ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ରିଅଲ ଲାଇଫରେ ଛାଡପତ୍ର ନେଇଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
କୋଏଲ ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ କୋଏଲ ବାନାର୍ଜୀ । ତେବେ ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲ ପ୍ରଥମେ ବବି ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ ହେଲେ କିଛି କାରଣ ହେତୁ ସେ ବବିଙ୍କ ଠାରୁ ୨୦୨୧ ମସିହାରେ ଛାଡପତ୍ର ନେଲେ । ଗତ କିଛି ଦିନ ତଳେ କୋଏଲ ନିଜ ବୟଫ୍ରେଣ୍ଡଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି ।
ରଚନା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଙ୍ଗୀୟ ସୁନ୍ଦରୀ ରଚନା ବାନାର୍ଜୀ । ତେବେ ଆପଣ ମାନେ ଜାଣିଥିବେ ଯେ, ରଚନା ୨୦୦୩ ମସିହାରେ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ୨୦୦୪ ମସିହାରେ ରଚନା ଓ ସିଦ୍ଧାନ୍ତଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା ।
ପ୍ରିୟା ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରିୟା ଚୌଧୁରୀ । ପ୍ରିୟା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପ୍ରିୟା ୨୦୧୩ ମସିହାରେ ଦୁର୍ଗାପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁଇଜଣ ଅଲଗା ହୋଇଯାଇଥିଲେ । ଏବେ ପ୍ରିୟା ଦ୍ଵିତୀୟ ବିବାହ କରି ଖୁସିରେ ଅଛନ୍ତି ।
ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଅନୁ ଚୌଧୁରୀ । ଆପଣ ମାନେ ସମସ୍ତେ ଅନୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅନୁ ୨୦୦୬ ମସିହାରେ ସନ୍ଦିପ ମିଶ୍ରଙ୍କୁ ବିବାହ କରିଥିଲେ ହେଲେ କିଛି କାରଣ ହେତୁ ୨୦୧୨ ମସିହାରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।
ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବର୍ଷା ପ୍ରିୟଦର୍ଶନୀ । ବର୍ଷା ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତେବେ ବନ୍ଧୁଗଣ ଆପଣ ମାନେ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ଷା ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ୨୦୧୪ ମସିହାରେ ବିବାହ କରିଥିଲେ । ହେଲେ ପାରିବାରିକ କଳହ ହେତୁ ଏହି ଦୁଇଜଣ ପରେ ଅଲଗା ହୋଇଗଲେ ।