ED ସ୍କାନରରେ ଶ୍ରଦ୍ଧାଞ୍ଜଳି ! ଖୋଲୁଛି ସବୁ କଳା କାରନାମା ! ନେତା ମନ୍ତ୍ରୀଙ୍କ ରାତିକୁ ରଙ୍ଗୀନ କରି ମେଣ୍ଟାଉଥିଲା ସେମାନଙ୍କ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ରଦ୍ଧାଞ୍ଜଳି ବେହେରା ଯିଏ ରାତି କୁ ରଙ୍ଗୀନ କରାଉଥିଲେ ଏବଂ ତାଙ୍କୁ ଦିଆଯାଇଥିବା ଠିକଣାରେ ସେ ଯାଇ ପହଞ୍ଚିଯାଉଥିଲେ । ବିଧାୟକ, ନେତା, ମନ୍ତ୍ରୀ, ବ୍ୟବସାୟୀ ମାନଙ୍କ ଠାରୁ ଆରମ୍ଭ କରି ପ୍ରଯୋଜକ ମାନଙ୍କ ରାତି କୁ ରଙ୍ଗୀନ କରୁଥିଲେ । ସେମାନଙ୍କ ଦେହର ଭୋକ କୁ ମେଣ୍ଟାଉଥିଲେ । ଆଉ ରାତି ପାହିଗଲେ ତାଙ୍କ ଦେହର ମୂଲ୍ୟ ନେଇ ଚାଲିଆସୁଥିଲେ । ମାତ୍ର ଏ ସବୁ ସେ ବାଧ୍ୟ ବାଧ୍ୟକତାରେ କରୁଥିଲେ ।

କାରଣ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି କୁ ବ୍ଲାକମେଲ କରୁଥିଲେ ବୋଲି ଅର୍ଚ୍ଚନା ଙ୍କ ବିରୁଦ୍ଧରେ ପ୍ରଥମେ ଖଣ୍ଡଗିରୀ ଥାନାରେ ଅଭିଯୋଗ ହୋଇଥିଲା । ବ୍ଲାକମେଲ କରି ତାଙ୍କୁ ବଡ ବଡିଆ ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ବର୍ତ୍ତମାନ ସେହି ଶ୍ରଦ୍ଧାଞ୍ଜଳି ED ରେ ହାଜର ହୋଇଛନ୍ତି । ତେବେ ଅଭିଯୋଗ ପରେ ବିପୁଳ ପରିମାଣର ଅର୍ଥ କାରବାର ସାମ୍ନା କୁ ଆସିଥିଲା ସେତେବେଳେ ଏହି ମାମଲା ED ର ହାତକୁ ଯାଇଥିଲା ।

ଏହା ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ED ନୋଟିସ କରିଥିଲା ଜେରା କରିବା ନିମନ୍ତେ । ନୋଟିସ ପରେ ଅକ୍ଷୟ ପରିଜା, ବ୍ୟବସାୟୀ ଅମିୟ ଦାସ ଙ୍କୁ ED ତାହାର କାର୍ଯ୍ୟଳୟ କୁ ଡକାଇ ୯ ଘଣ୍ଟା ଧରି ଜେରା କରିଥିଲା । ବର୍ତ୍ତମାନ ନୋଟିସ ପରେ ED ରେ ହାଜର ହୋଇଛନ୍ତି ପ୍ରଥମ ଅଭିଯୋଗ କାରିଣୀ ଶ୍ରଦ୍ଧାଞ୍ଜଳି ବେହେରା ED ପ୍ରଥମେ ଶ୍ରଦ୍ଧାଞ୍ଜଳି କୁ ଜେରା ପରେ ଅକ୍ଷୟ ପାରିଜା ଏବଂ ଶ୍ରଦ୍ଧାଞ୍ଜଳି କୁ ସାମ୍ନା ସାମ୍ନୀ ଜେରା କରିପାରେ ED ।

ଶ୍ରଦ୍ଧାଞ୍ଜଳି ଙ୍କର ଭା-ଇ-ରା-ଲ ହେଉଥିବା ଅଶ୍ଳୀଳ ଭି-ଡି-ଓ ଉପରେ ED ପ୍ରଶ୍ନ କରିପାରେ । ସେ ନିଜ ଇଚ୍ଛା ମୁତାବକ ଏଭଳି କାର୍ଯ୍ୟ କରୁଥିଲେ ନା ତାଙ୍କ ଉପରେ କାହାର ଚାପ ଥିଲା ସେ ସବୁକୁ ନେଇ ପ୍ରଶ୍ନ କରିପାରନ୍ତି । ତେବେ ଜେରା ସରିବା ପରେ ସବୁ କଥା ସାମ୍ନା କୁ ଆସିବ ।

ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଦେହ ବ୍ୟବସାୟ ନିମନ୍ତେ ଅର୍ଚ୍ଚନା ନାଗ ବାଧ୍ୟ କରୁଥିଲେ ତଥା ବ୍ଲାକମେଲ ମଧ୍ୟ କରୁଥିଲେ ଏବଂ ତାଙ୍କ ଘରେ ଥିବା ନାନା ପ୍ରକାରର ଅସୁବିଧା ସମ୍ବନ୍ଧରେ ମାନେ ପକାଇ ଭାବୁକ କରି ଏହିଭଳି ଅନେଈତିକ କାର୍ଯ୍ୟ କରିବାକୁ କହୁଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *