ଭାଙ୍ଗିଗଲା କି 6 ମାସର ବାହାଘର ! Neha Kakkar ଓ Rohanpreet ଙ୍କ ମଧ୍ୟରେ ପ୍ରବଳ ମା-ର-ପି-ଟ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ନେହା କକ୍କର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ନେହା କକ୍କର ବଲିଉଡ ର ଜଣେ ପ୍ରସିଦ୍ଧ ଗାୟିକା ଅଟନ୍ତି । ସେ ବିଗତ ବର୍ଷ ନିଜର ବିବାହ କୁ ନେଇ ବହୁତ ଚର୍ଚ୍ଚାରେ ଥିଲେ ।

ସେ ହଠାତ ରୋହନ ପ୍ରୀତ ଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । କିନ୍ତୁ ଦେଖିବାକୁ ଗଲେ ସେମାନଙ୍କ ପ୍ରଶଂସକ ସେମାନଙ୍କ ଯୋଡି କୁ ଖୁବ ପସନ୍ଦ କରନ୍ତି । ଏହି ଯୋଡ଼ି ୨୪ ଅକ୍ଟୋବର ୨୦୨୦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରୋହନ ପ୍ରୀତ ମଧ୍ୟ ପଞ୍ଜାବ ର ଜଣେ ପ୍ରସିଦ୍ଧ ଗାୟକ ଅଟନ୍ତି । ଏମାନେ ଦୁଇ ଜଣ ବିବାହ କରି ସାତ ଜନ୍ମ ପାଇଁ ଏକାଠି ହୋଇଗଲେ ।

ସୋସିଆଲ ମିଡ଼ିଆ ରେ ଏହି ଯୋଡି ଙ୍କ ଫୋଟୋ ଖୁବ ଶୀଘ୍ର ଭାଇରାଲ ହେଉଛି । ଏହି ଯୋଡ଼ି ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ସକ୍ରିୟ ରୁହନ୍ତି ଏବଂ ନିଜର ସୁନ୍ଦର ସୁନ୍ଦର ଫୋଟୋ କୁ ସେୟାର କରନ୍ତି । ଦର୍ଶକ ମାନେ ମଧ୍ୟ ନେହା ଓ ରୋହନପ୍ରୀତ ଙ୍କ ଯୋଡ଼ି କୁ ଖୁବ ଭଲ ପାଇବା ଦିଅନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ, ବିବାହ ର ୬ ମାସ ପରେ ନେହା କକ୍କର ଓ ରୋହନପ୍ରୀତ ଙ୍କ ମଧ୍ୟରେ ମା-ର-ପି-ଟ୍ ହୋଇଛି ବୋଲି । ତେବେ ଏହି ଖବର ପଛରେ କଣ ସତ୍ୟତା ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ବଲିଉଡ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ଙ୍କ ବିବାହ କୁ ମାତ୍ର ୬ ମାସ ହୋଇଛି । ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ଝ-ଗ-ଡ଼ା ଆରମ୍ଭ ହୋଇଛି । ନେହା କକ୍କର ସ୍ୱୟଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ଭିଡିଓ କୁ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଉଭୟ ମା-ର-ପି-ଟ୍ ହେଉଛନ୍ତି ।

କିନ୍ତୁ ପ୍ରକୃତ ଘଟଣା ଏହା ଯେ, ନେହା କକ୍କର ଏବଂ ରୋହନପ୍ରୀତ ପୁଣିଥରେ ଧମାଲ କରିବାକୁ ଯାଉଛନ୍ତି । ନେହା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଭିଡିଓ ସେୟାର କରି ତାଙ୍କ ଆଗାମୀ ମ୍ୟୁଜିକ ଭିଡିଓ ‘ଖାଡ଼ ତେନୁ ମେ ଦସା” ର ଝଲକ ଦେଖାଉଛନ୍ତି । ଏହି ଭିଡିଓ ରେ ଦୁହେଁ ମା-ର-ପି-ଟ୍ କରୁଥିବାର ଦେଖା ଯାଉଛି ।

ପ୍ରଶଂସକ ମାନେ ଭିଡିଓ ଦେଖି ମଜାଳିଆ ମନ୍ତବ୍ୟ ଦେଉଛନ୍ତି । କିଛି କମେଣ୍ଟର ଏହା ମଧ୍ୟ ଲେଖିଛନ୍ତି ଯେ, ଏହା ହେଉଛି ‘ବିବାହ ପର ର ପରିସ୍ଥିତି’ । ନେହା ଙ୍କ ଏହି ଭିଡିଓ ରେ ରୋହନପ୍ରୀତ କାନ୍ଦିବା ଏବଂ ହୃଦୟ ଇମୋଜି ଦେଇଛନ୍ତି । ନେହା କକ୍କର ସେୟାର କରିଥିବା ଏହି ଭିଡିଓ ରିଲିଜ ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ୫ଲକ୍ଷ ୪୦ ହଜାର ଲାଇକ ଆସିଛି । ବର୍ତ୍ତମାନ ପ୍ରଶଂସକ ମାନେ ନେହା କକ୍କର ଏବଂ ରୋହନପ୍ରୀତ ସିଂ ଙ୍କ ଏହି ଆଗାମୀ ମ୍ୟୁଜିକ ଭିଡିଓ ର ଅପେକ୍ଷା ରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *