NCBର 3 ଜଣ ଦବଙ୍ଗ ଅଫିସର, ଯାହାଙ୍କ ନାମ ଶୁଣିଲେ ଥରହର ହୁଅନ୍ତି ଡ୍ରଗ୍ସ ମାଫିଆ, କାମ ଏମିତି କି ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କ ନାମରେ ଉଠୁଛି ପଡୁଛି ସାରା ଦେଶ । ଆରିୟାନଙ୍କୁ ଦୋ-ଷ ମୁକ୍ତ କରିବା ପାଇଁ ଶାହରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି । ହେଲେ ଏନସିବିର ଏହି ସାହସିକତା ପାଇଁ ଚାରି ଆଡୁ ମିଳୁଛି ପ୍ରଶଂସା । ଆରିୟାନ ଖାନଙ୍କୁ ଗି-ର-ଫ କରିବା ପାଇଁ ହୋଇଥିବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଓ ପୁରା ଅ-ପ-ରେ-ସ-ନ ପଛରେ ଥିଲେ ଏନସିବିର ତିନି ଜଣ ଅଫିସର ଯାହାଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଏହି ତିନି ଜଣ ଅଫିସରଙ୍କ ନାମ ଶୁଣିଲେ କେବଳ ମୁମ୍ବାଇ ନୁହେଁ ଭାରତରେ ଥିବା ସମସ୍ତ ଡ୍ର-ଗ ମାଫିଆ ଥରହର ହୁଅନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏନସିବିର ସେହି ଦବଙ୍ଗ ଅଫିସର ମାନଙ୍କ ବିଷୟରେ । ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବିଶ୍ଵ ବିଜୟ ସିଂହ । ନାମ ଯେମିତି କାମ ବି ସେମିତି । ଏନସିବିର ଦକ୍ଷ ଓ ଚତୁର ତାଲିକାରେ ସର୍ବ ପ୍ରଥମ ନାମ ରହିଛି ବିଶ୍ଵ ବିଜୟଙ୍କର ।

ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ହିଫାଜତରେ ନେଇ ପରେ ତାକୁ ଗି-ର-ଫ ବି କରିଥିଲେ । ପୂର୍ବରୁ ଅନେକ ଥର ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ବିଶ୍ଵ ବିଜୟ । ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗି-ର-ଫ କରିବା ସହ ରିୟାଙ୍କ ଭାଇକୁ ମଧ୍ୟ ଗି-ର-ଫ କରିଥିଲେ ଏହି ଦବଙ୍ଗ ଅଫିସର ।

ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆଶିଷ ରାଜନ ପ୍ରସାଦ । ଏନସିବିର ଚତୁର ଅଫିସରଙ୍କ ମଧ୍ୟରେ ଆଶିଷଙ୍କ ନାମ ରହିଛି । କୃସ୍ ମଧ୍ୟରେ ଏନସିବିର ଅପରେସନକୁ ସଫଳ କରିବା ପଛରେ ଆଶିଷ ରହିଛନ୍ତି । ଗତ ଅକ୍ଟୋବର ୨ ତାରିଖରେ କୃସ୍ ଭିତରେ ରହି ସମସ୍ତ ଡ୍ର-ଗ୍ସ ଜବତ କରିଥିଲେ ଆଶିଷ । ୨୦୧୭ରୁ ସେ ଏନସିବିରେ ରହି ଦକ୍ଷତାର ସହ କାମ କରୁଛନ୍ତି ।

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସମୀର ବାଙ୍ଖଡେ । ଏନସିବିର ସେ ହେଉଛନ୍ତି ଜୁନାଲ ଡାଇରେକ୍ଟର ସବୁବେଳେ ଚର୍ଚାରେ ରହୁଥିବା ସମୀର ଗତ ଏକ ବର୍ଷ ମଧ୍ୟରେ ଅନେକ ନାମ କମାଇ ଛନ୍ତି । ସମୀର ହେଉଛନ୍ତି ଏପରି ଜଣେ ଅଫିସର ଯିଏ ସବୁ ଦିନ କେଉଁଠି ନା କେଉଁଠି ଡ୍ର-ଗ୍ସ ଅ-ପ-ରେ-ସ-ନ କରିଥାନ୍ତି । ଆନ୍ତର୍ଜାତୀୟ ଆତଙ୍ଗବାଦୀ ଦାଉତ ଇବରାହିମ ଗ୍ୟାଙ୍ଗର କେତେକ ଡ୍ର-ଗ୍ସ ମାଫିଆଙ୍କୁ ସେ ଗି-ର-ଫ କରିଛନ୍ତି । ଏନସିବି ଅଫିସର ବିଶ୍ଵ ବିଜୟ ସିଂହ, ଆଶିଷ ରାଜନ ପ୍ରସାଦ ଓ ସମୀର ବାଙ୍ଖଡେଙ୍କ ନାମ ଶୁଣିଲେ ଡ୍ର-ଗ ମାଫିଆ ମାନେ ଥରହର ହୁଅନ୍ତି ।

Leave a Reply

Your email address will not be published. Required fields are marked *