ନିଜ ବ୍ରେକଅପ କାହାଣୀ ଖୋଲି କହିଲେ ଅଭିନେତା Raj Rajesh, କିପରି ଶ୍ରଦ୍ଧା ତାଙ୍କୁ ସମସ୍ତଙ୍କ ସାମ୍ନାରେ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ ମାନେ କାମ କରିଥିବାର ଆପଣ ମାନେ ଦେଖିଥିବେ । ସେମାନଙ୍କ ଅଭିନୟ ବିଶେଷ କରି ସମସ୍ତଙ୍କୁ ଭଲ ଲାଗିଥାଏ । କିଛି ବିଶେଷ ସେଲିବ୍ରେଟି ଥାନ୍ତି ଯାହାଙ୍କ ଅଭିନୟକୁ ଦରସକେ ବହୁତ ଭଲ ପାଆନ୍ତି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଓଡିଆ ସିରିୟଲର ଅଭିନେତା ବିଷୟରେ କହିବାକୁ ଯାଉଅଛୁ ଯାହା ଅଭିନୟକୁ ଦର୍ଶକେ ବହୁତ ଭଲ ପାଇବା ଦେଇଛନ୍ତି ।

ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଅଭିନେତା ରାଜ ରାଜେଶ କହିଛନ୍ତି ଯେ ତାଙ୍କୁ ଆକଟିଂ କରିବାକୁ ଭଲ ଲାଗେ । ଷ୍ଟାର୍ଟିଂ ସେ ନେଗେଟିଭ କ୍ୟାରେକ୍ଟରରୁ କରିଥିଲେ । କିନ୍ତୁ ଲୋକେ ତାଙ୍କୁ ରିୟଲ ଲାଇଫରେ ଭିଲିଆନ ବୋଲି ଭାବୁଛନ୍ତି ମାତ୍ର ସେମିତି କିଛି ନାହିଁ ସମୟକୁ ଅପେକ୍ଷା କରିଲେ ସତ କ’ଣ ତାହା ଭଲ ଭାବରେ ଜାଣିପାରିବେ । ଇଣ୍ଡଷ୍ଟ୍ରୀ ଭିତରେ କିଛି ଲୋକ ସତ କ’ଣ ତାହା ଭଲ ଭାବରେ ଜାଣିଛନ୍ତି ।

ଯିଏ ଭୁଲ କରିଥାଏ ସିଏ ସଫେଇ ଦିଏ, ମାତ୍ର ଅଭିନେତା ରାଜ ରାଜେଶ ସଫେଇ ନଦେଇ ଚୁପ ଅଛନ୍ତି ଏହାର ଅର୍ଥ ନୁହେଁ ଯେ ସେ ଅପରାଧୀ । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ସହିତ ଅଭିନେତା ରାଜ ରାଜେଶ ଙ୍କର ନିର୍ବନ୍ଧ ଶେଷ ହୋଇଥିଲା ମାତ୍ର ଏଭଳି କ’ଣ ହେଲା ଯେ ତାହା ଭାଙ୍ଗିଗଲା ?

ଏହି ସମ୍ପର୍କରେ ଅଭିନେତା ରାଜ ରାଜେଶ କହିଛନ୍ତି ଯେ ସବୁ କାହାଣୀ ପଛରେ କିଛି ଗୋଟିଏ କାହାଣୀ ନିଶ୍ଚିତ ଭାବରେ ଲୁଚି ରହିଥାଏ । ଭୁଲ କାହାର ଅଛି ଠିକ କାହାର ଅଛି ତାହା ସମୟ କହିଦେବ ଯେ ସତ କ’ଣ ବୋଲି ? ସମସ୍ତେ ନିଶ୍ଚିତ ଜାଣିଯିବେ ସମୟ ଆସିଲେ ଯେ ସତ କ’ଣ, ତାଙ୍କ ଘରେ ସବୁବେଳେ ସେ ଏହି ଶିକ୍ଷା ପାଇଛନ୍ତି ଯେ ନାରୀ ଙ୍କୁ ସନ୍ନମାନ ଦେବା । ଏଣୁ ସେ ଉଚିତ ସନ୍ନମାନ ଦେବା ଭଲ ଭାବରେ ଜାଣିଛନ୍ତି । ଜଣଙ୍କ ସହିତ ସେ ଥିଲେ ମାତ୍ର ସେ ବର୍ତ୍ତମାନ ନାହାଁନ୍ତି, ଏହାର ଅର୍ଥ ଏହା ନୁହେଁ ଯେ ସେ କିଛି ଖରାପ କରି କହିବେ ।

ପର୍ଶନାଲ ଲାଇଫରେ ବହୁତ ଜଣ କୁହନ୍ତି ଯେ ଭିଲିଆନ ବୋଲି ମାତ୍ର ତାଙ୍କ ବାପା ମା’ ଙ୍କ ନଜରରେ ସେ କିଛି ଭୁଲ କରି ନାହାଁନ୍ତି । ଯାହା ସତ ତାହା ଯେତିକି ଜଣ ଜାଣିଛନ୍ତି ତାହା ଧୀରେ ଧୀରେ ସମସ୍ତେ ନିଶ୍ଚିତ ଭାବରେ ଜାଣିବେ । ତାଙ୍କର କିଛି ଭୁଲ ନାହିଁ ବୋଲି କହିଛନ୍ତି କିନ୍ତୁ ଆଜିଭଳି ଦିନରେ ଲୋକଙ୍କ ନଜରରେ ଭୁଲ ସବୁବେଳେ ପୁଅ କରିଥାଏ ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମ୍ଭେ କିଛି ଭୁଲ କରିଛୁ ତେବେ ତାହାର କାରଣ ଆମେ ହେବା ଦରକାର ଆମ୍ଭ ଭୁଲ ପାଇଁ ବାପା ମା’ ଅଥବା ପରିବାର କୌଣସି ଅସୁବିଧା ର ସମ୍ମୁଖୀନ ହେବା ଆଦୌ ଉଚିତ ନୁହେଁ । ଘର ଲୋକଙ୍କୁ ଦେଖି ଯାହା ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କ ଭଲ ପାଇଁ ହିଁ ନେଇଥିଲେ ବୋଲି କହିଛନ୍ତି ଅଭିନେତା ରାଜ ରାଜେଶ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *