ନିଜର ବିବାହିତ ଜୀବନକୁ ବର୍ବାଦ କରିବାକୁ ବସିଥିଲେ Shahrukh Khan, ଏହି 4 ଜଣ Actress ଙ୍କ ସହ ଚଲାଇଥିଲେ ଅଫେୟାର, ନଂ 3ଙ୍କ ବିଷୟରେ ଜାଣିଲେ ବିଶ୍ଵାସ ହେବ ନାହିଁ

ସହରୁଖ ଖାଁନ ତାଙ୍କର ବଲିଉଡ ଜୀବନରେ ଅଭିନୟ ଦ୍ୱାରା ବହୁତ ଅଭିନେତ୍ରୀ ମାନଙ୍କୁ ନିଜର ଦିୱାନା ବନେଇ ସାରିଛନ୍ତି । କିନ୍ତୁ ସେ ମଧ୍ୟ ତାଙ୍କର ଅସଲି ଜୀବନରେ ବହୁତ ହିରୋଇନ ମାନଙ୍କୁ ନିଜର ଦିୱାନା କରି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଶାହରୁଖ ଖାଁନଙ୍କ ପ୍ରେମରେ ପଡିଥିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ । ୨୦୧୭ ମସିହାରେ ଆସିଥିବା ରଇଜ ଫିଲ୍ମର ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାଁନ । ଯିଏକି ଦେଖିବାକୁ ବହୁତ ସୁନ୍ଦରୀ । ସେ ପାକିସ୍ତାନ ଫିଲ୍ମ ଇଣ୍ଡରଷ୍ଟ୍ରି ରେ ବହୁତ ନାମ କରିଛନ୍ତି । ତାଙ୍କର ଅଭିନୟ ସବୁବେଳେ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

ସେ ୨୦୧୭ ରେ ଶାହରୁଖ ଖାଁନ ଙ୍କ ସହିତ ବଲିଉଡରେ ନିଜ ଜାଗା ବନେଇଥିଲେ । କିନ୍ତୁ ଏହା ପରେ ତାଙ୍କୁ କୌଣସି ଫିଲ୍ମ ମିଳି ନଥିଲା । ସେ ଶାହରୁଖ ଖାନଙ୍କ ସହିତ କରିଥିବା ଫିଲ୍ମରେ ତାଙ୍କର ରୋମାଣ୍ଟିକ ସିନ ଗୁଡିକ ରିଅଲ ଲାଇଫରେ ମଧ୍ୟ ଚାଲିଥିଲା । ଏହାର କିଛିଦିନ ପରେ ପାକିସ୍ତାନୀ ମାନଙ୍କୁ ସମାଲୋଚନା ପରେ ତାଙ୍କୁ ଆଉ ବଲିଉଡରେ ସୁଯୋଗ ମିଳି ନଥିଲା । ଏହା ପରେ ଶାହରୁଖ ଖାଁନ ଙ୍କ ସହିତ ତାଙ୍କର ସମ୍ପର୍କ ସବୁଦିନ ପାଇଁ ସରି ଯାଇଥିଲା ।

ଏହା ପରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଶାହରୁଖ ଖାଁନଙ୍କ ସହିତ କିଛି ଦିନ ପାଇଁ ସମ୍ପର୍କରେ ଆସିଥିଲେ । ସେ ଶାହରୁଖ ଖାନଙ୍କ ସହିତ ଡନ ଫିଲ୍ମରେ କାମ କରି ସାରିଛନ୍ତି । ସେ ଶାହରୁଖ ଖାନଙ୍କ ହାତ ଧରି ଆଗକୁ ବଢିବାକୁ ଚାହୁଁଥିଲେ । ଶାହରୁଖ ଖାଁନ ପ୍ରିୟଙ୍କାଙ୍କୁ ସବୁବେଳେ ଆଗରେ ରଖୁଥିଲେ ।

ସେ କୌଣସି ପାର୍ଟିରେ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ସାଙ୍ଗରେ ନେଇ ଯାଉଥିଲେ । ଏହି କଥା ଧୀରେ ଧୀରେ ଶାହରୁଖ ଖାଁନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଜଣା ପଡିଥିଲା । ଏହା ପରେ ଗୌରୀ ଖାଁନ ଶାହରୁଖ ଖାନଙ୍କୁ ତାଙ୍କ ପରିବାର ଭାଙ୍ଗିଯିବାର ଧମକ ଦେଇଥିଲେ । ଏହା ପରେ ଶାହରୁଖ ଖାଁନ ପ୍ରିୟଙ୍କାଙ୍କ ସହିତ ଅଲଗା ହେବା ସହିତ ,ସେ ତାଙ୍କ ସହିତ ଏ ପର୍ଯ୍ୟନ୍ତ କଥାବାର୍ତ୍ତା ମଧ୍ୟ ହେଉ ନାହାନ୍ତି ।

ଆହୁରି କୁହାଯାଏ , ସାହରୁଖ ଖାଁନ ଜୁହି ଚାୱଲା ଙ୍କ ସହିତ ବହୁତ କାମ କରିବା ପରେ ସେମାନଙ୍କ ମଧ୍ୟରେ ଏକ ସମ୍ପର୍କ ଗଢି ଉଠିଥିଲା । ସେମାନେ ଉଭୟେ ଉଭୟଙ୍କ ପ୍ରେମରେ ମଧ୍ୟ ପଡି ଯାଇଥିଲେ । କିନ୍ତୁ କିଛି ଭୁଲ ଭଝାବଣା ଯୋଗୁ ସେମାନଙ୍କର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା ।

ଏହା ପରେ ଶାହରୁଖ ଖାଁନ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ସହିତ ମଧ୍ୟ ପ୍ରେମରେ ପଡ଼ିଥିଲେ । ସେ କାଜୋଲଙ୍କ ସହିତ ବହୁତ ହିଟ ଫିଲ୍ମ ଦେବା ପରେ ସେମାନଙ୍କ ସମ୍ପର୍କ ଧିରେ ଧିରେ ବହୁତ ମଝବୁତ ହୋଇଥିଲା । କିନ୍ତୁ ସମୟ ପୂର୍ବରୁ ସେମାନେ ଉଭୟେ ଉଭୟଙ୍କୁ ସମ୍ଭାଳି ନେଇଥିଲେ । କାରଣ କାଜଲ ମଧ୍ୟ ଅଜୟ ଦେବଗନଙ୍କ ସହିତ ବହୁତ ଦିନ ଧରି ସମ୍ପର୍କରେ ଥିଲେ । ଏହା ପରେ ସେ ନିଜକୁ ସମ୍ଭାଳି ନେଇଥିଲେ ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *