ନିଜ ବାପା-ମା’ଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା Thalapathy Vijay, କିନ୍ତୁ କାହିଁକି …?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ତଲପଥି ବିଜୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତଲପଥି ବିଜୟଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ ।

‘ମାଷ୍ଟର’ ଫିଲ୍ମ ଅଭିନେତା ବିଜୟ ନିଜ ଷ୍ଟାଇଲ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବର୍ତ୍ତମାନ ସେ ଏକ ଭିନ୍ନ କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ଅଛନ୍ତି । ଅଭିନେତା ମାଡ୍ରାସ ହାଇକୋର୍ଟରେ ନିଜ ବାପା-ମା’ଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିବା ଜଣାପଡିଛି । ତା ହେଲେ ବନ୍ଧୁଗଣ ଅ-ଭି-ଯୋ-ଗ କରିବାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ,ବିଜୟ ତାଙ୍କ ବାପା-ମା’ଙ୍କ ସହ ମୋଟ ୧୧ ଜଣଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛନ୍ତି । ବିଜୟଙ୍କ ବାପା ତଥା ନିର୍ଦ୍ଦେଶକ ଏସ.କେ ଚନ୍ଦ୍ରଶେଖର କିଛି ସମୟ ପୂର୍ବରୁ ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ, ଯାହାର ନାମ ଥିଲା ‘ଅଲ ଇଣ୍ଡିଆ ଥଲାପତି ବିଜୟ ମକ୍କଲ ଇୟକ୍କମ୍’ । କୁହାଯାଉଛି ଯେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲରେ ବିଜୟଙ୍କ ବାପା ଏହି ନିର୍ବାଚନୀ ଦଳର ସାଧାରଣ ସମ୍ପାଦକ ଭାବରେ ନାମିତ ହୋଇଥିବା ବେଳେ ତାଙ୍କ ମାତା ଶୋଭା ଚନ୍ଦ୍ରଶେଖର ଏହାର କୋଷାଧ୍ୟକ୍ଷ ଅଟନ୍ତି ।


ଗତ କିଛି ଦିନ ପୂର୍ବରୁ ବିଜୟ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ତାଙ୍କର ଏହି ନିର୍ବାଚନ ଦଳ ସହ କୌଣସି ସମ୍ପର୍କ ନାହିଁ । ବିଜୟ କେବଳ ତାଙ୍କ ନାମ ପାଇଁ ଏହି ପାର୍ଟୀରେ ଯୋଗ ନଦେବାକୁ ପ୍ରଶଂସକଙ୍କୁ ନିବେଦନ କରିଥିଲେ । ବିଜୟ ଆହୁରି କହିଥିଲେ ଯେ ଯଦି କେହି ତାଙ୍କ ନାମ, ତାଙ୍କ ଇମେଜ୍ କିମ୍ବା ତାଙ୍କ ଫ୍ୟାନ୍ କ୍ଲବ ବ୍ୟବହାର କରନ୍ତି, ତେବେ ସେ ତାଙ୍କ ବି-ରୋ-ଧ-ରେ ଆବଶ୍ୟକ ପଦକ୍ଷେପ ନେବେ ।


ଏହା ପରେ ଏବେ କୁହାଯାଉଛି ଯେ ବିଜୟ ତାଙ୍କ ବାପା-ମା’ଙ୍କ ସମେତ ୧୧ ଜଣଙ୍କ ବି-ରୋ-ଧ-ରେ ମାଡ୍ରାସ ହାଇକୋର୍ଟରେ ଅ-ଭି-ଯୋ-ଗ କରିଛନ୍ତି । ତା ହେଲେ ସେ କଣ ପାଇଁ ଅ-ଭି-ଯୋ-ଗ କରିଲେ ଆପଣ ମାନଙ୍କୁ ଏହାର ଧାରଣା ଆସିଯାଇଥିବ । ବିଜୟ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା । ତାଙ୍କର ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ସାଉଥରେ ତାଙ୍କୁ ଲୋକମାନେ ବହୁତ ମାନନ୍ତି । ବର୍ତ୍ତମାନ ସେ ଏହି କାରଣ ପାଇଁ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତଲପଥି ବିଜୟ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *