ଜ୍ଵାଇଁ ମୃତ୍ୟୁ ପାଇଁ ନିଜ ଝିଅକୁ ହିଁ ଦାୟୀ କଲେ ବାପା ଆଉ କହିଲେ ‘ମୋ ଝିଅ ଓ ତା’ ପ୍ରେମିକ ହିଁ ମୋ ଜ୍ଵାଇଁକୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାହା ସମ୍ବନ୍ଧରେ ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବାପା ଜଣଙ୍କ କହିଛନ୍ତି ଯେ ଝିଅ କହୁଛି ଯେ ତା ସ୍ଵାମୀ ଙ୍କୁ କିଏ ମାରିଦେଇଛି କିନ୍ତୁ ମୋତେ ମୋ ଝିଅ କଥା ଉପରେ ବିଶ୍ଵାସ ହେଉନାହିଁ । ଯେତେବେଳେ ସ୍ଵାମୀ ସ୍ତ୍ରୀ ଥିଲେ ଯେତେବେଳେ ଗୋଟିଏ ପିଲା ଆସି ତାକୁ ମ-ଆରିବାକୁ ଚାହୁଁଥିଲା,

ସ୍ତ୍ରୀ ହୋଇ ସ୍ଵାମୀ ଙ୍କୁ ଯଦି ଷପୋର୍ଟ କରିଥାନ୍ତା ତେବେ ସେ ନିଶ୍ଚିତ ଭାବରେ ବଞ୍ଚିପାରିଥାନ୍ତା । ବାପା ହିସାବରେ ପ୍ରଥମ ବାପା ଯେ କି ଝିଅ କଥା କୁ ବିଶ୍ଵାସ କରି ପାରୁ ନାହାଁନ୍ତି । କାରଣ ସ୍ଵାମୀ ସ୍ତ୍ରୀ ଦୁଇଜଣ ଅଛନ୍ତି, ଗୋଟିଏ ପର ପୁରୁଷ ଆସି ଯଦି ତାଙ୍କୁ ଆ-ଟ-ଆକ କରୁଛି, ତେବେ ସ୍ତ୍ରୀ ର କୌଣସି ଉପାୟ ଅଛି ତା ସ୍ଵାମୀ ଙ୍କୁ ବଞ୍ଚାଇବା ପାଇଁ,

ବାପା ଜଣକ କହିଛନ୍ତି ଯେ ଏଥିରେ କିଛି ଲୁଚାଇବାର ନାହିଁ ଯାହା କହୁଛନ୍ତି ସେ ସତ କହୁଛନ୍ତି, ତାଙ୍କର କିଛି ବିଶ୍ଵାସ ହେଉନାହିଁ । ତାଙ୍କ ଝିଅ ତାଙ୍କୁ 29 ତାରିଖ ଦିନ ଫୋନ କରି କହିଲେ ଯେ ସ୍ଵାମୀ କୁଆଡେ ଗାୟବ ହୋଇଯାଇଛନ୍ତି । ଏହା ପରେ ବାପା ଆସି ଝିଅ ଘରେ ଦେଖିଲେ ଯେ ଜ୍ଵାଇଁ ଘରେ ନାହାଁନ୍ତି, ତାଙ୍କ ମା’ ଅଛନ୍ତି ଏବଂ ଝିଅ ଅଛି । ଏହା ପରେ ଝିଅ କହିଲା ବାପା ଙ୍କୁ ଯେ ଜ୍ଵାଇଁ ମା’ ପାଇଁ ଟିଫିନ ଆଣିବାକୁ ଯାଇଥିଲେ ।

ଟିଫିନ ନେଇ ଆସିଲା ପରେ ବିରକ୍ତି ହେଲେ, ଏହାପରେ ଝିଅ ଜ୍ଵାଇଁ କୁ ପଚାରିଲେ ଯେ କାହିଁକି ଏଭଳି ହେଉଛ ? ଜ୍ଵାଇଁ କହିଲେ ଯେ ମା’ ପାଇଁ ଟିଫିନ୍ ଆଣିବାକୁ ଯାଇଥିଲି ବିରକ୍ତି ଲାଗୁଛି । ଏହିଭଳି କହି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଝିଅ ଚାକୁ ଧରି ନିଜ ହାତକୁ କାଟିବାକୁ ଯାଇଥିଲେ । ଏହାପରେ ଜ୍ଵାଇଁ ଚାକୁ ଛଡାଇ ବାହାରକୁ ଫିଙ୍ଗିଦେଇଥିଲେ । ଏହାପରେ ଝିଅ କୁ ଜ୍ଵାଇଁ କହିଲେ ତୁମେ ଶୋଇବ ଯାଅ ମୁଁ ଟିକିଏ ଟିଭି ଦେଖୁଛି ସକାଳେ ମେଡ଼ିସିନ ଆଣିବା ।

ଝିଅ ଯାଇ କୁଆଡେ ଶୋଇଲା ଏହାପରେ ଝିଅର ନିଦ ଭୋର ୪ ରେ ଭାଙ୍ଗିଲା ବେଳକୁ ଜ୍ଵାଇଁ ଘରେ ନାହିଁ । ମାତ୍ର ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଫୋନ କରି କହିଲେ ଯେ ଏଠାରେ ଏକ ଡେଡବଡି ପଡିଛି । ଏହାପରେ ପରିବାର ଲୋକେ ପୋଲିସ ଙ୍କୁ ଖବର କରି ସେଠାରେ ପହଞ୍ଚି ଦେଖିଲେ ଯେ ଜ୍ଵାଇଁ ସବୁଦିନ ଲାଗି ଆରପାରିକୁ ଚାଲିଯାଇଛନ୍ତି । ତେବେ ଏହି ଘଟଣାର ସତ୍ୟାସତ୍ୟ ସଂପୂର୍ଣ୍ଣ ଭାବରେ ଜଣା ପଡିନାହିଁ । ପୋଲିସ ର ତଦନ୍ତ ପରେ ସତ କଣ ସାମ୍ନା କୁ ଆସିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *