PM Narendra Modi ଅଚାନକ ଚୁଇଂବାକୁ ଲାଗିଲେ ଏହି ମହିଳାଙ୍କ ପାଦ, ଯାହାକୁ ଦେଖି Yogi ବି ହେଇଗଲେ ଆଶ୍ଚର୍ଯ୍ୟ ! ଦେଖନ୍ତୁ କିଏ ଏହି ମହିଳା ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ଜଣେ ମହାନ ନେତା ଯିଏ ଜନସାଧାରଣଙ୍କ ପାଇଁ ବହୁତ କିଛି କରିଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ନରେନ୍ଦ୍ର ମୋଦୀ ଚର୍ଚାରେ ରୁହନ୍ତି । ତେବେ ଗତ କିଛି ଦିନ ତଳେ ନରେନ୍ଦ୍ର ମୋଦୀ ବାରଣାସୀ ଯାତ୍ରା କରିଥିଲେ ତାଙ୍କର ଏହି ଯାତ୍ରା ଐତିହାସିକ ରହିଲା । 

ବାରଣାସୀରେ ମୋଦୀ ଭବ୍ୟକାଶୀ ଡୋରର ଉତଘାଟନ କରିଲେ । ମୋଦୀଙ୍କ ଏହି ବାରଣାସୀ ଯାତ୍ରାରେ ଏମିତି ଅନେକ ଘଟଣା ଘଟିଲା ଯାହା ପୁରା ଦେଶର ମନ ଜିତିଲା । ବାରଣାସୀ ଯାତ୍ରା ସମୟରେ ଜଣେ ପୂଜାରୀ ମୋଦୀଙ୍କୁ ଏକ ପଗଡି ଭେଟ କରିବାକୁ ଚାହୁଁଥିଲେ ସେହି ସମୟରେ ମୋଦୀ ରାସ୍ତା ଉପରେ ନିଜ ଗାଡି ରଖି ସେହି ପୂଜାରୀଙ୍କ ଠାରୁ ପଗଡି ପିନ୍ଧି ଥିଲେ । 

ଏହା ପରେ ପ୍ରଧାନ ମନ୍ତ୍ରୀଙ୍କର ଆଉ ଗୋଟେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାଶୀରେ କାମ କରୁଥିବା ଶ୍ରମିକଙ୍କ ସହ ଖାଦ୍ୟ ଖାଇଲେ ଓ ସେମାନଙ୍କ ଉପରେ ଫୁଲ ପକାଇଲେ । ଏହାପରେ ମୋଦୀ ରାତିରେ ଯେତେବେଳେ ବାରଣାସୀର ଭ୍ରମଣ କରିବାକୁ ବାହାରିଲେ ସେତେବେଳେ ଗୋଟେ ଛୋଟ ଛୁଆ ସହ ସେ କଥା ହେଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଲା । 

ହେଲେ ଗତ କିଛି ସମୟ ହେବ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଏକ ଏପରି ଫଟୋ ଭାଇରାଲ ହେଉଛି ଯାହା ପୁରା ଦେଶର ମନ ଜିଟିଛି । ଆଜି ଆମେ ଆପଣ ମାନଙ୍କୁ ମୋଦୀଙ୍କ ଏହି ଭାଇରାଲ ଫଟୋ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଫଟୋରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ପାଦ ଛୁଇଁବାର ନଜର ଆସୁଛନ୍ତି ।

ସେହି ସ୍ଥାନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଦୃଶ୍ୟ ଦେଖି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେତେବେଳେ ମୋଦୀ ବାରଣାସୀ କାଶୀ ଡୋର ଉତଘାଟନରେ ପହଞ୍ଚି ଥିଲେ ସେତେବେଳେ ଦେଶରେ ଅନେକ ଲୋକ ଓ ସାଧୁ ସନ୍ଥ ମାନଙ୍କୁ ଡକା ଯାଇଥିଲା । ସେହି ସ୍ଥାନରେ ଅନେକ ଦିବ୍ୟାଙ୍ଗ ଲୋକ ମଧ୍ୟ ଉପସ୍ଥିତ ଥିଲେ । 

ସେହି କାର୍ଯ୍ୟକ୍ରମରେ ଜଣେ ଦିବ୍ୟାଙ୍ଗ ମହିଳା ମୋଦୀଙ୍କ ପାଦ ଛୁଇଁବା ପାଇଁ ଚାହୁଁ ଥିଲେ ହେଲେ ମୋଦୀ ସେହି ମହିଳାଙ୍କୁ ପାଦ ଛୁଇଁବା ପାଇଁ ରୋକିଲେ ଓ ନିଜେ ସେହି ଦିବ୍ୟାଙ୍ଗ ମହିଳାଙ୍କ ପାଦ ଛୁଇଁଲେ । ଏହା ପରେ ସେହି ଦିବ୍ୟାଙ୍ଗ ମହିଳାଙ୍କ ସହ ମୋଦୀ ଓ ଆଦିତ୍ୟନାଥ କଥା ବାର୍ତ୍ତା ହୋଇଥିଲେ । ସୋସିଆଲ ମିଡିଆରେ ଏହି ଫଟୋଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଫଟୋ ଦେଖି ମୋଦୀଙ୍କର ବହୁତ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *