‘ଫୋନ୍ ରେ ଝିଅମାନଙ୍କ ଫଟୋ ତଳେ ସେ ରେଟ୍ ଲେଖିକି ସେ ପଠାଉଛି, କାହାର 2000 ତ କାହାର 5000। ଆଉ ତା’ପରେ ସେମାନଙ୍କୁ…’

ବନ୍ଧୁଗଣ, ଯୁବତୀ ଜଣକ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ଭଉଣୀ ଗଙ୍ଗୋତ୍ରୀ ପତି ୮ ଦିନ ଆଗରୁ ଗୋଟିଏ କମ୍ପ୍ଲେନ କରିଥିଲେ କବିପ୍ରସାଦ ମହାନ୍ତି ଙ୍କ ନାମରେ । ୬ ରୁ ୭ ମାସ ହୋଇଯିବ ସେ ହଇରାଣ କରି ଆସୁଛନ୍ତି । ଯୁବତୀ ଙ୍କୁ ପ୍ରଥମେ ହଇରାଣ କରି ଆସୁଥିଲେ ମାତ୍ର ଯେତେବେଳେ ତାଙ୍କୁ ପାରିଲେ ନାହିଁ, ସେତେବେଳେ ସେ ତାଙ୍କ ଭଉଣୀ ଙ୍କୁ ଫୋନ ତଥା ମେସେଜ ମାଧ୍ୟମରେ ହଇରାଣ କରିଲେ ।

ରାତିରେ ପୋଲିସ ତାଙ୍କ ଭଉଣୀ ଏବଂ ଉକ୍ତ ଲୋକଙ୍କୁ ଡକାଇଥିଲେ, ଏହାପରେ ଆଇଆଇସି ସାର କହୁଛନ୍ତି ତାଙ୍କ ଭଉଣୀ ଙ୍କୁ ଯେ ଭୁବନେଶ୍ଵର ଯଥା ସମ୍ଭବ ଛାଡ । ମାତ୍ର ତୁମର ଯୋଗ୍ୟତା ନାହିଁ ଏଠାରେ ରହିବାର, ଗଙ୍ଗୋତ୍ରୀ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଯୁବତୀ ଜଣଙ୍କ କହିଛନ୍ତି ଯେ ୩ ବର୍ଷ ପୂର୍ବ ରୁ ସେ ଭୁବନେଶ୍ଵର ଆସିଥିଲେ ଏବଂ ସମାଜସେବୀ ଭାବରେ ଉକ୍ତ ବ୍ୟକ୍ତି ଙ୍କୁ ଜାଣିଥିଲେ ।

ମାତ୍ର ତାଙ୍କ ନେଚର ସମ୍ବନ୍ଧରେ ସେ ଜାଣି ନଥିଲେ । ଧୀରେ ଧୀରେ ସେହି ବ୍ୟକ୍ତି ଙ୍କ ନେଚର ସମ୍ବନ୍ଧରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଲେ ଯେ ଝିଅ ମାନଙ୍କ ସହିତ ଖରାପ କାମ କରନ୍ତି ଏବଂ ତାଙ୍କୁ ମଦ ପିଆଇ ନାନା ପ୍ରକାରର ପ୍ରତିଶୃତି ଦେଇଥାନ୍ତି । ଉକ୍ତ ବ୍ୟକ୍ତି ଯୁବତୀ ଙ୍କୁ ଭଉଣୀ କରିଥିଲେ, ଏବଂ ତାଙ୍କ ମା’ ବାପା ଙ୍କୁ ନିଜ ମା ବାପା ଭଳି ଦେଖୁଥିଲେ ।

ସେ ସେହି ଘରର ପୁଅ ଥିଲେ । ସେହି ବ୍ୟକ୍ତି ଜଣକ ପଇସା ନେଇ ପରୀକ୍ଷା ପେପର କାମ ମଧ୍ୟ କରୁଛି, ବହୁତ ଇଲିଗାଳ କାମ ମଧ୍ୟ କରିଥିବାର ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ ପୋଲିସ ଏ ବାବଦରେ ସବୁ ଜାଣି ମଧ୍ୟ ସେହି ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରୁଛନ୍ତି । ଆଜିକାଲୀ ର ଜେନେରେସନ କୁ ଖରାପ କରୁଛନ୍ତି ଏହିଭଳି କିଛି ଲୋକ । ଯୁବତୀ କହିଛନ୍ତି ଯେ ମାନହାନି କେସ ଏବଂ ହାରାସମେଣ୍ଟ କେସ କରିବେ ସେହି ବ୍ୟକ୍ତି ଙ୍କ ବିରୁଦ୍ଧରେ ।

ଫୋନ ରେ ସେ ଝିଅ ମାନଙ୍କ ଫଟୋ ରଖି ତାହା ତଳେ ସେମାନଙ୍କ ରେଟ ମଧ୍ୟ ଲେଖାଯାଇଅଛି । ଗୋଟିଏ ଅଫିସ ଖୋଲି ସେଥିରେ ସେ ଅନେଇତିକ କାମ କରୁଛନ୍ତି । ଯୁବତୀ ଜଣକ ପ୍ରଷ୍ଠମାରୁ ଡଋ ଥିଲେ ଜଣେ ୫୦ ବର୍ଷୀୟ ଲୋକ ଏଭଳି କାମ କରି ସବୁଥିରେ ପାର ହେଇଯାଉଛି ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ର ବିଷୟ ଅଟେ । ପୋଲିସ ଏହାକୁ ନେଇ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *