ନିଜ ଜନ୍ମ ତାରିଖରୁ ଜାଣନ୍ତୁ କଣ ଲେଖା ଅଛି ଆପଣଙ୍କ ଭାଗ୍ୟରେ ? ବାଛନ୍ତୁ ନିଜ ଜନ୍ମ ତାରିଖ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ସୂଚନା ଦେବାକୁ ଯାଉଅଛୁ ଯାହା ଆପଣଙ୍କୁ ବେସ ପସନ୍ଦ ହେବ । ତେବେ ଆପଣଙ୍କ ଜନ୍ମ ତାରିଖରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ଭାଗ୍ୟରେ କ’ଣ ଲେଖା ହୋଇଛି । ଏଠାରେ 1 ରୁ ଆରମ୍ଭ କରି 31 ପର୍ଯ୍ୟନ୍ତ ନମ୍ବର ରହିଅଛି । ଏହି ନମ୍ବର ଗୁଡିକ ରେ ରଙ୍ଗ ରହିଅଛି ଯାହା କିଛି କିଛି ମିଶି ଅଛି ଆଉ କିଛି ପୃଥକ । ତେବେ ଆପଣଙ୍କ ଜନ୍ମ ତାରିଖ କଣ ଅଟେ ସବୁଠାରୁ ପ୍ରଥମେ ଆପଣ ତାହା ଚିନ୍ତା କରି ନିଅନ୍ତୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ଯେଉଁ ମାନଙ୍କ ନମ୍ବର ଲାଲ ଅଥବା କମଳା ରଙ୍ଗର ଅଛି, ଯଦି ଆପଣଙ୍କ ଜନ୍ମ ଏହି ତାରିଖ ମାନଙ୍କରେ ହୋଇଛି ତେବେ ଆପଣଙ୍କ ଭାଗ୍ୟ ରେ ଲେଖା ହୋଇଛି, ଯେ ଆପଣଙ୍କୁ ପଇସା ନିମନ୍ତେ ସବୁଠାରୁ ଅଧିକା ଚିନ୍ତା ହୋଇଥାଏ । ଆପଣ ନିଜ କଷ୍ଟର ମାର୍ଗ ଖୋଜିବାକୁ ବହୁତ ଚେଷ୍ଟା କରିଥାନ୍ତି । ନୂଆ କିଛି କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ଭାଗ୍ୟ ଆପଣଙ୍କ କର୍ମ ଉପରେ ନିର୍ଭର କରିଥାଏ ଏଣୁ ଆପଣ ପ୍ରୟାସ ଜାରି ରଖନ୍ତୁ ।

ଯେଉଁ ମାନଙ୍କ ଜନ୍ମ ତାରିଖ ହଳଦିଆ ତଥା ଗ୍ରୀନ ରଙ୍ଗର ଅଛି, ସେମାନଙ୍କୁ ଅନେକ ସମୟରେ ଲାଗିଥାଏ ଯେ ତାଙ୍କ ଭାଗ୍ୟ ଉତ୍ତମ ଅଛି ମାତ୍ର କେବେ କେବେ ସେମାନେ କହିଥାନ୍ତି ଭାଗ୍ୟ ଖରାପ ବୋଲି । ମାତ୍ର ଯାହା ଭାଗ୍ୟରେ ଲେଖା ହୋଇଛି ତାହା ନିଶ୍ଚିତ ଭାବରେ ହେବ । ଏଥିରେ କିଏ କିଛି କରି ପାରିବେ ନାହିଁ । ଆପଣ ଏକ ଏଭଳି ବ୍ୟକ୍ତି ଅଟନ୍ତି ଯିଏ କେବେ କାହାର ଦୁଃଖ ଦେଖି ପାରିବ ନାହିଁ । ଆପଣଙ୍କ ଭାଗ୍ୟ ବହୁତ ପ୍ରବଳ ଅଟେ ।

ଯେଉଁ ମାନଙ୍କ ଜନ୍ମ ତାରିଖ ବାଇଗଣି ତଥା ବ୍ଲୁ ରଙ୍ଗର ଅଛି, ତେବେ ଆପଣ ଉତ୍ତମ ବୁଝାମଣା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ଅଳ୍ପ କଞ୍ଜୁସ ମଧ୍ୟ ଅଟନ୍ତି ଅନେକ ସମୟରେ ଆପଣ ଅଧିକ କିଛି ଚିନ୍ତା କରିଦେଇଥାନ୍ତି । ଆପଣ ବହୁତ ଡରି ଡରି ରହିଥାନ୍ତି ତଥା ଲଢେଇ ଝଗଡାରେ ବହୁତ ଇଣ୍ଟ୍ରେଷ୍ଟ ରଖିଥାନ୍ତି । ଆପଣ ନିଜ ଭବିଷ୍ୟତ ନିମନ୍ତେ ସିରିୟସ ନୁହଁନ୍ତି । ଆପଣ ସବୁବେଳେ ଫ୍ରିଡମରେ ରହିବାକୁ ପସନ୍ଦ କରନ୍ତି । ମାତ୍ର ସମୟ ଥାଉ ଥାଉ ଆପଣ ନିଜ ଅଭ୍ୟାସ କୁ ପରିବର୍ତ୍ତନ କରି ନିଅନ୍ତୁ । ଭଗବାନ ଶିବଙ୍କର ବହୁତ ବଡ କୃପା ରହିଛି ଆପଣଙ୍କ ଉପରେ ।

ଆପଣଙ୍କ ଭାଗ୍ୟରେ ବହୁତ ଅର୍ଥ ଲେଖା ହୋଇଛି ମାତ୍ର ଆପଣଙ୍କର ଖରାପ ଅଭ୍ୟାସ ଆପଣଙ୍କୁ ସେଠାକୁ ପହଞ୍ଚିବାକୁ ଦେଉନାହିଁ । ଯେଉଁଭଳି ଭାବରେ କର୍ମ ଖରାପ ହେଉଛି ଆପଣଙ୍କ ଠାରୁ ଭାଗ୍ୟ ଦୂରେଇ ହୋଇ ଯିବାରେ ବସିଛି । ଯଦି ଆପଣ ଚାହୁଁଛନ୍ତି ଯେ ଭଲ ସମୟ ଆପଣଙ୍କ ପାଖକୁ ଚାଲି ଆସୁ ତେବେ ଆପଣଙ୍କୁ ନିଜ କର୍ମ ରେ ପରିବର୍ତ୍ତନ କରିବାକୁ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *