ଏହି କାରଣରୁ ନିଜ ବଡ଼ ଝିଅ ପୁଜାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ ମହେଶ ଭଟ୍ଟ, କରିଥିଲେ ଲିପ ଲକ

ବଲିଉଡରେ ସବୁବେଳେ ଏମିତି କିଛି ନା କିଛି ଶୁଣିବାକୁ ମିଳିଥାଏ । ଯେଉଁ କାରଣରୁ ଫିଲ୍ମ ଦୁନିଆର ଲୋକେ ଲାଇମ ଲାଇଟରେ ରହିଥାନ୍ତି , କେବେ କେବେ କିଛି ଏମିତି କାହାଣୀ ସବୁ ଆଗକୁ ଆସିଥାଏ ଯାହାକୁ ଜାଣିକି ଆଶ୍ଚର୍ଯ୍ୟ ଲାଗିଥାଏ , ଏହା ସହିତ ତାହା ଉପରେ ବିଶ୍ୱାସ କରିବାକୁ ବହୁତ ମୁସ୍କିଲ ହୋଇଥାଏ , ଏମିତି ଆଗରୁ ବହୁତ୍ ଥର ହେଇଛି , ଯେବେ ଯେବେ ଫିଲ୍ମ ଦୁନିଆର ପର୍ଦା ପଛର କାହାଣୀ ଲୋକଙ୍କ ସାମ୍ନାକୁ ଆସିଲା ଶୁଣିବା ବାଲା ଆଶ୍ଚର୍ଯ୍ୟ ହୋଇଗଲେ , ପୁଣି ଥରେ ଏମିତି ଗୋଟେ କାହାଣୀ ସାମ୍ନାକୁ ଆସିଛି , ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଏହି କାହାଣୀ ଗୋଟେ ବାପାର , ଯିଏ ନିଜେ ହିଁ ଝିଅ ସହିତ ବିବାହ କରିବାକୁ ଚାହୁଁଥିଲେ ।

ଆଜ୍ଞା ହଁ , ଏହି କାହାଣୀ ହେଉଛି ବଲିଉଡର ଶ୍ରେଷ୍ଟ ଭଟ୍ଟ ପରିବାରର , ନିଜର କଳାକୁ ନେଇ ପରିପୂର୍ଣ୍ଣ ମହେଶ ଭଟ୍ଟଙ୍କୁ ଫିଲ୍ମ ଫେୟାର ର ପୁରସ୍କାର ମଧ୍ୟ ମିଳିଛି , ମହେଶ ଭଟ୍ଟଙ୍କୁ ବଲିଉଡର ସଫଳ ଓ ଫେମଶ ନିର୍ଦେଶକ ମଧ୍ୟରେ ଗଣାଯାଏ ଓ ଏହି କଥା ସେ ତାଙ୍କ ଫିଲ୍ମ ଜରିଆରେ ଦେଖେଇ ଥାଆନ୍ତି ,କିନ୍ତୁ କହି ଦେଉଛୁ କି ମହେଶ ଭଟ୍ଟ ତାଙ୍କର ଏହି ରୁପ ବ୍ୟତୀତ ବହୁତ ରଙ୍ଗୀନ ମିଯାଜ ର ବୋଲି ଜଣା ଜଆନ୍ତି , ନିଜର ଏହି ଅନ୍ଦାଜ କାରଣରୁ ସେ କେତେଥର ମିଡ଼ିଆ ଓ ଦେଶ ସାମ୍ନାରେ ଲଜିତ ହେବାକୁ ପଡ଼ିଥିଲା ।

ଝିଅ ସହିତ କରିଥିଲେ ଲିପ ଲକ

ଆପଣଙ୍କର ମନେଥିବ ଯେବେ ଗୋଟେ ମାଗାଜିନ କଭର ଉପରେ ମହେଶ ଭଟ୍ଟ ଓ ତାଙ୍କର ଝିଅ ପୁଜା ଭଟ୍ଟଙ୍କ ଫଟୋ ଛପି ଥିଲା , ଯେଉଁଥିରେ ମହେଶ ଭଟ୍ଟ ନିଜର ଝିଅ ପୁଜା ଭଟ୍ଟଙ୍କ ସହିତ ଲିପଲକ କରିବାର ନଜର ଆସିଥିଲେ , ବାସ ତାପରେ କଣ ଥିଲା, ଯେମିତି ହିଁ ଏହି ଫଟୋ ଲୋକଙ୍କ ପାଖରେ ପହଞ୍ଚିଲା , ବଲିଉଡ ସହିତ ମହେଶ ଭଟ୍ଟଙ୍କ ଜୀବନରେ ଝଡ଼ ଉଠି ଯାଇଥିଲା , ଏହି କଥା ମିଡିଆରେ ଖେଳିଗଲା ଓ ମହେସ ଭଟ୍ଟଙ୍କୁ ଏହି କାରଣରୁ ବହୁତ ଲଜିତ ହେବାକୁ ପଡ଼ିଥିଲା ,କଥା ଏତେ ବଢ଼ିଗଲା କି ପରେ ଏହି କଥାକୁ ନେଇ ବିବାଦ ସୃଷ୍ଟି ହେଲା ।

କହିଥିଲେ ଝିଅ ନ ହେଇଥିଲେ ବାହା ହେଇଯାଇଥାନ୍ତି

ବିବାଦ ଏତେ ବଢ଼ିଗଲାକି ଏହାକୁ ସମାପ୍ତ କରିବା ପାଇଁ ମହେଶ ଗୋଟେ ପ୍ରେସ କଂଫରେନ୍ସ ଡାକିଥିଲେ , ଯେଉଁଥିରେ ସେ ନିଜ ମନର କଷ୍ଟ ବିଷୟରେ କହିଲେ, ଯଦି ପୂଜା ମୋ ଝିଅ ନହୋଇଥାନ୍ତା ମୁଁ ତାକୁ ବିବାହ କରି ଦେଇଥାନ୍ତି , ଯେମିତି ମହେଶ ଭଟ୍ଟ ଏହିକଥା କହିଛନ୍ତି ଲିପଲକର ବିବାଦ ଗୋଟେ ଅଲଗା ଦିଗରେ ପହଞ୍ଚିଗଲା ଓ ଏହି ବିବାଦ ଗୋଟେ ଅଲଗା ହିଁ ରୁପ ନେଇଗଲା , ଏହି ବିବାଦ ମହେଶ ଭଟ୍ଟଙ୍କ ବିବାହ କରିବା କଥାକୁ ନେଇ ଆହୁରି ବଢ଼ିଗଲା ।

ଡିପ୍ରେଶନର ହେଲେ ଶିକାର

ଏହି କଥାର ପ୍ରଭାବ ମହେଶ ଭଟ୍ଟଙ୍କ ଉପରେ ଏମିତି ପଡିଲା କି ସେ ଡିପ୍ରେଶନରକୁ ଚାଲିଗଲେ , ପରେ ମହେଶ ଭଟ୍ଟ ମିଡିଆରେ କହିଲେ କି ସେ ବହୁତ ବିବାଦରେ ରହୁଛନ୍ତି ଓ ଏହି କାରଣରୁ ସେ ବହୁତ ଡିପ୍ରେଶନରରେ ଅଛନ୍ତି , ଏହା ସେହି କାରଣ ଥିଲା ଯେଉଁଥିପାଇଁ ଏହି ପ୍ରକାରର କଥା କହିଥିଲେ , ଯାହାପରେ ତାଙ୍କ ଜୀବନରେ ଏହି ଝଡ଼ ଆରମ୍ଭ ହୋଇଥିଲା , ସେ କହିଲେ କି ଏହି ଏହି କାରଣରୁ ତାଙ୍କୁ ବହୁତ୍ କିଛି ସହିବାକୁ ପଡ଼ିଥିଲା । ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *