Jyotish Shastra- ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କେତୋଟି ପିଲା ହେବ ଆପଣଙ୍କର ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ସଂସାର ରେ ଶାସ୍ତ୍ର ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।ଆମ ଜୀବନ ରେ ହେବ କୁ ଥିବା ସମସ୍ତ ବିଷୟରେ ଶାସ୍ତ୍ର ଆମକୁ ସଂକେତ ଦେଇଥାଏ।କିନ୍ତୁ ଆମେ ତାହାକୁ ବୁଝିପାରିନଥାଉ।ଶାସ୍ତ୍ର ରୁ ନିଜ ଜୀବନ ର ସମସ୍ତ ଛୋଟ ବଡ କଥା ଜାଣିପାରୁ। ଏହା କେବଳ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ସମ୍ଭବ ହୋଇପାରିଥାଏ।ବିବାହ ପରେ ଅଧିକାଂଶ ଲୋକ ନିଜର ସନ୍ତାନ ପାଇଁ ବହୁତ ଖୁସି ଥାନ୍ତି । ଏବଂ ସେହି ସମୟ ରେ ତାଙ୍କ ମସ୍ତିଷ୍କ ରେ ଗୋଟେ କଥା ଚାଲିଥାଏ ଯେ ତାଙ୍କର କେତୋଟି ସନ୍ତାନ ହେବ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶାସ୍ତ୍ର ଅନୁସାରେ ଆପଣ କେତୋଟି ସନ୍ତାନ ପ୍ରାପ୍ତ କରିବେ ତାହା ଆପଣଙ୍କ ନାମ ର ପ୍ରଥମ ଅକ୍ଷର ରୁ ହିଁ ଜଣାପଡିଯାଇଥାଏ।ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ସେହି ବିଷୟରେ କିଛି ରୋଚକ କଥା କହିବାକୁ ଯାଉଛୁ।

ପ୍ରଥମ ୩ଟି ଅକ୍ଷର ହେଉଛି A,S,M

A,S,M-ଏହି ତିନୋଟି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ।ଏମାନେ ବହୁତ କମ ଖର୍ଚ୍ଚ କରିଥାନ୍ତି।ଏବଂ ଏମାନେ ନିଜ ପରିବାର ସବୁ କଥା କୁ ବୁଝିପାରିଥାନ୍ତି ଓ ବହୁତ ସଚ୍ଚୋଟ ହୋଇଥାନ୍ତି । ଏମାନେ ବିବାହ ପୂର୍ବରୁ କୌଣସି ପ୍ରେମ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ।ଏମାନେ ସବୁ ବେଳେ ଏହା ଚିନ୍ତା କରିଥାନ୍ତି ଯେ କିପରି ସେ ନିଜର ରହିବା ଶୈଳୀ କୁ ବଦଳେଇପାରିବେ।

ଏମାନଙ୍କ ଭାଗ୍ୟରେ ୨ଟି ସନ୍ତାନ ର ଯୋଗ ରହିଥାଏ।ଏମାନେ ଜୀବନ ସାରା ଖୁସିରେ ରହିଥାନ୍ତି ଓ ନିଜ ସନ୍ତାନ ମାନଙ୍କୁ ମଧ୍ୟ ବହୁତ ଭଲ ପାଇଥାନ୍ତି।ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି।ନିଜ ପରିବାର ସହିତ ଅଧିକ ସମୟ ବିତେଇବାକୁ ମଧ୍ୟ ପସନ୍ଦ କରିଥାନ୍ତି।

ଟି ଅକ୍ଷର ହେଉଛି E, B, Y

E, B, Y -ଏହି ୩ଟି ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ନିଜ ଜୀବନ ରେ ବହୁତ ମସ୍ତି ମଜାକ କରିଥାନ୍ତି।ଏମାନେ ନିଜ ସାଙ୍ଗ ସାଥି ଙ୍କ ମେଳ ରେ ରହିବାକୁ ବହୁତ ପସନ୍ଦ କରିଥାନ୍ତି ଏବଂ ଘରେ ବହୁତ କମ ସମୟ ରହିଥାନ୍ତି।ନିଜ ଭବିଷ୍ୟତ ବିଷୟରେ ହେଉ କିମ୍ବା ଚାକିରୀ ବିଷୟରେ ହେଉ ସେମାନେ କେବେ ବି ଗମ୍ଭୀରତା ର ସହିତ ଭାବନ୍ତି ନାହିଁ।

ସେମାନେ କେବଳ ଏତିକି ଜାଣିଥାନ୍ତି ଯେ ସେ ତାଙ୍କ ଜୀବନ ରେ କିଛି ନ କିଛି କରିବେ । ଏମାନଙ୍କର ଲକ୍ଷ୍ୟ ବହୁତ ବଡ଼ ହୋଇଥାଏ । କିନ୍ତୁ ସେଥିପ୍ରତି ଏତେ ଟା ଗମ୍ଭୀର ହୋଇନଥାନ୍ତି । ଶାସ୍ତ୍ର ଅନୁସା ରେ ଏମାନଙ୍କ ଭାଗ୍ୟ ରେ ୩ଟି ସନ୍ତାନ ଯୋଗ ଥାଏ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *