ବାଚ୍ଚନଙ୍କର ଏକ ଛୋଟ ଝିଅ ଅଛି ।

ବଚ୍ଚନ ପରିବାରରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ କରାଯାଇ ନଥାଏ । ଏହି କାରଣ ହେତୁ ଗତ କିଛି ଦିନ ତଳେ ଅମିତାବ ବଚ୍ଚନ ନିଜ ୨୮୦୦ କୋଟି ଟଙ୍କାର ସମ୍ପତ୍ତି ଉଭୟ ଅଭିଷେକ ଓ ଶ୍ଵେତାଙ୍କ ନାମରେ କରିଥିଲେ । ଏବେ ଦୁଇଜଣ ୧୪୦୦-୧୪୦୦ କୋଟି ଟଙ୍କା ସମ୍ପତ୍ତି ପାଇବେ । ଶ୍ଵେତା ଓ ଐଶ୍ଵର୍ଯ୍ୟଙ୍କ କଥା କହିଲେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଏହି ନଣନ୍ଦ ଭାଉଜ ପରସ୍ପର ସହ ମିଳି ମିଶି ରୁହନ୍ତି ।

ଉଭୟ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ପରସ୍ପର ସହ ଅନେକ ଫଟୋ ଅପଲୋଡ କରିଛନ୍ତି । ଏହି ସବୁ ଫଟୋରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆପଣ ମାନେ ଦେଖି ପାରୁ ଥିବେ । ହେଲେ ଶ୍ଵେତାଙ୍କୁ ଐଶ୍ଵର୍ଯ୍ୟଙ୍କ ଏକ ଅଭ୍ୟାସ ବିଲକୁଲ ପସନ୍ଦ ନୁହେଁ । ଏହା ବିଷୟରେ ଶ୍ଵେତା ନିଜେ କରନ ଜୋହରଙ୍କ ସୋ ‘କଫି ବିଥ କରନ’ରେ କହିଥିଲେ । ଏହି ସୋରେ ଉଭୟ ଶ୍ଵେତା ଓ ଅଭିଷେକ ନଜର ଆସିଥିଲେ । ଶ୍ଵେତାଙ୍କ ମତରେ, ତାଙ୍କୁ ଐଶ୍ଵର୍ଯ୍ୟଙ୍କ ଟାଇମ ମ୍ୟାନେଜମେଣ୍ଟ ବିଲକୁଲ ପସନ୍ଦ ନୁହେଁ ।

ଖାସ କରି ଯଦି ଆପଣ ତାଙ୍କୁ ଫୋନ କଲ୍ କରିବେ ତା ହେଲେ ସେ ସମୟରେ କଲ୍ ବ୍ୟାକ କରିବେ ନାହିଁ । ଏହା ସହିତ ସେ କହିଥିଲେ ଯେ, ସେ ଐଶ୍ଵର୍ଯ୍ୟଙ୍କୁ ବହୁତ ଅଧିକ ଭଲ ପାନ୍ତି । ଶ୍ଵେତା ନିଜ ଭାଣିଜୀ ଆରାଧ୍ୟାଙ୍କ ପ୍ରଶଂସା ମଧ୍ୟ କରିଥିଲେ । ଶ୍ଵେତା କହିଥିଲେ, ସେ ଗୋଟେ ସମୟରେ ତାଙ୍କ ଛୁଆଙ୍କ ଠାରୁ ଅଧିକ କିଛି କରି ଦେଖାଇବ ।

କିଛି ମାସ ତଳେ ଐଶ୍ଵର୍ଯ୍ୟ ଓ ଶ୍ଵେତାଙ୍କ ସମ୍ପର୍କକୁ ନେଇ କିଛି ଫେ-କ ନ୍ୟୁ-ଜ ସାମ୍ନାକୁ ଆସିଥିଲା । ଏହି ଫେ-କ ନ୍ୟୁ-ଜରେ ଐଶ୍ଵର୍ଯ୍ୟ ଓ ଶ୍ଵେତାଙ୍କ ମଧ୍ୟରେ ଥିବା ସମ୍ପର୍କ ଭଲ ନାହିଁ ବୋଲି କୁହା ଯାଇଥିଲା । ହେଲେ ବନ୍ଧୁଗଣ ରିଅଲ ଲାଇଫରେ ଐଶ୍ଵର୍ଯ୍ୟ ଓ ଶ୍ଵେତାଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟ ଓ ଶ୍ଵେତାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *