ଦେଖନ୍ତୁ ନାତି ସହ କେମିତି ଖେଳୁଛନ୍ତି Aprajita Mohanty, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ତାରକା ଅଛନ୍ତି ଯାହାଙ୍କୁ ଦେଖିବା ନିମନ୍ତେ ଆପଣ ବହୁତ ଭଲ ପାଇଥାନ୍ତି । ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅପରାଜିତା ଏବଂ ଉତ୍ତମ ମହାନ୍ତି ଙ୍କ ପୁଅ ବାବୁଷାନ ଅନ୍ୟତମ । ଆପଣ ମାନେ ବାବୁଷାନ ଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ । ସେ ଚଳଚିତ୍ର ଜଗତରେ ନିଜର ଗୁରୁତ୍ଵପୂର୍ଣ୍ଣ ସମୟକୁ ଦେଇ ଆମ୍ଭ ମୁହଁ ରେ ହସ ଆଣିପାରୁଛନ୍ତି ।

ପ୍ରାୟ ଅନେକ ହିଟ ଚଳଚିତ୍ର ବାବୁଷାନ ଦେଇଛନ୍ତି । ବାବୁଷାନ ଙ୍କ ଅନେକ ଫ୍ୟାନ୍ସ ମାନେ ତାଙ୍କ ଚଳଚିତ୍ର ପରଦାରେ ଦେଖିବା ନିମନ୍ତେ ଅପେକ୍ଷା କରିଥାନ୍ତି । ବାବୁଷାନ ନିଜ ପିଲା ଦିନର ବନ୍ଧୁ ଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିଛନ୍ତି । କିଛି ସମୟ ପୂର୍ବେ ଉଭୟଙ୍କର ବିବାହ ମଧ୍ୟ ହୋଇଅଛି । ବର୍ତ୍ତମାନ ବାବୁଷାନ ଙ୍କର ଏକ ପୁତ୍ର ସନ୍ତାନ ଅଛି । ଏବଂ ଅପରାଜିତା ନିଜ ନାତି ସହିତ ବହୁତ ମସ୍ତି କରି ଖେଳୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।

 

ନିଜ ପୁଅ ର ପୁଅ ଅର୍ଥାତ ନିଜ ନାତି ସହିତ ଅପରାଜିତା ମହାନ୍ତି ବେସ ଖୁସ ଥିବାର ଦେଖିବାକୁ ମିଳିଛି । କେବଳ ଅପରାଜିତା ନୁହଁନ୍ତି, ଉତ୍ତମ ମହାନ୍ତି ମଧ୍ୟ ନିଜ ନାତି ସହିତ ଆନନ୍ଦ ର ସହିତ ଖେଳିବାକୁ ଲାଗିଛନ୍ତି । ବାବୁଷାନ ଙ୍କ ପୁଅ ହସି ହସି ନିଜ ଜେଜେ ମା’ ଜେଜେ ବାପା ଙ୍କ ସହିତ ଖେଳୁଥିବାର ଏହି ଭିଡିଓ କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି ।

ମାତ୍ର ବିବାହ ପରେ ଇଣ୍ଡଷ୍ଟ୍ରୀ ରେ ବାବୁଷାନ ଅତ୍ୟଧିକ ଆକ୍ଟିଭ ନ ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବାବୁଷାନ ଙ୍କ ପାଖକୁ ଶୁଭେଛା ର ସୁଅ ଛୁଟିବାରେ ଲାଗିଛି । କେତେକ ଫ୍ୟାନ୍ସ ମାନେ ଏହା ମଧ୍ୟ କମେଣ୍ଟ ରେ କହିଛନ୍ତି ଯେ ବାବୁଷାନ ଙ୍କ ଚଳଚିତ୍ର କୁ ପରଦାରେ ଦେଖିବାକୁ ସେ ଚାହିଁ ବସିଛନ୍ତି ।

ପିଲାଟି ଦିନରୁ ଅଭିନେତା ବାବୁଷାନ ଙ୍କର ଅଭିନୟ ପ୍ରତି ରୁଚି ଥିବାର ସୁହାନା ମିଳିଥିଲା । ତେବେ  ଅପେକ୍ଷାର ବିଷୟ ଯେ ତାଙ୍କ ଫ୍ୟାନ୍ସ ଙ୍କ ନିବେଦନ କୁ ବାବୁଷାନ କେତେ ମାତ୍ରାରେ ପୂରଣ କରୁଛନ୍ତି ? ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *