ନିଜ ଜବାନି ସମୟରେ କିଛି ଏମିତି ଦେଖା ଯାଉଥିଲେ ଭାରତର ଏହି 6 ଜଣ ବଡ ରାଜନେତା, Pm Modiଙ୍କୁ ତ ଆପଣ ବିଲକୁଲ ବି ଚିହ୍ନି ପାରିବେ ନାହିଁ

ବନ୍ଧୁଗଣ ଆମ ଭାରତ ଦେଶରେ ବହୁତ ବଡ ବଡ ରାଜନୀତିଜ୍ଞ ରହି ଆସିଛନ୍ତି । ଆପଣ ମାନେ ମଧ୍ୟ ଏହି ରାଜନୀତିଜ୍ଞ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏମାନେ ନିଜ ସଂପୂର୍ଣ୍ଣ ଜୀବନ ଲୋକ ମାନଙ୍କ ସେବାରେ ବିତାଇ ଦିଅନ୍ତି । ଯାହାଫଳରେ ଏମାନେ ନିଜ ପର୍ଶନାଲ ଜୀବନ ଉପରେ ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆମ ଭାରତ ଦେଶରେ ରହି ଆସିଥିବା କେତେକ ବଡ ବଡ ରାଜନୀତିଜ୍ଞ ମାନଙ୍କର ଯୌବନ ବିଷୟରେ କହିବାକୁ ଯାଉଛି । ସେମାନେ ଯୌବନ ସମୟରେ କିପରି ନଜର ଆସୁଥିଲେ ଆଜି ଆପଣ ମାନେ ଜାଣିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ନରେନ୍ଦ୍ର ମୋଦୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତର ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ଧୁଗଣ ମୋଦୀଙ୍କୁ ବର୍ତ୍ତମାନ ବହୁତ ବର୍ଷ ହୋଇସାରିଛି ହେଲେ ସେ ନିଜ ଯୌବନ ସମୟରେ ବହୁତ ଫିଟ୍ ଓ ଆକର୍ଷିତ ନଜର ଆସୁଥିଲେ । ଆପଣ ମାନେ ଆମର ଏହି ଫଟୋ ମାଧ୍ୟମରେ ତାଙ୍କୁ ଦେଖିପାରୁଥିବେ ।


ମମତା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଙ୍ଗାଳର ବଡ ରାଜନୀତିଜ୍ଞ ମମତା ବାନାର୍ଜୀ । ମମତା ପଶ୍ଚିମ ବଙ୍ଗାଳର ମୁଖ୍ୟ ମନ୍ତ୍ରୀ ଅଟନ୍ତି । ଆପଣ ମାନେ ଆମ ଫଟୋ ମାଧ୍ୟମରେ ତାଙ୍କ ଯୌବନ ଫଟୋକୁ ଦେଖିପାରୁଥିବେ ।


ସୁଷମା ସ୍ଵରାଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତର ରାଜନୀତିଜ୍ଞ ସୁଷମା ସ୍ଵରାଜ । ସୁଷମା ରାଜନୀତିରେ ଥିବା ସହ ସୁପ୍ରିମ କୋର୍ଟର ଜଜ୍ ମଧ୍ୟ ଥିଲେ । ସୁଷମା ବିଜେପି ପାର୍ଟିର ଜଣେ ବରିଷ୍ଠ ନେତା ଅଟନ୍ତି ଓ ସେ ଭାରତ ବିଦେଶ ମନ୍ତ୍ରୀ ପଦରେ ରହିଛନ୍ତି । ଆପଣ ମାନେ ଆମ ଫଟୋ ମଧ୍ୟରେ ସୁଷମାଙ୍କୁ ଦେଖିପାରୁଥିବେ । ଯୌବନ ସମୟରେ ସୁଷମା ଏପରି ନଜର ଆସୁଥିଲେ ।


ସୋନିଆ ଗାନ୍ଧୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତର ବଡ ରାଜନୀତିଜ୍ଞ ସୋନିଆ ଗାନ୍ଧୀ । ସୋନିଆ କଂଗ୍ରେସ ପାର୍ଟିର ମୁଖ୍ୟ ଅଧିକାରୀ ଅଟନ୍ତି । ନିଜ ଯୌବନ ସମୟରେ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନଥିଲେ । ଆପଣ ମାନେ ସମସ୍ତେ ତାଙ୍କ ଫଟୋକୁ ଦେଖିପାରୁଥିବେ । ସେହି ସମୟରେ ସେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଥିଲେ ।


ରାହୁଲ ଗାନ୍ଧୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଭାରତ ୟଙ୍ଗ ପଲିଟିସିୟାନ ରାହୁଲ ଗାନ୍ଧୀ । ରାହୁଲ ବର୍ତ୍ତମାନ କଂଗ୍ରେସ ପାର୍ଟିର ସମର୍ଥନରେ ରହିଛନ୍ତି । ନିଜ ଯୌବନ ସମୟରେ ସେ ଏହିପରି ନଜର ଆସୁଥିଲେ ।

ମନମହୋନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତର ପୂର୍ବତ୍ତମ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ । ବନ୍ଧୁଗଣ ମନମୋହନ ଜଣେ ଶାନ୍ତିପ୍ରିୟ ମଣିଷ ଥିଲେ ସେଥିପାଇଁ ସେ ଅଧିକାଂଶ ସମୟ ଚୁପ ରୁହନ୍ତି । ସେ ନିଜ ଯୌବନ ସମୟରେ କିଛି ଏହିପରି ନଜର ଆସୁଥିଲେ ।

ତେବେ ଫ୍ରେଣ୍ଡ୍ସ ଜବାନି ସମୟରେ କେଉଁ ରାଜନେତା ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *