ନିଜର ଏହି 5 ଟି ଖରାପ ଅଭ୍ଯାସ କାରଣରୁ ବଦନାମ ଅଟନ୍ତି Nia Sharma, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ଟିଭି ଜଗତର ଅଭିନେତ୍ରୀ ନିଆ ଶର୍ମା ନିଜର ଅଭିନୟ କୁ ନେଇ କମ ଏବଂ ନିଜର ଅନ୍ୟ ସବୁ କଥାକୁ ନେଇ ବେଶୀ ଅଧିକ ଚର୍ଚ୍ଚା ରେ ରହିଥାନ୍ତି।ଏବଂ ସୋସିୟାଲ ମିଡ଼ିଆ ରେ ନିଜର ବୋଲଡ ଫୋଟୋ କୁ ନେଇ ସେ ପରିଚିତ। ଏବଂ ବେଳେ ବେଳେ ସେ ଏଭଳି ଫୋଟୋ ପୋଷ୍ଟ କରନ୍ତି ଯାହାକୁ ନେଇ ବହୁତ ଟ୍ରୋଲ ମଧ୍ୟ ହୋଇ ଥାଆନ୍ତି। ତେବେ ଚାଲନ୍ତୁ ଜାଣିନେବା ନିଆ ଶର୍ମା ଙ୍କ ର କିଛି ଟ୍ରୋଲ ଏବଂ କଳହ ବିଷୟରେ ଯାହାପାଇ ସେ ବହୁତ ଟ୍ରୋଲ ର ଶିକାର ମଧ୍ୟ ହୋଇଥିଲେ।

୧- ପ୍ରଥମ ରେ ସେ ନିଜର ଜନ୍ମଦିନ ର କେକ୍ କୁ ନେଇ ବହୁତ ଚର୍ଚ୍ଚା ରେ ଥିଲେ। ଏବଂ ନିଆ ଶର୍ମା ଙ୍କ ଜନ୍ମ ଦିନର କେକ୍ କୁ ଦେଖି ଲୋକମାନେ ବହୁତ ଖରାପ ଭାବେ ତାଙ୍କୁ କଥା କହିଥିଲେ ଏବଂ ଟ୍ରୋଲ ମଧ୍ୟ କରିଥିଲେ। ଏବଂ ଏହି କେକ୍ ନିଆ ଙ୍କର ବନ୍ଧୁମାନେ ତାଙ୍କ ଜନ୍ମ ଦିନରେ ଦେଇ ଥିଲେ। ଯାହା ବହୁତ ଅଶ୍ଳୀଳ ଥିଲା। ଏବଂ ଯେବେ ଏହି ଫୋଟୋ ସବୁ ସୋସିୟାଲ ମିଡ଼ିଆ ରେ ଆସିଲା ସେତେବେଳେ ଲୋକମାନେ ବହୁତ ଖରାପ କଥା କହିଥିଲେ।

୨- ଦ୍ଵିତୀୟ ରେ ହେଉଛି ତାଙ୍କ ଧାରାବାହିକ ଜମାଇ ରାଜା ର ସୁଟିଙ୍ଗ ସେଟ ରେ। ଏବଂ ଏହି ସୁଟିଂ ସମୟରେ ସେମାନଙ୍କ ଭିତରେ ବହୁତ ଝଗଡା ମଧ୍ୟ ହେଉଥିଲା। ଏବଂ ସେ ବହୁତ ନଖରା ମଧ୍ୟ ଦେଖାଇଥିଲେ। ଏବଂ ଯେବେ ସେମାନଙ୍କ ଏକ ଇଣ୍ଟିମେଟ ଦୃଶ୍ୟ ଦେଖା ଗଲା ସେତେବେଳେ ରବିଙ୍କର ସ୍ତ୍ରୀ ସରଗୁନ ମଧ୍ୟ ବହୁତ ରାଗି ଯାଇ ଥିଲେ। ଏବଂ ତାଙ୍କ ଠାରୁ ଦୂରେଇ ରହିବା ପାଇଁ ମଧ୍ୟ କହି ଥିଲେ।

୩- ତୃତୀୟ ରେ ହେଉଛି ତାଙ୍କ ୱେବ ସିରିଜ ରେ ନିଜ ସହ ଅଭିନେତ୍ରୀ ଙ୍କୁ ଚୁ-ମ୍ବ-ନ ଦେବା। ଏହି ସିରିଜ ବିକ୍ରମ ଭଟ୍ଟଙ୍କର । ଏଥିରେ ନିଆ ଶର୍ମା ନିଜ ସହ ଅଭିନେତ୍ରୀ ଇଶା ଙ୍କୁ କି-ସ କରିଥିଲେ ଏବଂ ତାଙ୍କ ସହ ବେଡ଼ ସିନ ମଧ୍ୟ କରିଥିଲେ। ଏବଂ ଏହି ସବୁ ଦୃଶ୍ୟ ପାଇଁ ସେ ବହୁତ ଚର୍ଚ୍ଚା ରେ ମଧ୍ୟ ରହିଥିଲେ। ଏବଂ କିଛି ଲୋକଙ୍କ ଦ୍ଵାରା ଟ୍ରୋଲ ମଧ୍ୟ ହୋଇଥିଲେ।

୪- ଚତୁର୍ଥ ରେ ହେଉଛି ହୋଲି ସମୟରେ ସେ ନିଜ ଧାରାବାହିକ ଜମାଇ ରାଜା ସେଟ ରେ ଇଣ୍ଟରଭିଉ ଦେବା ସମୟରେ ନିଜ ସହ ଅଭିନେତ୍ରୀ ଙ୍କୁ କିସ କରି ଦେଇଥିଲେ।ଏବଂ ନିଜର ଏହି ଫୋଟୋ କୁ ସେ ସୋସିୟାଲ ମିଡ଼ିଆ ରେ ପୋଷ୍ଟ କରିଥିଲେ। ଏବଂ ଏହି ଫୋଟୋ କୁ ଲୋକମାନେ ଗ୍ରହଣ କରି ନ ଥିଲେ। ଏବଂ ସେ ନିଜର ସେହି ଫୋଟୋ କୁ ନେଇ ବହୁତ ଚର୍ଚ୍ଚାର ପାତ୍ର ହୋଇଥିଲେ ଏବଂ ବହୁତ ଟ୍ରୋଲ ମଧ୍ୟ ହୋଇ ଥିଲେ।

୫- ପଞ୍ଚମ ରେ ହେଉଛି ତାଙ୍କ ପ୍ରେମ ସମ୍ପର୍କ। ତାଙ୍କ ର ଅନେକ ପ୍ରେମ ସମ୍ପର୍କ ରହିଛି ଏବଂ ସର୍ଵଦା ସେହି କଥାକୁ ନେଇ ବହୁତ ଚର୍ଚ୍ଚା ରେ ମଧ୍ୟ ରହିଥିଲେ। କିନ୍ତୁ ନିଜ ସହ ଅଭିନେତା କୁଶଲ ଟଂଡ଼ନ ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ କୁ ନେଇ ସେମାନେ ବହୁତ ଚର୍ଚ୍ଚାର ପାତ୍ର ହୋଇଥିଲେ। ଏବଂ ତାଙ୍କ ବ୍ରେକ ଅପ ମଧ୍ୟ ବହୁତ ଚର୍ଚ୍ଚାର ପାତ୍ର ହୋଇଥିଲେ।

୬- ଷଷ୍ଠରେ ହେଉଛି ସେ ସର୍ଵଦା ନିଜର ପୋଷ୍ଟ ନିଜର ଫୋଟୋ ନିଜର ହରକତ କୁ ନେଇ ଟ୍ରୋଲ ହୋଇ ଥାଆନ୍ତି। କେତେବେଳେ ତାଙ୍କ ର ଅଜୀବ ମେକେଅପ କୁ ନେଇ ମଧ୍ୟ ଟ୍ରୋଲ ହୁଅନ୍ତି। ଏବଂ ସେ ଏହି ସବୁ କୁ କିଛି ଖାତିର କରନ୍ତି ନାହିଁ।

ନିଆ ଶର୍ମା ଙ୍କର ଏହା ଛଡା ଆହୁରି ଅନେକ ଝଗଡା ମଧ୍ୟ ରହିଛି ଏକତା କପୂରଙ୍କ ସହ ମଧ୍ୟ ତାଙ୍କର ବହୁତ ଝଗଡା ହୋଇଥିଲା। ଏବଂ ସେ ଏତେ ଟ୍ରୋଲ ହୋଇ ମଧ୍ୟ ସେ କେବେ ଡରି ନାହାନ୍ତି କିମ୍ବା ପଛେଇ ଯାଇ ନାହାଁନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *